Home Left

କନ୍ନଡ ଅଭିନେତା ଚେତନଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ,୨୩।୩: ହିନ୍ଦୁତ୍ୱକୁ ନେଇ ବିବାଦୀୟ ଟୁଇଟ ପ୍ରସଙ୍ଗରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଚେତନ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ବେଙ୍ଗାଲୁରୁର ୧୩ ଏସିଏମ୍‌ଏମ୍‌ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତିି। ଦୁଇ ଜଣ ଜାମିନଦାର ଏବଂ ୨୫ ହଜାର ବ୍ୟକ୍ତିଗତ…

ଆଇପିଏଲ୍‌ ଖେଳିିବାକୁ ବେୟାରଷ୍ଟୋଙ୍କୁ ମିଳୁନି ଅନୁମତି

ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ଷ୍ଟାର ବ୍ୟାଟର ଜନ୍ନି ବେୟାରଷ୍ଟୋ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିିବେ ନାହିଁ। ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁଥିବା ହାଇପ୍ରୋଫାଇଲ ଟି୨୦ ଲିଗ୍‌ରେ ଖେଳିବା ପାଇଁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ(ଏନ୍‌ଓସି) ଦେବାକୁ ତାଙ୍କ ଇଂଲଣ୍ଡ କ୍ରିକେଟ…

କାଲିଫର୍ନିଆ ଝଡ଼ରେ ଉଡ଼ିଗଲା ଘରର ଛାତ: ବିନା ବିଜୁଳିରେ ଜୀବନ ବିତାଉଛନ୍ତି ୯୦ହଜାର

ଲସ୍‌ଏଞ୍ଜେଲ୍ସ, ୨୩। ୩: ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ଲଗାତର ୨ ଦିନ ସ୍ଥାନୀୟ ଅଞ୍ଚଳରେ ଝଡ଼…

ଗୁଳି ବିନିମୟ ବେଳେ ୫ ମାଓବାଦୀଙ୍କୁ ଧରିଲା ପୋଲିସ

ମାଲକାନଗିରି,୨୩।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ଛତ୍ରଭଙ୍ଗ ଦେଉଥିବା ମାଓବାଦୀମାନଙ୍କ ମଧ୍ୟରୁ ପୋଲିସ ୫ ଜଣଙ୍କୁ କାବୁ କରିଛି। ପୋଲିସ ଗୁଳିରେ ୫ରୁ ଊର୍ଦ୍ଧ୍ୱ ମାଓବାଦୀ ମଧ୍ୟ ଆହତ…

ଅମ୍ରିତ୍‌ପାଲଙ୍କୁ ଆଶ୍ରୟ ଦେଇଥିବା ମହିଳା ଗିରଫ

ଚଣ୍ଡିଗଡ଼,୨୩ା୩: ପୋଲିସକୁ ଚକ୍‌ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂ ରବିବାର ହରିୟାଣାରେ ରହିଥିଲେ। ସେ ତାଙ୍କର ଜଣେ ସହଯୋଗୀଙ୍କ ଘରେ ରହିବା ପରେ କେଉଁଆଡେ ଚାଲିଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ବଲ୍‌ଜିତ କୌର(୨୮)…

ମମତାଙ୍କୁ ଛେନାପୋଡ,ରୂପା ତାରକସି କାରୁକାର୍ଯ୍ୟର ଉପହାର ଦେଲେ ନବୀନ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ ସହ ଛେନାପୋଡ ଓ ରୂପା ତାରକସି…

ଅନାଥ ଭଉଣୀଭାଇଙ୍କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

ଚଣ୍ଡିଖୋଲ/ଛତିଆ,୨୩ା୩(ଡି.ଏନ୍‌.ଏ.): ମାତାପିତାଙ୍କୁ ହରାଇ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆ ସ୍ଥିତ ଶିଶୁ ଯତ୍ନଗୃହ (ନେଶନ)ରେ ରହୁଥିବା ଭଉଣୀଭାଇ ଝରଣା ଗଗରାଇ(୧୧) ଓ ବାଦଲ ଗାଗରାଇ(୯)ଙ୍କୁ ପାଳିତ ପୁତ୍ର ଏବଂ କନ୍ୟାଭାବେ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ୨ ବର୍ଷ…

ଦୀର୍ଘ ଦିନର ଦାବି ପରେ ମିଳିଲା ରାଜସ୍ବ ଗ୍ରାମ ମାନ୍ୟତା

କୋକସରା,୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିିଛି। ପୂର୍ବରୁ ଉକ୍ତ ଗ୍ରାମ କନ୍ଦାଗଡ ରାଜସ୍ବ ଗ୍ରାମ ଅଧୀନରେ ରହିଥିଲା। ପାତ୍ରବସା ଗ୍ରାମବାସୀ ଦୀର୍ଘଦିନ ହେଲା ରାଜସ୍ବ…

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ମାଡ ମାରି ଲୁଟିନେଲେ ଟଙ୍କା

ଜୟପୁର, ୨୩।୩ (ନି.ପ୍ର.): କୋରାପୁଟ ଜିଲା କୁନ୍ଦୁରା ଥାନା ଅଧୀନ ପ୍ରଧାନିପୁଟସ୍ଥିତ ଭବାନୀ ଭଗବତୀ ପେଟ୍ରୋଲ ପମ୍ପ ମ୍ୟାନେଜର ଅରବିନ୍ଦ ମଣ୍ଡଳଙ୍କୁ ମାଡ଼ମାରି ତାଙ୍କଠାରୁ ଟଙ୍କା ଲୁଟ୍‌ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ…

ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଲା ଶ୍ରୀଲଙ୍କା

କଲମ୍ବୋ,୨୩।୩: ସୁନାର ଦେଶ ଶ୍ରୀଲଙ୍କାରେ ବର୍ତ୍ତମାନ ଖାଦ୍ୟର ଅଭାବ ଦେଖାଦେଇଛି। ତେବେ ନିଜର ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଯାଇ କାଙ୍ଗାଳ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ମଗାଇଛି। ଏଥିସହ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ କ୍ରୟ କରାଯାଇଛି। ଏହି…

ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଦୂରେଇ ରଖିବା ପାଇଁ କରାଯାଉଛି ପ୍ରୟାସ: ଖାର୍ଗେ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,…

ଶିବସେନା ସଂସଦୀୟ ଦଳ ନେତା ହେଲେ ଗଜାନନ କୀର୍ତ୍ତିକାର

ନୂଆଦିଲ୍ଲୀ,୨୩ା୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଲୋକ ସଭା ସଦସ୍ୟ ଗଜାନନ କୀର୍ତ୍ତିକାରଙ୍କୁ ଏହାର ଦାୟିତ୍ୱ ଦେଇଛି। ଶିବସେନା ମୁଖ୍ୟ ଏକନାଥ ଏନେଇ ଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri