ଏହି ରାଜ୍ୟରେ କରୋନାର ଏକ୍ସବିବି.୧.୧୬ ଭାରିଆଣ୍ଟ ମାମଲା ସବୁଠାରୁ ଅଧିକ
ନୂଆଦିଲ୍ଲୀ,୨୩।୩: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୧୩୦୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ୧୪୦ଦିନ ପରେ କୋଭିଡର ଦୈନିକ ମାମଲାରେ ସର୍ବାଧିକ। ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୯,୪୧୮କୁ ବୃଦ୍ଧି ପାଇଥିବା…
ଅପମାନ କଲେ ହେବ କାର୍ଯ୍ୟାନୁଷ୍ଠାନ: ରାହୁଲ ଗାନ୍ଧୀଙ୍କୁ ନେଇ ଏଭଳି କହିଲେ ରବି ଶଙ୍କର
ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅପମାନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଜପା କହିଛି। ଦଳର ମୁଖପାତ୍ର ରବି…
ଇନ୍ଷ୍ଟାଗ୍ରାମ୍ରେ ଏହି ୩୬ ଜଣଙ୍କୁ ସଲମାନ କରନ୍ତି ଫଲୋ, ଏଥିରେ ଏକ୍ସ-ଗର୍ଲଫ୍ରେଣ୍ଡ ବି ଅଛନ୍ତି
ମୁମ୍ବାଇ: ସାରା ବିଶ୍ୱରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କର ବହୁ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ଭାଇଜାନଙ୍କ ପ୍ରଶଂସକଙ୍କର ଅଭାବ ନାହାନ୍ତି। ସେଥିପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ସଲମାନ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ବହୁତ…
ନବୀନ ନିବାସରେ ପହଞ୍ଚିଲେ ମମତା ବାନାର୍ଜୀ
ଭୁବନେଶ୍ୱର, ୨୩।୩(ବ୍ୟୁରୋ): ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀରୁ ସଡ଼କ ପଥରେ ଆସି ସିଧା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିଛନ୍ତି। ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମମତାଙ୍କ ମଧ୍ୟରେ ଆଲୋଚନା…
ମହାରାଷ୍ଟ୍ର,ଦିଲ୍ଲୀ ସମେତ ୮ ରାଜ୍ୟରେ ବୃଦ୍ଧି ପାଉଛି କରୋନା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମଣ ମାମଲା ଚିନ୍ତା ବଢାଇଲାଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଇତି ମଧ୍ୟରେ ଗରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କରୋନା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ…
ଅମ୍ରିତ୍ପାଲଙ୍କ ଗନ୍ମ୍ୟାନ୍ ଗିରଫ
ଚଣ୍ଡିଗଡ,୨୩।୩: ଖଲିସ୍ତାନ ସମର୍ଥକ ଅମ୍ରିତ୍ପାଲ ସିଂଙ୍କ ଗନ୍ମ୍ୟାନ୍ ତେଜିନ୍ଦର ସିଂ ଛଦ୍ମନାମ ଗୋରଖା ବାବାଙ୍କୁ ଖାନ୍ନା ପୋଲିସ ଗିରଫ କରିଛି। ତାଙ୍କୁ ପାୟଲ ପୋଲିସ ଷ୍ଟେଶନ ମାଲାଉଟରୁ ଗିରଫ କରାଯାଇଥିଲା। ଗୋରଖା ବାବା ମଲାଉଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଖାନ୍ନା ମଙ୍ଗୱାଲ…
ଭାରତୀୟ ଦଳକୁ ଚେତାବନୀ ଦେଲେ ଗାଭାସ୍କର
ନୂଆଦିଲ୍ଲୀ,୨୩।୩: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିବା ପରେ ଟିମ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି ପୂର୍ବତନ ଭାରତୀୟ ଭେଟେରାନ ସୁନୀଲ ଗାଭାସ୍କର। ସେ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଏହା ହେଉଛି ବିଶ୍ୱକପ ବର୍ଷ ଏବଂ ଭାରତୀୟ ଦଳକୁ…
ଦାରିଙ୍ଗବାଡ଼ିରେ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍’ର ଶୁଟିଂ ଆରମ୍ଭ
ଦାରିଙ୍ଗବାଡ଼ି,୨୩ା୩(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ କନ୍ଧମାଳକୁ ନେଇକି ଓଡ଼ିଆ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍’ର ଶୁଟିଂ ଆରମ୍ଭ ହୋଇଛି। ଏହା ଓଡ଼ିଆରେ ଶୁଟିଂ ହେଉଥିବା ବେଳେ ହିନ୍ଦୀ ଭାଷାରେ ମଧ୍ୟ ଡବିଂ କରାଯିବାକୁ ଯୋଜନା କରାଯାଉଛି। ଏହାକୁ ସର୍ବଭାରତୀୟ ଚଳଚ୍ଚିତ୍ର ଭଳି ପ୍ରସ୍ତୁତ…
ବାଘ ଆତଙ୍କରେ ଭୟଭୀତ ଗ୍ରାମବାସୀ
ନୂଆପଡ଼ା ଅଫିସ,୨୩।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗାଁର ସାନମତି ବାରିକ (୬୮)ଙ୍କୁ ଗତ ରବିବାର ସନ୍ଧ୍ୟାରେ ମହାବଳ ବାଘ ଖାଇବା ପରେ ଗାଁରେ ଭୟର ଆତଙ୍କ ଖେଳିଯାଇଛି।…
ବଜ୍ରକାପ୍ତା ବିକ୍ରି ପାଇଁ ଚାଲିଥିଲା ଡିଲ୍, ମାଡ଼ିବସିଲା ଏସ୍ଟିଏଫ୍
ବୌଦ୍ଧ,୨୩ା୩(ସ୍ବ.ପ୍ର.): ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ l ବଜ୍ରକାପ୍ତା ଡିଲ୍ ବେଳେ ଏସ୍ଟିଏଫ୍ ମାଡ଼ିବସିଛି। ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ପଳାଶ ନିକଟରେ…
ରୋଚକ ରାଜନୀତି: ଏକାଠି ନଜର ଆସିଲେ ଫଡନଭିସ୍, ଉଦ୍ଧବ ଠାକରେ
ପୁଣେ,୨୩।୩: ମହାରାଷ୍ଟ୍ରରେ ଗୁରୁବାର ଏକ ରୋଚକ ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନ ଭବନରେ ଏକାଠି ନଜର ଆସିଥିଲେ। ଏହି ସାକ୍ଷାତ ପରେ ଉଦ୍ଧବ ଠାକରେ କହିଛନ୍ତି, ଆମେ…
୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିନେତା, ଧାର୍ମିକ ଭାବନା ବିରୋଧରେ କରିଥିଲେ ଟୁଇଟ୍
ନୂଆଦିଲ୍ଲୀ,୨୩।୩: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍ ପରେ ମାର୍ଚ୍ଚ ୨୧ରେ ଚେତନଙ୍କୁ ବେଙ୍ଗାଲୁରୁ…
Archives


