ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ
ନୂଆଦିଲ୍ଲୀ,୨୩।୪: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍କୁ ନିକଟରେ ଉନ୍ମୋଚନ କରାଯାଇଛି। ଏଥିରେ ୪କେ ଅଲ୍ଟ୍ରା ଏଚ୍ଡି ଏଲ୍ଇଡି ଡିସ୍ପ୍ଲେ ରହିଛି। ଏହି ପରବର୍ତ୍ତ ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ଜୀବନ୍ତ ସଦୃଶ ଟିଭି…
ମହେଶ ମୂର୍ତ୍ତିଙ୍କ ନାଁରେ ୧୦୦ ନିୟୁତ ଡଲାରର ମାନହାନି ମକଦ୍ଦମା
ସିଙ୍ଗାପୁର,୨୩।୪: ଗୋଟିଏ ଆର୍ଟିକିଲ୍ ପାଇଁ ନିବେଶକ ତଥା ସିଡ୍ଫଣ୍ଡର ସହପ୍ରତିଷ୍ଠାତା ମହେଶ ମୂର୍ତ୍ତି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସିଙ୍ଗାପୁରର ଫ୍ୟାଶନ୍ ଟେକ୍ନୋଲୋଜି କମ୍ପାନୀ ଜିଲିଙ୍ଗୋର ସହପ୍ରତିଷ୍ଠାତା ଅଙ୍କିତି ବୋଷ ମହେଶଙ୍କ ନଁାରେ ୧୦୦ ନିୟୁତ ଡଲାରର ଏକ ମାନହାନି ମକଦ୍ଦମା କରିଛନ୍ତି।…
୧୦,୦୦୦ କୋଟିର କାରବାର ଆକଳନ
ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଚଳିତ ବର୍ଷର ଦର ଗତ ବର୍ଷ ଅପେକ୍ଷା ପ୍ରାୟ ୫,୦୦୦ ଟଙ୍କା…
ଆଜିଠୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଅଧୀନ ସ୍ବତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର, ୨୩।୪ (ବ୍ୟୁରୋ): ଭାରତର ଜି-୨୦ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରରେ ଆସନ୍ତା ସପ୍ତାହରେ ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ରବିବାର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହେବ। ସିଏସ୍ଆଇଆର୍ ଖଣିଜ ଓ ବସ୍ତୁ ପ୍ରଯୁକ୍ତି…
ପ୍ରୀତି ବନ୍ଧନ
ପ୍ରେମରେ ବି ପ୍ରତିଯୋଗିତା। ନିଜ ପ୍ରେମିକାକୁ ହାସଲ କରିବାକୁ ହେଲେ ପ୍ରେମିକକୁ ବେଳେବେଳେ ପରୀକ୍ଷା ଦେବାକୁ ପଡିଥାଏ। ଠିକ୍ ସେହିଭଳି ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’। ନେକ୍ସଟ୍ ଡୋର୍ ଫିଲ୍ମସ୍…
କାଗଜ କଲମରେ ସୀମିତ ନିର୍ଦ୍ଦେଶନାମା
ରାୟଗଡ଼ା, ୨୩।୪: (ସ୍ବ.ପ୍ର.) ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାନ ନେଇ ଘୋଷଣା କରିଥିଲେ। ଏହା ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ସବୁର ବ୍ୟବହାର…
ବ୍ରହ୍ମପୁରରେ ନକଲି ସାର୍ଟିଫିକେଟ କାରବାର
ବ୍ରହ୍ମପୁର ଅଫିସ,୨୩।୪: ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡଙ୍କୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଶନିବାର ଧରିଛି। ସେ ଜଣେ ଶିକ୍ଷକ ବୋଲି ଜଣାପଡିଛି। ତାଙ୍କ ବିରୋଧରେ ମାମଲା ନମ୍ବର ୧୧୩/୨୩…
ଚଳିତବର୍ଷ ଶ୍ରୀ ନୀଳମାଧବଙ୍କ ଚନ୍ଦନଯାତ୍ରା ବନ୍ଦ
ଖଣ୍ଡପଡ଼ା, ୨୩।୪: (ସ୍ବ.ପ୍ର.) ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀ ନୀଳମାଧବ କ୍ଷେତ୍ର ସର୍ବଜନ ବିଦିତ ା ଏହି କ୍ଷେତ୍ରର ଚନ୍ଦନ ଯାତ୍ରା ଅନନ୍ୟ ା ପ୍ରତି ବର୍ଷ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ…
ଭତ୍ତା ଟଙ୍କା ଆତ୍ମସାତ୍: ୫ଜଣଙ୍କୁ ନିଲମ୍ବନ ନିର୍ଦ୍ଦେଶ
ବଲାଙ୍ଗୀର ଅଫିସ,୨୩।୪: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସ କର୍ମଚାରୀ କୋଭିଡ୍ ମହାମାରୀ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବାକୁ ନେଇଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଥିବା ଘଟଣା ଏବେ ଅଡିଟ୍ ବେଳେ ଧରାପଡିଛି। ଏହି ଘଟଣା ଧରାପଡିବା ପରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ…
ଗାୟିକା ରତ୍ନ
୧୯୮୧ ଅକ୍ଟୋବର ୧୫ରେ ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ବାଲୁଙ୍କେଶ୍ୱର ଗ୍ରାମରେ। ମାତା ସଂଯୁକ୍ତା ଓ ପିତାଙ୍କ ନାମ ପ୍ରଫୁଲ୍ଲ କୁମାର ଦାଶ। ତିନିଭଉଣୀ ଓ ଜଣିଏ ଭାଇକୁ ନେଇ ତାଙ୍କ ପରିବାର। ପିଲାଟି ଦିନରୁ ତାଙ୍କର…
ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ
ଆଳି, ୨୩।୪: (ଡି.ଏନ୍.ଏ.) ଶନିବାର ସକାଳେ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣାରେ ୩ ଜଣ ଡକାୟତ ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ହାତରେ ବନ୍ଧୁକ ଧରି ସୁନାଦୋକାନ ଲୁଟ ଉଦ୍ୟମ କରିଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି…
୨ କନିଷ୍ଠ ଯନ୍ତ୍ରୀ, ଅସ୍ଥାୟୀ କର୍ମଚାରୀ କୋର୍ଟଚାଲାଣ
କୁଜଙ୍ଗ, ୨୩।୪: (ଡି.ଏନ୍.ଏ) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପର ନିଷିଦ୍ଧାଞ୍ଚଳକୁ ନକଲି ଏମ୍ପ୍ଲଇ କାର୍ଡରେ ପ୍ରବେଶ କରି ଆଲ୍କାଲାଇଟ୍ ଚୋରି କରିବାକୁ ଯୋଜନା କରିବା ଅଭିଯୋଗରେ ୨ କନିଷ୍ଠ ଯନ୍ତ୍ରୀ ଓ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଗିରଫ ପରେ ଶନିବାର କୋର୍ଟ…
Archives


