ବ୍ରିଟେନରେ ନିର୍ମାଣ ହେବ ପ୍ରଥମ ଜଗନ୍ନାଥ ମନ୍ଦିର, ଜାଣନ୍ତୁ କିଏ ଏହାକୁ ନିର୍ମାଣ କରିବେ…
ଲଣ୍ଡନ,୨୬।୪: ବ୍ରିଟେନରେ ହିନ୍ଦୁ ଅନୁଗାମୀମାନଙ୍କ ପାଇଁ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିରର ନିର୍ମାଣ ଶ୍ରୀ ଜଗନ୍ନାଥ ସୋସାଇଟି (ଏସ୍ଜେଏସ୍) ଦ୍ୱାରା କରାଯିବ। ଏଥିପାଇଁ ୨୫୦ କୋଟି ଟଙ୍କା ଦାନ କରାଯିବ। ଫେନେଷ୍ଟ ଗ୍ରୁପର ପ୍ରତିଷ୍ଠାତା ତଥା କମ୍ପାନୀର…
ଛତିଶଗଡ ମାଓବାଦୀ ଆକ୍ରମଣ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦନ୍ତଓ୍ବୋଡାରେ ବୁଧବାର ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର ଶହିଦ ହୋଇଛନ୍ତି। ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି,…
ହିରାମଣ୍ଡି ପାଇଁ ପ୍ରସ୍ତୁତ ହେଉଛି ଦେଢ ଲକ୍ଷ ସ୍କୋୟାର ଫିଟର ସେଟ
ମୁମ୍ବାଇ: ସଞ୍ଜୟ ଲିଲା ଭଂସାଲି ବଲିଉଡର ଜଣେ ନାମୀଦାମୀ ଫିଲ୍ମମେକର। ସେ ତାଙ୍କ ଫିଲ୍ମ ଉପରେ ଖୁବ ଗୁରୁତ୍ୱ ଦେଇ କାମ କରିଥାଆନ୍ତି। ଫିଲ୍ମର କାହାଣୀଠାରୁ ଆରମ୍ଭ କରି କଳାକାର ଚୟନ ଏମିତିକି ଗ୍ରାଣ୍ଡ ସେଟସ୍ ଉପରେ ବି ତାଙ୍କର ଖୁବ…
ଏହି ୩ ଗୁଣ ଆପଣଙ୍କୁ କରିଦେବ ଭାଗ୍ୟବାନ, କେବେ ବି ରହିବନି ଧନର ଅଭାବ
ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ତାଙ୍କ ଜୀବନ…
ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ପ୍ରଶଂସା କଲେ ଆମିର
ମୁମ୍ବାଇ,୨୬।୪: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ। ନିକଟରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ନ୍ୟାଶନାଲ କନକ୍ଲେଭରେ ଆମିର ଭାଗ ନେଇଥିଲେ। ଏହି ସମୟରେ ଆମିର ପ୍ରଧାନମନ୍ତ୍ରୀ…
ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇ ଆଲର୍ଟ
ଭୁବନେଶ୍ୱର,୨୬।୪(ବ୍ୟୁରୋ): ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇ ଆଲର୍ଟ। ଛତିଶଗଡ ସୀମାକୁ ଲାଗିଥିବା ୩ ଜିଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି। ଏହି ଜିଲାଗୁଡିକ ଆଲର୍ଟ ରହିବା ସହିତ କୋମ୍ବିଂ ଅପରେଶନ…
ପୋଷ୍ଟର ଲଗାଇଦେଲେ କେହି ମୁଖ୍ୟମନ୍ତ୍ରୀ ହୋଇ ଯିବେନି: ଭାଜପା ବିଧାୟକ
ମୁମ୍ବାଇ,୨୬।୪: ମହାରାଷ୍ଟ୍ର ରାଜନୀତି ଏବେ ସରଗରମ। ଏନସିପି ନେତା ତଥା ବିଧାନସଭାର ବିରୋଧୀଦଳ ନେତା ଶରଦ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ବାଲା ପୋଷ୍ଟର ସ୍ଥାନେ ସ୍ଥାନେ ଲଗାଯାଇଛି। ଏହାକୁ ନେଇ ଶିବସେନା (ଶିନ୍ଦେ କ୍ୟାମ୍ପ)ବିଧାୟକ ସଞ୍ଜୟ ସିରସାଟ କହିଛନ୍ତି ପୋଷ୍ଟର ଲଗାଇ ଦେଲେ…
ବିନା ଅଡିଶନରେ ଆଗଧାଡ଼ିର ଏହି ଅଭିନେତ୍ରୀମାନେ ଫିଲ୍ମରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କେମିତି…
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର କିଛି ଅଭିନେତ୍ରୀ ବିନା ଅଡିଶନରେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ଯେଉଁମାନେ ଆଜି ଜଣେ ଜଣେ ସଫଳ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ନାଁ ବି କମାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ… ଐଶ୍ୱର୍ଯ୍ୟା ରାୟ: ନୀଳନୟନା ଐଶ୍ୱର୍ଯ୍ୟା ରାୟ…
ସିସୋଡିଆଙ୍କ ଜାମିନକୁ ବିରୋଧ କରୁଛି ସିବିଆଇ
ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ଦିଲ୍ଲୀ ହାଇକୋର୍ଟରେ ସିସୋଡିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛି। କୋର୍ଟରେ ସିବିଆଇ…
ସରକାର ସମସ୍ତ ଭ୍ରଷ୍ଟ ନେତାଙ୍କର ଯାଞ୍ଚ କରିବେ: ରାଜନାଥ
ବେଲଗାଓ୍ବି,୨୬।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣକୁ ଆଉ ୨ ସପ୍ତାହରୁ ବି କମ ସମୟ ବାକି ରହିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ନେତାମାନେ ନିର୍ବାଚନ ପ୍ରଚାର ଅଭିଯାନରେ ଖୁବ ବଳ ଖଟାଉଛନ୍ତି। ଦୁଇ ଦଳ ମଧ୍ୟରେ…
ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍ଆଇ
ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଥାନାରେ ୨୧ଜଣ ପୋଲିସ ନିୟୋଜିତ ହେବେ। ଏଥିସହ ଗୋଟିଏ ସପ୍ତାହ କୌଣସି ଏକ…
ଜାଲ୍ ସାର୍ଟିଫିକେଟ୍ ମାମଲା: ଢେଙ୍କାନାଳ ପୋଲିସର ତନାଘନା
ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା କମ୍ ମାର୍କ ଆସିବାର ଭୟ ରହୁଥିଲା। ଆଶାୟୀଙ୍କ ମନ ମୁତାବକ ସାର୍ଟିଫିକେଟରେ ମାର୍କ ଚଢ଼ାଇ…
Archives


