ଯୁବକଙ୍କୁ ଗୋଇଠା ମାରି ଛେପ ଚଟାଇଲେ ଭାଜପା ନେତା
ରାଞ୍ଚତ୍, ୯ା୮: ଝାଡ଼ଖଣ୍ଡର ରାଞ୍ଚତ୍ ଜିଲାରେ ନଦୀରେ ଗାଧୋଉଥିବା ମହିଳାମାନଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ଯୁବକଙ୍କୁ ଭାଜପା ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କୁନ୍ଓ୍ବାର ଉଠ୍ବସ୍ କରାଇବା ସହ ଗୋଇଠା ମାରି ଛେପ ଚଟାଇଥିଲେ। ଗତ ୬ ତାରିଖରେ…
ଉତ୍ତରାଖଣ୍ଡରେ ଭୂସ୍ଖଳନ: ୩ ମୃତ
ରୁଦ୍ରପ୍ରୟାଗ,୯।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଫଳରେ ଗୋଟିଏ ତିନି ମହଲା ହୋଟେଲ ମାଟିରେ ମିଶିବା ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୭ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା କାରଣରୁ ସହରର ରାମପୁର ମାର୍କେଟ…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ
ନୂଆଦିଲ୍ଲୀ,୯ା୮(ପି.ଟି.): ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମନ ଜାରି କରିଛି। ଆସନ୍ତା ସପ୍ତାହରେ ରାଞ୍ଚତ୍ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ମନିଲଣ୍ଡରିଂ ନିରାକରଣ ଆଇନ ଅନୁଯାୟୀ ବୟାନ ରେକର୍ଡ କରାଇବାକୁ…
ଗୋୟଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ
ନୂଆଦିଲ୍ଲୀ,୯ା୮: ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ଅନେକ ନେତା ମଙ୍ଗଳବାର ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। କେତେଜଣ ବିରୋଧୀ ନେତାଙ୍କ ବିରୋଧରେ ଗୋୟଲ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ, ଟିଏମ୍ସି, ଏଏପି, ଆର୍ଜେଡି,…
ଲାଲ୍କିଲାରେ ଆମେରିକା କଂଗ୍ରେସ ସଦସ୍ୟ ଉପସ୍ଥିତ ରହିବେ
ଓ୍ବାଶିଂଟନ, ୯ା୮(ପି.ଟି.): ଦେଶର ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲାରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବାବେଳେ ଆମେରିକାର ଆଇନ ପ୍ରଣେତାମାନଙ୍କର ଏକ ପ୍ରତିନିଧି ଦଳ ଉପସ୍ଥିତ ରହିବେ। ଏହି ଦ୍ୱିଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଭାରତୀୟ-ଆମେରିକୀୟ…
ଜୟସାଲମେରରେ ଥିଲେ ତୃଣଭୋଜୀ ଡାଇନୋସର
ଲକ୍ଷ୍ନୌ,୯ା୮: ରାଜସ୍ଥାନର ଜୟସାଲମେରରୁ ଆଇଆଇଟି-ରୁର୍କୀ ଏବଂ ଭାରତର ଭୂତାତ୍ତ୍ୱିକ ସର୍ଭେ (ଜିଏସ୍ଆଇ)ର ବୈଜ୍ଞାନିକମାନେ ବିଶ୍ୱର ସବୁଠୁ ପୁରାତନ ନୂଆ ପ୍ରଜାତିର ଡାଇନୋସର ଜୀବାଶ୍ମ ଠାବ କରିଛନ୍ତି। ଉକ୍ତ ଡାଇକ୍ରାଓସାଉରିଡ୍ ଡାଇନୋସରର ବେକ ଲମ୍ବା ଓ ଏହା ତୃଣଭୋଜୀ ଥିଲା ବୋଲି ବୈଜ୍ଞାନିକମାନେ…
ଆଜି ସଂସଦ ଭାଙ୍ଗିବା ପାଇଁ ସୁପାରିସ କରିବେ ଶହବାଜ, ଗୃହ ମନ୍ତ୍ରୀ କହିଲେ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ସାଧାରଣ ନିର୍ବାଚନ
ଇସଲାମାବାଦ,୯।୮: ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ପାକିସ୍ତାନରେ କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଙ୍ଗଳବାର କହିଛନ୍ତି ଯେ, ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ ସେ ବୁଧବାର ରାଷ୍ଟ୍ରପତି ଆରିଫ ଅଲବିଙ୍କୁ ଚିଠି…
‘ଦ ଇମୋର୍ଟଲ ଅଶ୍ୱତଥାମା’ରେ ଅଭିନୟ କରିବାକୁ ମନା କଲେ ଆଲୁ ଅର୍ଜୁନ…
ମୁମ୍ବାଇ : ତେଲୁଗୁ ସୁପରଷ୍ଟାର ଆଲୁ ଅର୍ଜୁନ ତାଙ୍କର ଆଗାମୀ ପ୍ରକଳ୍ପ ପାଇଁ ଲାଇମ ଲାଇଟରେ ଅଛନ୍ତି। ତାଙ୍କର ଦୀର୍ଘ କ୍ୟାରିଅରରେ ସେ ଅନେକ ଶ୍ରେଷ୍ଠ ଟଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଯାହା ବକ୍ସ ଅଫିସରେ କୋଟି କୋଟି ଆୟ କରିଛି।…
ଚକିତ କରିବ ଦିଲୀପଙ୍କ ପାଉଣା
ବମ୍ବେ: ନିକଟରେ ଟେଲିକାଷ୍ଟର ପନ୍ଦର ବର୍ଷ ପୂରଣ କରିଛି ‘ତାରକ ମେହଟ୍ଟା କା ଉଲଟା ଚଷମା’। ଏତେ ଦିନ ପରେ ମଧ୍ୟ ଏହା ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ଶୋ’ରେ ଜେଠାଲାଲଙ୍କ ଚରିତ୍ର ବେଶ ଲୋକପ୍ରିୟ। ଏହି ଚରିତ୍ରରେ ନଜର ଆସୁଛନ୍ତି…
ସେପ୍ଟେମ୍ବର ୫ରେ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିବ ବିସିସିଆଇ, ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ,୮।୮: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ ୨୦୨୩। ଅକ୍ଟୋବର ୫ରୁ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୧୯ରେ ଫାଇନାଲ ଖେଳାଯିବ। ତେବେ ଏହାର ଠିକ୍ ପୂର୍ବରୁ ଭାରତୀୟ ଟିମ୍ ଦିନିକିଆ ଫର୍ମାଟରେ ଏସିଆ କପ୍…
୩ୟ ଟି୨୦: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଓ୍ବେଷ୍ଟଇଣ୍ଡିଜ, ଯଶସ୍ଵୀ କଲେ ଡେବ୍ୟୁ
ଗୁଏନା,୮। ୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ମୁକାବିଲାର ୩ୟ ମ୍ୟାଚ ମଙ୍ଗଳବାର ଖେଳା ଯାଉଛି। ମ୍ୟାଚ ରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାଭେଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ…
ଡକରବାଡ଼ିରେ ଜଳ କଷ୍ଟ: ତିନିମାସ ହେଲା ଜଳ ଯୋଗାଣ ବନ୍ଦ ଥିଲା, ଧରିତ୍ରୀରେ ଖବର ପ୍ରକାଶିତ ପରେ ପ୍ରଶାସନର ତତ୍ପରତା, ମିଳିଲା ପାଣି
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ଡକରବାଡ଼ି ଗ୍ରାମରେ ଗତ ତିନିମାସ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି।…

