ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଇଲିଆନା
ମୁମ୍ବାଇ: ବଲିଉଡ ମୁଭିର ଆଗଧାଡିର ନାୟିକା ଇଲିଆନା ଡିକ୍ରୁଜ ୩୬ବର୍ଷ ବୟସରେ ମା’ ହେବାକୁ ଯାଉଛନ୍ତି। କିଛିଦିନ ତଳେ ଅଭିନେତ୍ରୀ ପ୍ରେଗ୍ନେସି ଖବର ଶେୟାର କରି ପ୍ରଶଂସକଙ୍କୁ ଚକିତ କରି ଦେଇଥିଲେ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରେଗ୍ନେସି କ୍ରଓ୍ବେିଙ୍ଗସ କଥା କହିଥିଲେ।…
ବହିବିକି ବିଦା ହେଲେ ସିଆର୍ସିସି
ଖୋର୍ଦ୍ଧା ଅଫିସ,୨୫।୪: ବହିବିକି ପଦରୁ ଅବ୍ୟାହତ ହେଲେ ସିଆର୍ସିସି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲାରେ। ଦେଉଳି କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ର ବହି ବିକିଥିଲେ। ଏ ନେଇ ବୋଲଗଡ଼ ବିଇଓ ନିରଞ୍ଜନ ମହାନ୍ତି ସମ୍ପୃକ୍ତ ସିଆରସିସିଙ୍କୁ କାର୍ଯ୍ୟରୁ ଅବ୍ୟାହତ କରିଛନ୍ତି।…
ଜିଏସଟି ଠକେଇ ମାମଲା: ସିମେଣ୍ଟ ଏଜେନ୍ସିରେ ଚଢ଼ାଉ
ପାରଳାଖେମୁଣ୍ଡି,୨୫।୪(ଡି.ଏନ.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡ ସ୍ଥିତ ସୁମିତ୍ରା ଅଲ୍ଟ୍ରାଟେକ ସିମେଣ୍ଟ ଏଜେନ୍ସିରେ ବ୍ରହ୍ମପୁର ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୭ ଜଣିଆ ଟିମ୍ ସାମିଲ୍ ଥିବା ଜଣାପଡିଛି। ଏଜେନ୍ସିର ମୁଖ୍ୟ ଆଉଟଲେଟ,…
‘ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହେବା ଦରକାର, ହେଲେ…’, ମହାରାଷ୍ଟ୍ର ମୁଖ୍ୟଙ୍କ ବଡ ବୟାନ
ମୁମ୍ବାଇ,୨୫।୪: ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ଚନ୍ଦ୍ରଶେଖର ବାଓ୍ବନକୁଲେ କହିଛନ୍ତି, ଭାଜପା କର୍ମୀ ଚାହୁଁଛନ୍ତି କି ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ହେବା ଦରକାର। ହେଲେ ଆଜିର ସତ୍ୟତା ହେଉଛି, କି ଆଜି ଏକନାଥ ଶିନ୍ଦେ ରହିଛନ୍ତି ଓ ସେ ଆମର…
ରତ୍ନଭଣ୍ଡାର ଚାବି ହଜିବା ଘଟଣା: ଦୁଇପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ ଅଫିସ,୨୫।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଦାୟର ମାମଲାର ମଙ୍ଗଳବାର ଶୁଣାଣି ହୋଇଛି । ମାମଲାର ଦୁଇ ପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ…
ଗେହଲଟଙ୍କ ବିରୋଧରେ ଦାୟର ହୋଇଥିବା ମାନହାନି ମାମଲାର ତଦନ୍ତ ପାଇଁ ଏକ ମାସ ସମୟ ଦେଲେ କୋର୍ଟ
ନୂଆଦିଲ୍ଲୀ,୨୫।୪: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଦାଖଲ ହୋଇଥିବା ମାନହାନି ମାମଲାରେ ଦିଲ୍ଲୀ ପୋଲିସକୁ ତଦନ୍ତ ପାଇଁ ରୌଜ ଏଭେନ୍ୟୁ କୋର୍ଟ ଏକ ମାସ ସମୟ ଦେଇଛନ୍ତି। ଏହି ମାମଲାରେ ତଦନ୍ତ ଚାଲିଛି ବୋଲି ଦିଲ୍ଲୀ ପୋଲିସ କୋର୍ଟରେ କହିଛି। କେତେକ…
ଏହି ସବୁ ବଡ ଫିଲ୍ମକୁ ସଲମାନ କରିଥିଲେ ରିଜେକ୍ଟ କିନ୍ତୁ ଶାହରୁଖ ଏଥିରେ ଅଭିନୟ କରି ହୋଇଥିଲେ ସୁପରଷ୍ଟାର
ମୁମ୍ବାଇ,୨୫।୪: ସଲମାନ ଖାନ୍ ତାଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଯୋଗୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବକ୍ସ ଅଫିସରେ ଏହା ସେତେଟା ହିଟ୍ ହୋଇପାରି ନାହିଁ। ରିଲିଜ୍ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ୬୫କୋଟିର ବ୍ୟବସାୟ…
ସୁଦାନରେ ଫସିଥିବା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲା ଭାରତ, ବୈଦେଶିକ ମନ୍ତ୍ରୀ କଲେ ପ୍ରଶଂସା
ନୂଆଦିଲ୍ଲୀ/କଲମ୍ବୋ,୨୫।୪: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସବୁ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଏହି ଗୃହ ଯୁଦ୍ଧ ମଧ୍ୟରେ ଭାରତ ଦ୍ୱାରା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ…
ଦେଶର ପ୍ରଥମ ଓ୍ବାଟର ମେଟ୍ରୋର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଥିରୁଭାନନ୍ତପୁରମ୍,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିରୁଭାନନ୍ତପୁରମ୍ରେ ଡିଜିଟାଲ ସାଇନ୍ସ ପାର୍କର ମୂଳଦୁଆ ପକାଇବା ସହ କୋଚିରେ ୱାଟର ମେଟ୍ରୋ ତଥା ବିଭିନ୍ନ ପ୍ରକଳ୍ପର ଉ୍ଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଛନ୍ତି, କେରଳ ଏକ ସଚେତନ, ବୁଦ୍ଧିମାନ ଏବଂ ଶିକ୍ଷିତ…
ବିଜେବି କଲେଜ ଗଣ୍ଡୋଗୋଳ ଘଟଣା: ପୁଣି ୪ ଅଣଛାତ୍ରଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ବର,୨୫।୪(ବ୍ୟୁରୋ): ବିଜେବି କଲେଜରେ କ୍ରିକେଟ୍ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ୪ ଜଣ ଅଣଛାତ୍ରଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ସୂଚନାଯୋଗ୍ୟ,…
ବିଗିଡିଲା ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀ ସୀମା ସିସୋଡିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା…
ଏପରି ଏକ ସହର ଯେଉଁଠି ସେଲଫି ନେଲେ ଦେବାକୁ ପଡିବ ୨୫ ହଜାର ଜରିମାନା
ମଣିଷ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ୟାମେରାରେ କ୍ୟାପଚର କରିବାକୁ ଭଲ ପାଏ। କିନ୍ତୁ ଆଜି ଆମେ ଦୁନିଆର ସେହି ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସେଲଫି ନେବା ପାଇଁ ଆପଣଙ୍କୁ ଭାରି ଜରିମାନା ଦେବାକୁ ପଡିବ। ବାସ୍ତବରେ ଇଟାଲୀର ପୋର୍ଟୋଫିନୋ…
Archives


