ଏସ ଜୟଶଙ୍କର-ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ କୌଣସି ବୈଠକ ହେବାର ସମ୍ଭାବନା ନାହିଁ…
ନୂଆଦିଲ୍ଲୀ,୨୬।୪: ଭାରତ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହେବାର ସମ୍ଭାବନା ନାହିଁ। ଏନେଇ ବୁଧବାର ଏକ ସୂତ୍ରରୁ ଏହା ଜଣାପଡିଛି। ଦୁଇ ଦିନ ପୂର୍ବେ ପାନାମାର…
୯୪ ପ୍ରତିଶତ ନମ୍ବର ରଖି ଛାତ୍ରୀ ଫେଲ…
ଲକ୍ଷ୍ନୌ,୨୬।୪ : ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ବୋର୍ଡ ଫେଲ ଘୋଷଣା କରିଛି।…
ସୁଦାନରେ ଥିବା ଭାରତୀୟ ପହଞ୍ଚିଲେ ଜେଦ୍ଦା, ଶିଶୁକନ୍ୟା ସହ ସେନା ଅଧିକାରୀଙ୍କ ଭିଡିଓ ଭାଇରାଲ
ଜେଦ୍ଦାହ,୨୬।୪: ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଅପରେଶନ କାଭେରୀ ଜାରି ରହିଛି। ଭାରତୀୟଙ୍କୁ ଆଇଏଏଫ-ସି-୧୩୦ଜେ ବିମାନରେ ପୋର୍ଟ ସୁଦାନରୁ ଜେଦ୍ଦା ନିଆଯାଇଛି। ସୁଦାନରୁ ଏବେ ପର୍ଯ୍ୟନ୍ତ ୫୩୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ବାୟୁସେନାର ଅଧିକାରୀ ଦେଶବାସୀଙ୍କୁ ସବୁ…
ଷ୍ଟେଜ୍ ଉପରେ ସଲମାନଙ୍କୁ ବିବାହ ପ୍ରସ୍ତାବ
ମୁମ୍ବାଇ: ସଲମାନ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ସମାଲୋଚକମାନଙ୍କ୍ଠାରୁ ମିଶ୍ରିତ ସମୀକ୍ଷା ଗ୍ରହଣ କରିଥିଲା କିନ୍ତୁ ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ କରୁଛି। ଭାଇଜାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ…
ଏସିଆ କପ ପରେ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି ରିଷଭ ପନ୍ତ
ନୂଆଦିଲ୍ଲୀ,୨୬।୪: ଚଳିତ ବର୍ଷ ଶେଷରେ ଭାରତ ଏକଦିବସୀୟ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଏସିଆ କପ ପାଇଁ ପ୍ରସ୍ତୁତିକୁ ମଜବୁତ କରିବ। ଏହି ଦୁଇଟି ବଡ ଟୁର୍ନାମେଣ୍ଟରେ ବହୁତ ସମୟ ଅଛି, କିନ୍ତୁ ଏହାପୂର୍ବରୁ ଦଳକୁ ଏକ…
କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଭୋଗରାଇ,୨୬ା୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି। ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ମାରିବା ସହିତ ଭୟଭୀତ କରି ଲକ୍ଷାଧିକ ଟଙ୍କା ଏବଂ…
ମେଟ୍ରୋ ଟ୍ରେନ୍ରେ ଟାଓ୍ବେଲ୍ ବୟଙ୍କ ଯାତ୍ରା, ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ନିଶା କିଛି ପିଲାଙ୍କୁ ଏକ ପ୍ରକାର ପାଗଳ କରିଦେଉଛି। ସ୍ଥାନ, କାଳ, ପାତ୍ର ନ ମାନି ସେମାନେ ରିଲ୍ କରିବାରେ ବ୍ୟସ୍ତ ରହୁଛନ୍ତି। ସେମାନେ ଆଖପାଖ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କିମ୍ବା ଏହା ସେମାନଙ୍କର ସମ୍ମାନ…
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସିସୋଡିଆଙ୍କ ସ୍ତ୍ରୀଙ୍କୁ ଭେଟିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୬।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଡାକ୍ତରଖାନାରେ ପହଞ୍ଚି ସିସୋଡିଆଙ୍କ ସ୍ତ୍ରୀଙ୍କୁ…
୨୪ଆଖି ଥିବା ଭୟଙ୍କର ମାଛ: ଖାଇଲେ ହୋଇଥାଏ ହୃଦ୍ଘାତ, ପକ୍ଷାଘାତ ପରି ରୋଗ
ହଂକଂ,୨୬ା୪: ହଂକଂର ବାପ୍ଟିଷ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜେଲିଫିସ୍ ପ୍ରଜାତିର ଏପରି ଏକ ମାଛ ଆବିଷ୍କାର କରିଛନ୍ତି, ଯାହା କେବଳ ଦେଖିବା ପାଇଁ ଅତୁଳନୀୟ ନୁହେଁ ବରଂ ଏହା ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ମାଛ ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ବୈଜ୍ଞାନିକମାନେ…
ଏଫ୍ଆଇଆର ପୂର୍ବରୁ ପ୍ରାଥମିକ ତଦନ୍ତ ଆବଶ୍ୟକ: ମହିଳା କୁସ୍ତିଯୋଦ୍ଧା ମାମଲାରେ ସୁପ୍ରିମକୋର୍ଟଙ୍କୁ କହିଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୨୬।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ୭ ଜଣ ମହିଳା କୁସ୍ତିଯୋଦ୍ଧା। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ତେବେ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ କହିଛି,…
ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ…
ଡେରାଡୁନ,୨୬।୪ : ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ବାଗେଶ୍ୱର ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
ଦିଲ୍ଲୀକୁ ମିଳିଲା ନୂଆ ମେୟର
ନୂଆଦିଲ୍ଲୀ,୨୬।୪: ଆମ ଆଦମୀ ପାର୍ଟିର (ଏଏପି)ର ପ୍ରାର୍ଥୀ ଶେଲି ଓବେରୟ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରୁ ଭାଜପା ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଶେଲି ଓବେରୟ ନିର୍ଦ୍ୱନ୍ଦରେ ଜିତିଛନ୍ତି। ବହୁ ବିବାଦ ପରେ…
Archives


