ଛତୁଆ ପ୍ରସ୍ତୁତ ହୋଇନି, ବଣ୍ଟନ ଦର୍ଶାଯାଉଛି
ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ)ଗହମ ଅଭାବରୁ ସୁବର୍ଣ୍ଣପୁର ଜିଲାର ୬ଟି ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ଛତୁଆ ପ୍ରସ୍ତୁତ ହୋଇ ପାରି ନ ଥିଲା। ଜିଲାର ଡୁଙ୍ଗୁରିପାଲି, ତରଭା ବ୍ଲକରେ ମେ ମାସରେ କେତେଜଣ ହିତାଧିକାରୀଙ୍କୁ ଛତୁଆ ବଣ୍ଟନ ହୋଇଥିବା ବେଳେ ଜୁନ,…
୨ଲକ୍ଷ ଟଙ୍କାରେ ଶିଶୁ ବିକ୍ରି: ଶିଶୁର ବାପା, ମଧ୍ୟସ୍ଥଙ୍କ ସମେତ ୩ଗିରଫ
ଟିଟିଲାଗଡ, ୬ା୮(ଶରତ ମିଶ୍ର)ଟିଟିଲାଗଡ ସହରର ଜନୈକ ଦମ୍ପତି ନିଜ ଚତୁର୍ଥ ପୁତ୍ର ସନ୍ତାନକୁ ବିକି କରି ଦେଇଥିବା ଜଣାପଡିବା ନେଇ ଆଲୋଚନାର ବିଷୟ ହୋଇଛି। ଖବର ପାଇବା ପରେ ଟିଟିଲାଗଡ଼ ଥାନା ପୋଲିସ ଏକ ମାମଲା(୨୨୪/୨୩) ରୁଜୁ କରି ତନାଘନା ଚଳାଇଛି।…
ଓଏମ୍ସିର ସମ୍ପୂର୍ଣ୍ଣ ପରିମଳ ଅଭିଯାନ
ଭୁବନେଶ୍ୱର,୬।୮ (ଅଭୟ ଦାଶ): ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ନିକଟରେ ଏକ ଅଭିନବ ଅଭିଯାନ ‘ସମ୍ପୂର୍ଣ୍ଣ ପରିମଳ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଓଏମ୍ସି ଅଧୀନରେ ଥିବା ଖଣି ଅଞ୍ଚଳବର୍ତ୍ତୀ ଗାଁଗୁଡ଼ିକରେ ପରିଷ୍କାର, ପରିଚ୍ଛନ୍ନତା ସାଙ୍ଗକୁ ଲୋକଙ୍କ ମଧ୍ୟରେ ସ୍ବଚ୍ଛତାକୁ…
ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଶୋଧର ରାଜନୀତି କରିଛନ୍ତି ମୋଦି ସରକାର: ଶତ୍ରୁଘ୍ନ ସିହ୍ନା
ନୂଆଦିଲ୍ଲୀ,୬।୮: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିରୋଧୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି। ଟିଏମସି ଏମ୍ପି ଶତ୍ରୁଘ୍ନ ସିହ୍ନା ଏହାକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବିଜୟ…
କ୍ରେଡାଇ ଓଡ଼ିଶାର ଇଜିଏମ୍
ଭୁବନେଶ୍ୱର,୬।୮: ‘କ୍ରେଡାଇ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଇଜିଏମ୍) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିନିୟମ ସହ ନୂଆ ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ…
ବାରଝୁଲା ପ୍ରାଥମିକ ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରୀଛାତ୍ର
ଅମରପାଲି,୬ା୮(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ନିକଟରେ ବନ୍ୟାପାଣି ପଶି ବିଦ୍ୟାଳୟର ଜରୁରୀ କାଗଜପତ୍ର ସହ ମଧ୍ୟାନ୍ନ ଭୋଜନ ପାଇଁ ଗଛିତ ଥିବା ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବନ୍ୟା…
ଚାଇନାରେ ଭୂକମ୍ପ: ଭାଙ୍ଗିଲା ଅନେକ କୋଠା
ବେଜିଂ,୬।୮: ଚାଇନାର ଶାନଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୁଆନ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ଯେ, ରବିବାର ସ୍ଥାନୀୟ ସମୟ ଭୋର ୨.୩୦ରେ ଏହି ଭୂକମ୍ପ ଅନୁଭୂତ…
ବିମାନରେ ହଜିଗଲା ଏହି କ୍ରିକେଟର୍ଙ୍କ ବ୍ୟାଗ୍
ଲଣ୍ଡନ,୬।୮: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆଶେସ ସିରିଜ ଶେଷ ହୋଇଛି ଏବଂ ନିଜ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ…
ଲଗାଣ ବର୍ଷାରେ ଧସିଲା, ବେଘର ହେଲେ ଲୋକେ
କୁତ୍ରା,୬ା୮(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଯାହା ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଈ, ନାଳ, ପୋଖରୀ, ଚାଷ ଜମି ଯୁଆଡେ ଦେଖିଲେ କେବଳ ପାଣିର ସୁଅ ଛୁଟୁଛି।…
ସକ୍ରିୟ ହେଉଛି ମାଓବାଦୀ ସଙ୍ଗଠନ, ସୀମାନ୍ତରେ ଲାଲ ବାହିନୀ ମେଳି
ମାଲକାନଗିରି, ୬ା୮(ଦୁର୍ଯ୍ୟୋଧନ ପାତ୍ର)କିଛିଦିନ ଧରି ଦୁର୍ବଳ ହୋଇଥିବା ମାଓବାଦୀ ସଙ୍ଗଠନ ପୁଣି ସକ୍ରିୟ ହେବାରେ ଲାଗିଛି। ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତକରି ନିଜର ଅସ୍ତିତ୍ୱ ଜାହିର କରିଛି ଲାଲବାହିନୀା ମାଓବାଦୀ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନକରି ସଙ୍ଗଠନ ପ୍ରତି…
ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ୩୧ରେ
ନୂଆଦିଲ୍ଲୀ,୬।୮: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ମୁମ୍ବାଇରେ କରିବା ଲାଗି ସ୍ଥିର ହୋଇଛି। କଂଗ୍ରେସ ଏବଂ ଶିବସେନା ଉଦ୍ଧବ…
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ୱେଷ୍ଟଇଣ୍ଡିଜ ପ୍ରଥମ ଟି -୨୦ରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ…

