‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ
ନୂଆଦିଲ୍ଲୀ,୨୭।୪: ଭାରତର ପ୍ରମୁଖ ଜେନେରାଲ ବୀମା ସେବା ପ୍ରଦାନକାରୀ କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ବାସ୍ଥ୍ୟ ଉପତ୍ାଦ ‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୯ଟି ମୌଳିକ କ୍ଷତିପୂରଣ…
ହାୟର କ୍ୟୁ ଏଲ୍ଇଡି ଟିଭି ସିରିଜ
ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ହୋମ୍ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ‘ହାୟର କ୍ୟୁ ଏଲ୍ଇଡି ଟିଭି ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍ ଗୁଗଲ୍ ଟିଭି ସହ ସିରିଜର ନୂତନ…
ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସର ନୂଆ ପ୍ରଚାର ଅଭିଯାନ
ନୂଆଦିଲ୍ଲୀ,୨୭।୪: ଜେଏସ୍ଡବ୍ଲ୍ୟୁ ପେଣ୍ଟ୍ସର ନୂଆ ପ୍ରଚାର ଅଭିଯାନ ‘ହାଲୋ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଳାସପୂର୍ଣ୍ଣ ବର୍ଗ ହାଲୋ ୱାଲ୍ ଫିନିସେସ୍ ପାଇଁ ଏକ ନୂଆ ପ୍ରଚାର ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ଭାରତୀୟ ଗ୍ରାହକ ବିବେକବନ୍ତ ଏବଂ ତାଙ୍କ କାନ୍ଥ…
ମହିନ୍ଦ୍ରାର ଅଲ୍ ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍-ଅପ୍
ନୂଆଦିଲ୍ଲୀ,୨୭।୪: ଭାରତର ୧ ନମ୍ବର ପିକ୍ ଅପ୍ ବ୍ରାଣ୍ଡ୍ ବୋଲେରୋର ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ମହିନ୍ଦ୍ରା ଅଲ୍ ନ୍ୟୁ ବୋଲେରୋ ମ୍ୟାକ୍ସ ପିକ୍-ଅପ୍ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଟୋମୋଟିଭ୍…
ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାରକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୨୭।୪: ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାରକରି ଇସ୍ପାତ ତିଆରି କରିବା ସହ ଇସ୍ପାତ ଶିଳ୍ପର ବିକାଶ କରାଯାଇପାରିବ। ଏପରିକି ଭବିଷ୍ୟତରେ ମଧ୍ୟ ଏହାର ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଦ୍ୱାରା ଆୟୋଜିତ…
ଆମ୍ବ ଚୋର ପୋଲିସ ବରଖାସ୍ତ
ଥିରୁଭାନନ୍ତପୁରମ୍,୨୭ା୪: କେରଳର ଏକ ଫଳ ଦୋକାନରୁ ଜଣେ ପୋଲିସ କର୍ମଚାରୀ ୧୦ କେ.ଜି. ଆମ୍ବ ଚୋରି କରି ଧରାପଡ଼ିଛନ୍ତି। ପୋଲିସ ବିଭାଗକୁ ଲଜ୍ଜିତ କରିଥିବାରୁ ବୁଧବାର ଏହି ଆମ୍ବ ଚୋରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ଇଡୁକ୍କି ଏସ୍ପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।…
ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କୀ ବାତ୍’କୁ ଆମିରଙ୍କ ପ୍ରଶଂସା
ମୁମ୍ବାଇ: ନିକଟରେ ବଲିଉଡ୍ର ମିଷ୍ଟର ପରଫେକ୍ଟ ଆମିର ଖାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ କନ୍କ୍ଲେଭରେ ଆମିର ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ‘ମନ୍ କି ବାତ୍’କୁ ଖୋଲାଖୋଲି ପ୍ରଶଂସା…
ଏମ୍ପି-ଜିଲାପାଳ କଥା କଟାକଟି
ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ବିନିଯୋଗ ସମୀକ୍ଷା ବୈଠକରେ ଏମ୍ପି ମହେଶ ସାହୁ ଏବଂ ଜିଲାପାଳ ସରୋଜ କୁମାର ସେଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ତୁମ୍ବିତୋଫାନ…
୧୮ ବର୍ଷ ହେଲା ଅପେକ୍ଷା
ଢେଙ୍କାନାଳ ଅଫିସ, ୨୭।୪: ଜିଲା ସଦର ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍ ଚଳାଚଳ ସୁଗମ କରାଇବା ସ୍ବପ୍ନ ଦେଖାଇଛନ୍ତି ସରକାର। ଓଡ଼ିଶାର ୨୨ ଜିଲାରେ ୫୫ଟି ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ, ଯେଉଁଠାରେ ବସ୍ ରହଣି ସମେତ ଯାତ୍ରୀଙ୍କ…
ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଥାନା ଆଗରେ ଧାରଣା
ଶେରଗଡ଼, ୨୭ା୪(ଡି.ଏନ.ଏ.): ଶେରଗଡ ବ୍ଲକର ସୁନାନ୍ତର ଛକରେ ଗତ ସୋମବାର ଗୋଷ୍ଠୀ ସଂଘର୍ଷ ଘଟି ୧୩ଜଣ ଆହତ ହୋଇଥିଲେ। ସୁନାନ୍ତର ଗ୍ରାମର ଆହତ ଗନ୍ତାୟତ ଗୌଡଙ୍କ ଏତଲାକୁ ଭିତ୍ତି କରି ଶେରଗଡ଼ ପୋଲିସ ମାମଲା ରୁଜୁ କରି ଗୋଟିଏ ଗୋଷ୍ଠୀର ୧୩…
ସୁନାଗହଣା ସହ ୩.୬୦ ଲକ୍ଷ ଜବତ, ୩ ଗିରଫ
ବାସୁଦେବପୁର,୨୭ା୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରୁ ତାରାକାନ୍ତ ସାହୁ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ବାସୁଦେବପୁର ପୋଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ୪୮୬ ଗ୍ରାମର ସୁନା…
ବକେୟା ଚାଉଳ ଦାବିକଲେ ହିତାଧିକାରୀ
ଚମ୍ପୁଆ,୨୭ା୪(ଡି.ଏନ୍.ଏ); କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍ର ମୁକୁନ୍ଦପୁରଠାରେ ଅନ୍ତ୍ୟୋଦୟ କାର୍ଡରେ ଚାଉଳ ହେରଫେର ଘଟଣାର ତଦନ୍ତ ବେଳେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ଯୋଗାଣ ବିଭାଗର ଅଧିକାରୀ ବୁଧବାର ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ହିତାଧିକାରୀ ବକେୟା ଚାଉଳ ପ୍ରଦାନ…
Archives


