ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଭୂପେଶଙ୍କ ସହ କଥା ହେଲେ ଶାହା
ନୂଆଦିଲ୍ଲୀ,୨୬।୪: ଛତିଶଗଡର ଦନ୍ତେୱାଡାରେ ବୁଧବାର ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୧ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇଛନ୍ତି।…
ପୂର୍ବତନ ଆର୍ଆଇଙ୍କୁ ଜେଲ୍
ବ୍ରହ୍ମପୁର ଅଫିସ,୨୬ା୪: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ବୁଧବାର ଏକ ଲାଞ୍ଚ ଗ୍ରହଣ ମାମଲାର ରାୟ ୮ବର୍ଷ ପରେ ପ୍ରକାଶ କରିଛନ୍ତି। ସେ ଗଞ୍ଜାମ ଜିଲା ଆସ୍କା ତହସିଲର ତତ୍କାଳୀନ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ…
ଚାକିରି ଦେବା ନାଁରେ ଲୁଟ୍, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ମାଲକାନଗିରି,୨୬ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବହୁ ଲୋକଙ୍କଠାରୁ ବିଦ୍ୟୁତ୍ ବିଭାଗରେ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୁକ୍ତଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ଏ ସମ୍ପର୍କରେ ଏସ୍ପି. ନୀତିଶ ବାଧ୍ୱାନୀ ଦେଇଥିବା ସୂଚନାନୁଯାୟୀ, ଗତ…
ଭାରତ ଆସିବେ ନାହିଁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଇସଲାମାବାଦ, ୨୬।୪: ଭାରତରେ ଅନୁଷ୍ଠିତ ଥିବା ଏସ୍ସିଓ ବୈଠକରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆଶିଫ ସାମିଲ ହେବେ ନାହିଁ। ଏସ୍ସିଓର ଏହି ବୈଠକ ୨୭-୨୮ ଏପ୍ରିଲରେ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ ଭାରତ…
ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ଖୁସି ଖବର: ଦଳକୁ ଫେରିବେ ଦ୍ରୁତ ବୋଲର
ନୂଆଦିଲ୍ଲୀ,୨୬।୪: ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଏପ୍ରିଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଖେଳିବ। ଏହି ମ୍ୟାଚ ପୂର୍ବରୁ ଦଳ ପାଇଁ ଏକ ଖୁସି ଖବର ଆସିଛି। ଦଳର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ସମ୍ପୂର୍ଣ୍ଣ ଫିଟ ହୋଇଯାଇଛନ୍ତି…
ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା
କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଧରଣୀଧର ସରକାରୀ ମେଡିକାଲ କଲେଜ…
ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରିବାରୁ ରାଗିଲା ଆମେରିକା, ଏହି କମ୍ପାନୀ ଉପରେ ଲଗାଇଲା ୫୨ ହଜାର କୋଟି ଜରିମାନା
ଓ୍ବାଶିଂଟନ,୨୬।୪: ଆମେରିକା ଓ ଉତ୍ତର କୋରିଆର ଶତ୍ରୁତାକୁ ନେଇ ଭିନ୍ନ ଭିନ୍ନ ସମୟରେ ଖବର ଆସୁଛି। ଏହି ଦୁଇ ଦେଶ ପରସ୍ପରକୁ ଆଦୌ ସହ୍ୟ କରିପାରୁ ନାହାନ୍ତି। ଏମିତିକି ଏମାନଙ୍କ ମିତ୍ର ଦେଶ ଯଦି ଏମାନଙ୍କ ଇଚ୍ଛା ବିରୋଧରେ କିଛି କରୁଛନ୍ତି…
ବ୍ରିଟେନରେ ନିର୍ମାଣ ହେବ ପ୍ରଥମ ଜଗନ୍ନାଥ ମନ୍ଦିର, ଜାଣନ୍ତୁ କିଏ ଏହାକୁ ନିର୍ମାଣ କରିବେ…
ଲଣ୍ଡନ,୨୬।୪: ବ୍ରିଟେନରେ ହିନ୍ଦୁ ଅନୁଗାମୀମାନଙ୍କ ପାଇଁ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିରର ନିର୍ମାଣ ଶ୍ରୀ ଜଗନ୍ନାଥ ସୋସାଇଟି (ଏସ୍ଜେଏସ୍) ଦ୍ୱାରା କରାଯିବ। ଏଥିପାଇଁ ୨୫୦ କୋଟି ଟଙ୍କା ଦାନ କରାଯିବ। ଫେନେଷ୍ଟ ଗ୍ରୁପର ପ୍ରତିଷ୍ଠାତା ତଥା କମ୍ପାନୀର…
ଛତିଶଗଡ ମାଓବାଦୀ ଆକ୍ରମଣ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦନ୍ତଓ୍ବୋଡାରେ ବୁଧବାର ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର ଶହିଦ ହୋଇଛନ୍ତି। ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି,…
ହିରାମଣ୍ଡି ପାଇଁ ପ୍ରସ୍ତୁତ ହେଉଛି ଦେଢ ଲକ୍ଷ ସ୍କୋୟାର ଫିଟର ସେଟ
ମୁମ୍ବାଇ: ସଞ୍ଜୟ ଲିଲା ଭଂସାଲି ବଲିଉଡର ଜଣେ ନାମୀଦାମୀ ଫିଲ୍ମମେକର। ସେ ତାଙ୍କ ଫିଲ୍ମ ଉପରେ ଖୁବ ଗୁରୁତ୍ୱ ଦେଇ କାମ କରିଥାଆନ୍ତି। ଫିଲ୍ମର କାହାଣୀଠାରୁ ଆରମ୍ଭ କରି କଳାକାର ଚୟନ ଏମିତିକି ଗ୍ରାଣ୍ଡ ସେଟସ୍ ଉପରେ ବି ତାଙ୍କର ଖୁବ…
ଏହି ୩ ଗୁଣ ଆପଣଙ୍କୁ କରିଦେବ ଭାଗ୍ୟବାନ, କେବେ ବି ରହିବନି ଧନର ଅଭାବ
ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ତାଙ୍କ ଜୀବନ…
ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ପ୍ରଶଂସା କଲେ ଆମିର
ମୁମ୍ବାଇ,୨୬।୪: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ। ନିକଟରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ନ୍ୟାଶନାଲ କନକ୍ଲେଭରେ ଆମିର ଭାଗ ନେଇଥିଲେ। ଏହି ସମୟରେ ଆମିର ପ୍ରଧାନମନ୍ତ୍ରୀ…
Archives


