୭ ଘଣ୍ଟା ରାଜପଥ ଅବରୋଧ
ସୋହେଲା,୨୩।୩(ଡି.ଏନ.ଏ.): ସୋହେଲା-ବରଗଡ଼ ଜାତୀୟ ରାଜପଥର ଗର୍ଭଣାଠାରେ ଗୁରୁବାର ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଆରୋହୀ ଗର୍ଭଣା ଗାଁର ଦୁଇ ଭାଇ ତନ୍ମୟ ପଧାନ ଓ ମନୋଜ ପଧାନଙ୍କ ସମେତ ତରାକନା ଗାଁର ଅନ୍ୟ ଦୁଇ ଜଣ ଯୁବକ…
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର,ଏ ବର୍ଷ ବଢିବନି ବିଦ୍ୟୁତ୍ ଦର
ଭୁବନେଶ୍ୱର,୨୩।୩: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏ ବର୍ଷ ବଢିବନି ବିଦ୍ୟୁତ୍ ଦର। ଏନେଇ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ…
ହଟ୍ଟଗୋଳରୁ ରାଜ୍ୟ ସଭା ଦିନକ ପାଇଁ ମୁଲତବୀ
ନୂଆଦିଲ୍ଲୀ, ୨୩ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗର ତଦନ୍ତ ଦାବି ନେଇ ସରକାରୀ ଏବଂ ବିରୋଧୀ ଦଳ ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ଲାଗିରହିବାରୁ ଗୁରୁବାର ରାଜ୍ୟ…
କେନ୍ଦୁପତ୍ର ଚୋରା ଚାଲାଣ: ବନ୍ଧା ହେଲେ ୪ ଅଭିଯୁକ୍ତ
ନାକଟିଦେଉଳ,୨୩ା୩(ଡ଼ି.ଏନ.ଏ.): ନାକଟିଦେଉଳ ଥାନା ବାଟଗାଁ-ଛତାବର ରାସ୍ତା କୁଞ୍ଜାମୁରା ଶିବ ମନ୍ଦିର ନିକଟରୁ ଚୋରା କେନ୍ଦୁପତ୍ର ଜବତ ମାମଲାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର ରେଢାଖୋଲ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦେବଗଡ଼ ଜିଲା ରିଆମାଳ ଥାନା…
ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତା, ମୂଲ୍ୟ ଜାଣିଲେ …
ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ କିଛି କମ୍ ନୁହେଁ। ‘ଉଡାନ’ ଏବଂ ‘ଜୟ ଭୀମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ ବେଶ୍ ଭଲ ପାଇବା ଦେଇଛନ୍ତି। ନିକଟରେ ଏହି ଅଭିନେତା ତାଙ୍କ ପରିବାର ସହିତ…
ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ପୁରସ୍କୃତ
ନୂଆଦିଲ୍ଳୀ,୨୩ା୩: ଏସିଆନ୍ ହକି ମହାସଂଘ(ଏଏଚ୍ଏଫ୍) ପକ୍ଷରୁ ହକି ବିଶ୍ୱକପ୍ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆକୁ ସମ୍ମାନିତ କରାଯାଇଛି। ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ଏଏଚ୍ଏଫ୍ କଂଗ୍ରେସରେ…
ବଦଳିଲା ବରୁଣ-ଜାହ୍ନବୀଙ୍କ ମୁଭି ‘ବୱାଲ’ର ରିଲିଜ ଡେଟ
ମୁମ୍ବାଇ: ବଲିଉଡର ଅପକମିଂ ମୁଭି ‘ବୱାଲ’ ସହ ବରୁଣ ଧୱନ ଓ ଜାହ୍ନବୀ କପୁରଙ୍କ ଯୋଡିକୁ ପ୍ରଥମଥର ଲାଗି ବଡ ପରଦାରେ ଦେଖିବାକୁ ମିଳିବ । ଏବେ ଏହି ମୁଭିକୁ ନେଇ ଅପଡେଟ ବି ସାମ୍ନାକୁ ଆସିଛି । ମୁଭି ପ୍ରଥମେ…
ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ କ୍ୟାନସରରେ ପୀଡିତ, ଟୁଇଟ୍ କରି ହେଲେ ଭାବବିହ୍ବଳ
ନୂଆଦିଲ୍ଲୀ,୨୩।୩: ରାଜନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର କ୍ୟାନସର ରୋଗରେ ପୀଡିତ ଅଛନ୍ତି। ଏନେଇ ନିଜେ ସିଦ୍ଧୁଙ୍କ ସ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଖବର ଶେୟାର କରି ଲେଖିଛନ୍ତି, ସେ (ନବଜୋତ ସିଂ ସିଦ୍ଧୁ) କୌଣସି ଅପରାଧ…
ଦାଦନ ଖଟି ୩ ସନ୍ତାନ, ଶାଶୁଙ୍କ ବୋଝ ସମ୍ଭାଳୁଛନ୍ତି ତିଳୋତ୍ତମା
କର୍ଲାମୁଣ୍ଡା:୨୩।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ତିଳୋତ୍ତମା ରଣା(୨୮)ସ୍ବାମୀଙ୍କ ବିୟୋଗ ପରେ ଦାଦନ ଖଟି ୩ ପିଲାଙ୍କ ସହ ଶାଶୁଙ୍କ ବୋଝ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ବ୍ଲକ ସଦରଠାରୁ ପ୍ରାୟ ୩…
ପୁଣି ଥରିଲା ପାକିସ୍ତାନ
ଇସ୍ଲାମାବାଦ,୨୩।୩: ପଡ଼ୋଶୀ ଦେଶ ପାକିସ୍ତାନରେ ପୁଣି ଥରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଫୈସଲାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ଲୋକମାନେ ଭୂକମ୍ପ କମ୍ପନ ଅନୁଭବ କରିଥିଲେ। ଗୁରୁବାର ସନ୍ଧ୍ୟାରେ ୪ଟା ୩୮ ମିନିଟ୍ରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୪.୮…
ଶୁକ୍ରବାର ବାରାଣାସୀ ଯିବେ ମୋଦି, ୧୭୫୦ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ
ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖ ଅର୍ଥାତ୍ ଶୁକ୍ରବାର ବାରାଣାସୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ ଅନେକ ଉପହାର ଦେବେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୭୫୦ କୋଟି ଟଙ୍କା…
ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ
ରାୟଗଡ଼ା/ଟିକିରି,୨୩।୨(ସ୍ବ.ପ୍ର./ଡି.ଏନ୍.ଏ.): ରାୟଗଡ଼ା ଜିଲା ଗଠନ ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଜିଲାର ବହୁ ଅଞ୍ଚଳରେ ଗମନାଗମନ ସୁବିଧା ହୋଇପାରି ନାହିଁ। ଆଜି ବି ଲୋକେ ନଦୀ, ନାଳ ପାରି ହୋଇଯାଉଥିବା ଦେଖିବାକୁ ମିଳୁଛି। ଏନେଇ ବ୍ଲକଠାରୁ ଆରମ୍ଭ…
Archives


