Home Left

ଜଗନ୍ନାଥପୁର ରେଳ ଷ୍ଟେଶନରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଧାରଣା

ଛତ୍ରପୁର,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଓ କେଟିଏନପୁର ଗ୍ରାମର ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ରବିବାର ବିଭିନ୍ନ ଦାବି ନେଇ ଜଗନ୍ନାଥପୁର ରେଳଷ୍ଟେଶନଠାରେ ଏକ ଘଣ୍ଟା ଧରି ଧାରଣା ଦିଆଯାଥିଲା। ଏହି ଅବସରରେ ବ୍ରହ୍ମପୁର ବରିଷ୍ଠ ନାଗରିକ କମିଟି…

ମନୋରମ ପର୍ଯ୍ୟଟନସ୍ଥଳୀ ସୋଲନ୍‌

ହୀମାଚଳ ପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର ହେଉଛି ସୋଲନ୍‌। ପର୍ଯ୍ୟଟନ ଦୃଷ୍ଟି କୋଣରୁ ବି ଏହା ବେଶ୍‌ ସମୃଦ୍ଧ। କାରଣ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଆଧ୍ୟାତ୍ମିକ ପୀଠ ସମେତ ବହୁ ମନୋରମ ଦର୍ଶନୀୟ ସ୍ଥାନ… ସୋଲନ୍‌ ହେଉଛି…

ଫାଉଣ୍ଟେନ ପେନ୍‌

ଦିନ ଥିଲା ମନର ଭାବକୁ ମଣିଷ ବିଭିନ୍ନ ପକ୍ଷୀର ପରକୁ ସ୍ୟାହୀରେ ବୁଡାଇ ଲେଖୁଥିଲା। ପରେ ଆସିଲା କଲମ ବା ଫାଉଣ୍ଟେନ ପେନ୍‌ର ଯୁଗ। ଯେଉଁଥିରେ ସ୍ୟାହୀ ସଞ୍ଚୟ କରି ରଖିବାର ବ୍ୟବସ୍ଥା ଥିଲା। ଲେଖିବାବେଳେ ସେହି ସ୍ୟାହୀ ନିବ ଦେଇ…

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ? ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗତ କିଛି ବର୍ଷ ଧରି ବଲିଉଡ୍‌ରେ ବାୟୋପିକ ସିନେମା ନିର୍ମାଣ ଧାରା ଜାରି…

ଡାଟା ଡିଲିଟ୍‌ ସମ୍ଭବ କି

କେବେ ଜାଣତରେ ତ କେବେ ଅଜାଣତରେ ଆମେ ଆମର ପର୍ସନାଲ ଡାଟା ବା ବ୍ୟକ୍ତିଗତ ତଥ୍ୟକୁ ଇଣ୍ଟରନେଟ୍‌ରେ ସାର୍ବଜନୀନ କରିଦେଇଥାଉ। ସାଧାରଣତଃ ପର୍ସନାଲ ଡାଟା କହିଲେ ଜଣଙ୍କର ନାମ, ଫୋନ୍‌ ନମ୍ବର, ଇ-ମେଲ, ଘରର ଆଡ୍ରେସ୍‌ ଆଦିକୁ ବୁଝାଏ। କିନ୍ତୁ କିଛି…

ପ୍ରଥମ ପାରିଶ୍ରମିକ ମା’କୁ ଦେଇଥିଲି: ଶିଶୁ ସାହିତି୍ୟକ ତଥା ଅଧ୍ୟାପକ ପ୍ରମୋଦ ବିଶ୍ୱାଳ

ପୁରୀ ଜିଲା ଅସ୍ତରଙ୍ଗ ନିକଟସ୍ଥ ବରାଙ୍ଗ ଗାଁରେ ମୋ ଜନ୍ମ। ଶିକ୍ଷାଗତ ଯୋଗ୍ୟତା ଇଂରାଜୀରେ ସ୍ନାତକୋତ୍ତର। ପେଶାରେ ଜଣେ ଇଂରାଜୀ ଅଧ୍ୟାପକ ହେଲେ ହେଁ, ନିଶା କିନ୍ତୁ ମୋର ଗପ, କବିତା ଲେଖିବା, ଗୀତ ଗାଇବା ଓ ପ୍ରବଚନ ଦେବା। ମୋ…

ନୂଆ ଲୁକ୍‌ରେ ସ୍ବରାଜ

ଆମ ସମାଜରେ ଅନେକ ପ୍ରକାର ପ୍ରଥା ପରମ୍ପରା କାହିଁ କେବେଠାରୁ ରହି ଆସିଛି। ଆମେ ମଧ୍ୟ ସେଗୁଡିକୁ ପ୍ରାୟ ମାନିଥାଉ। ତେବେ ଏଭଳି କଥା ପଛରେ ଲୁଚି ରହିଥିବା ରହସ୍ୟକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରଥା’। ନିକଟରେ…

ଟେନସନ୍‌ରେ ସାରା

ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍‌ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ ସାରା ଜାଣିବାକୁ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ, ଏଭଳି…

ଚେନ୍ନାଇରେ ଫିକିର ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୩୦।୪:  ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିକିର ଜାତୀୟ କାର୍ଯ୍ୟକାରିଣୀ…

ଡ୍ରଗ୍ସ ଚୋରା ଚାଲାଣ, ଟଙ୍କା ହେରଫେର ମାମଲାରେ ମୂଳ ଭାରତୀୟ ଦୋଷୀ ସାବ୍ୟସ୍ତ, ମିଳିଲା ୯ ବର୍ଷର କରାଦଣ୍ଡ

ଲଣ୍ଡନ,୩୦।୪: ବ୍ରିଟେନର ଏକ କୋର୍ଟ ଡ୍ରଗ୍ସ ଚୋରା ଚାଲାଣ ଓ ମନି ଲଣ୍ଡରିଂ ମାମଲାରେ ଜଣେ ମୂଳ ଭାରତୀୟଙ୍କୁ ୮ ବର୍ଷ ୧୦ ମାସର ସଜା ଶୁଣାଇଛନ୍ତି। ୟୁକେର ରାଷ୍ଟ୍ରୀୟ ଅପରାଧ ଏଜେନ୍ସି(ଏନସିଏ) କହିଛି ତା’ର ଅଧିକାରୀମାନେ ପ୍ରମାଣ କରିଛନ୍ତି କି…

ନିଶା ଖାଇବାକୁ ଟଙ୍କା ନ ଦେବାରୁ ବୃଦ୍ଧ ପିତାଙ୍କୁ ମାରିଲେ ପୁଅ

ଆଠଗଡ଼,୩୦।୪(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଅପର୍ତ୍ତି ମହାନ୍ତିଙ୍କ ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ପିତା ବାଲୁକେଶ୍ୱର ମହାନ୍ତି (୭୫)ଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆଠଗଡ଼ ପୋଲିସ…

ବାହୁବଳୀ ଶିଶୁ, ବୟସ ତୁଳନାରେ ଓଜନ ଜାଣିଲେ…

ଶିଶୁ ଜନ୍ମ ସମୟରେ ସେମାନଙ୍କର ଓଜନ କେତେ ରହିବା କଥା ତାହା ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଅନେକ ଥର ଦେଖାଯାଇଛି ଯେ, ପିଲାମାନଙ୍କର ଓଜନ କମ୍‌ ଥିଲେ ସେମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ବେଳେବେଳେ ଦେଖାଯାଏ ଶିଶୁର ଓଜନ ବହୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri