କୁଇ, ଦେଶିଆ ଭାଷାରେ ପ୍ରସ୍ତୁତ ହେବ ପାଠ୍ୟୋପକରଣ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାର କୋରାପୁଟ ଜିଲାରେ ପ୍ରଚଳିତ ‘କୁଇ’ ଏବଂ ‘ଦେଶିଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ପାଇଁ ସ୍ବତନ୍ତ୍ର ପାଠ୍ୟୋପକରଣ ପ୍ରସ୍ତୁତ ହେବ। ଏଥିପାଇଁ ନ୍ୟାଶନାଲ କାଉନ୍ସିଲ ଅଫ୍ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି (ଏନ୍ସିଇଆର୍ଟି) ପକ୍ଷରୁ ୧୦ ଜଣିଆ…
ସୋମବାର କ୍ୟାବିନେଟ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ ବୈଠକ ବସିବ। ବୈଠକରେ ପାନୀୟ ଜଳ, କ୍ୟାଡର ପୁନର୍ଗଠନ, ଜଳସେଚନ, ଟେଣ୍ଡର ଅନୁମୋଦନ ଭଳି ୧୦ରୁ ଅଧିକ ପ୍ରସ୍ତାବ…
ବୁଗୁଡ଼ାରୁ ପୁରୀ ଗଲା ରଥ କାଠ
ବୁଗୁଡ଼ା, ୨୩।୪:(ଡି.ଏନ.ଏ.): ଆସନ୍ତା ରଥ ଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ାରୁ ୧୨ ଖଣ୍ଡ ରଥ କାଠ ପୁରୀ ପଠାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପଙ୍କଳସାହିରେ ୨ଟି, ଆଦିପୁରରେ ୨ଟି ଓ ଖରିଡା ନିକଟରେ ୭ଟି…
ଅଳିଆରୁ ରୋଜଗାର
ୱାଶିଂଟନ୍ ଅଳିଆ ଆମର କୌଣସି କାମରେ ଲାଗି ନ ଥାଏ ବୋଲି ଧାରଣା ରହିଛି। ହେଲେ ଆମେରିକାର ଜଣେ ମହିଳା ପଡ଼ିଶା ଘର ଲୋକଙ୍କ ଅଳିଆରୁ ଅର୍ଥ ରୋଜଗାର କରୁଛନ୍ତି। ଆମେରିକାର ଲୁସିଆନାରେ ରହୁଥିବା ଏମିଲି କହିଛନ୍ତି, ୨ ବର୍ଷ ପୂର୍ବେ…
ସ୍ତ୍ରୀଙ୍କ ପାଇଁ ଟ୍ରୋଲ୍ ହେଲେ ରଣବୀରଙ୍କୁ
ମୁମ୍ବାଇ: ଆଦିତ୍ୟ ଚୋପ୍ରାଙ୍କ ମା’ ପାମେଲା ଚୋପ୍ରାଙ୍କ ୭୫ ବର୍ଷରେ ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶେଷଦର୍ଶନ କରିବାକୁ ଘରକୁ ସେଲିବ୍ରିଟିଙ୍କ ଆଗମନ ହୋଇଥିଲା। ସେଠାକୁ କରୀନା କପୁର, ସୈଫ ଅଲି ଖାନ୍, କାଜଲ, ଅଜୟ ଦେବଗନ୍ଙ୍କ…
୧୩ ଏନ୍ଏସିରେ ଆରମ୍ଭ ହୋଇନି ପ୍ରଧାନମନ୍ତ୍ରୀ ଆବାସ
ଛତ୍ରପୁର, ୨୩।୪: (ଡି.ଏନ୍.ଏ) ଗଞ୍ଜାମ ଜିଲାରେ ବିଶେଷକରି ସହରାଞ୍ଚଳ ଗୁଡିକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ଧିମା ରହିଛି ା ଜିଲାର ୧୩ ସହରାଞ୍ଚଳ ତଥା ଏନ୍ଏସିରେ ୨ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି ା ଏଥିସହ…
ସ୍ବଦେଶୀ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଆହ୍ବାନ
ଆଜି ହେଉଛି ବିଶ୍ୱ ପୁସ୍ତକ ଏବଂ କପିରାଇଟ ଦିବସ। ଏହି ବିଶେଷ ଉତ୍ସବ ଅବସରରେ ପୁସ୍ତକ ଦ୍ୱାରା ଆମକୁ ପ୍ରଦତ୍ତ ଚିରସ୍ଥାୟୀ ମୂଲ୍ୟକୁ ସ୍ମରଣ କରାଇଥାଏ। ପ୍ରତିବର୍ଷ ଏପ୍ରିଲ ୨୩ ରେ ପାଳନ ହୋଇ ଆସୁଥିବା ଏହି ଦିବସ ଆମର ଅତୀତ…
୪ ଘଣ୍ଟା ରାସ୍ତା ଜାମ୍, ଲୋକେ ହନ୍ତସନ୍ତ
ଯୋଡା, ୨୩।୪: (ଡି.ଏନ୍.ଏ.) କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ୫୨୦ ନଂ. ଜାତୀୟ ରାଜପଥର ଲହଣ୍ଡା ରେଲୱେ ଓଭର ବ୍ରିଜ୍ ନିକଟରେ ଶନିବାର ୨ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଫସି ରହିଥିଲା। ଫଳରେ ଦୀର୍ଘ ୪ଘଣ୍ଟା ରାସ୍ତା ଜାମ୍ ହୋଇ ଟ୍ରାଫିକ୍…
ଦିଲ୍ଲୀ ଥାନାରେ ସତ୍ୟପାଲ
ନୂଆଦିଲ୍ଲୀ,୨୩।୪: ଦୁର୍ନୀତି ମାମଲାରେ ସିବିଆଇ ସମନ ପାଇବାର ଦିନକ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍ ଶନିବାର ଦିଲ୍ଲୀର ଆର୍.କେ. ପୁରମ୍ ଥାନାକୁ ଆସିଥିଲେ। ତାଙ୍କୁ ଗିରଫ କରାଯାଇଥିବା ଖବରକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି। ସତ୍ୟପାଲ ନିଜ ଇଚ୍ଛାରେ…
ଉତ୍ତପ୍ତ ଅଞ୍ଚଳରେ ଅବାଧ ଗଛକଟା
ବାରିପଦା ଅଫିସ, ୨୩।୪: ମୟୂରଭଞ୍ଜ ଜିଲାରେ ଶିମିଳିପାଳ ଅଭୟାରଣ୍ୟ ଭଳି ଜୈବ ମଣ୍ଡଳ ଥିବା ବେଳେ ବାରିପଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଅସହ୍ୟ ଗୁଳୁଗୁଳି ସହ ଆକାଶରୁ ଅଗ୍ନିବର୍ଷା ହେବାଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଅସନ୍ତୁଳିତ ପରିବେଶ…
ଫର୍ନେସ୍ରେ ପୋଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ
ଭଦ୍ରକ ଅଫିସ, ୨୩।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀ ଫର୍ନେସ୍ରେ ପୋଡ଼ି ଗୁରୁତର ଥିବା ଶ୍ରମିକଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ମୃତକ ବରପଦାର ବିଜୟ ମହାପାତ୍ର। ଗତ ରବିବାର ରାତିରେ ଅନ୍ୟ ଗୁରୁତର ରତିକାନ୍ତଙ୍କ ମୃତ୍ୟୁ ହୋଇଥିଲା। ଗତ ୧୧…
ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା
କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଅର୍ଥ ହେର୍ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା ଅର୍ଥକୁ ରାଜନୈତିକ ନେତା ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ତୋଷରପାତ କରୁଛନ୍ତି। କାର୍ଯ୍ୟ…
Archives


