ସାବିତ୍ରୀ ମିଲ୍ ଚାଉଳ ଲୁଟ୍ ଘଟଣା: ୩.୧୨ କୋଟିରୁ ୮୬.୯୦ ଲକ୍ଷ ଟଙ୍କା ବାକି
ଯାଜପୁର ଅଫିସ,୧ା୫: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଉପରେ ସାର୍ଟିଫିକେଟ ମାମଲା ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ଯୋଗାଣ ଅଧିକାରୀ(ସିଏସ୍ଓ)…
ଡିସେମ୍ବର ସୁଦ୍ଧା ପ୍ରକଳ୍ପ ନିର୍ମାଣ ଶେଷ କର
କଟକ ଅଫିସ,୧ା୫: କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରବିବାର କଟକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟର…
ଜନ୍ମମାଟିରେ ବିଶ୍ୱସ୍ତରୀୟ ସ୍କୁଲ୍ କରିଛନ୍ତି ଡାକ୍ତର
କେନ୍ଦୁଝର,୧ା୫(ସ୍ବ.ପ୍ର.):କେନ୍ଦୁଝର ଜିଲାର ଜଣେ ଡାକ୍ତର ନିଜ ଗାଁରେ ଗରିବ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ବିଶ୍ବସ୍ତରୀୟ ସ୍କୁଲ ଖୋଲିଛନ୍ତି। ସେ ପିଲା ଦିନେ ପଢ଼ିବା ପାଇଁ କରିଥିବା କଷ୍ଟକୁ ହୃଦବୋଧ କରି ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କୁ ଏହା ଉପହାର ସ୍ବରୂପ…
ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ
ଖୋର୍ଦ୍ଧା ଅଫିସ,୧ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୨୦-୨୧ ବ୍ୟାଚ୍ରେ ବିନା ଏନ୍ଇଇଟିରେ ୨ଜଣ ଛାତ୍ରୀଛାତ୍ର ଆୟୁର୍ବେଦ ଡାକ୍ତରୀ ପାଠ ପଢ଼ୁଥିବା ନେଇ ଏକ ଖବର ଗତ ଜାନୁୟାରୀ ୧୦ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ ଘଟଣାକୁ ୩ମାସ ବିତିଥିବାବେଳେ ଆୟୁଷ…
ମା’ଙ୍କ ମଣ୍ଡେଇ ଯାତ୍ରା
କୋକସରା,୩୦ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମାଲପଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ପେଣ୍ଡ୍ରାଣୀଙ୍କ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଛି। ଶନିବାର ଅଧିବାସ ସହ ରବିବାର ଦେବୀଙ୍କ ମଣ୍ଡେଇ ଯାତ୍ରା ଅବସରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା। ଦେବୀଙ୍କ ପ୍ରତି…
ଅଗଷ୍ଟ ୧ରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ବିକ୍ଷୋଭ
ନୂଆଦିଲ୍ଲୀ,୩୦ା୪: ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି), ପେନ୍ସନ ଏବଂ ବିସ୍ତୃତ ଫସଲ ବୀମା ଯୋଜନା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅଗଷ୍ଟ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷକ ସଙ୍ଗଠନ ପକ୍ଷରୁ…
ମୃତକଙ୍କ ବ୍ୟାଙ୍କ ଖାତାରୁ ୧ଲକ୍ଷ ୮୦ହଜାର ଟଙ୍କା ହଡ଼ପ
ହିଞ୍ଜିଳିକାଟୁ, ୩୦।୪(ଡି.ଏନ.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିସ୍ଥିତ ଷ୍ଟେଟ୍ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜଣେ ମୃତବ୍ୟକ୍ତିଙ୍କ ସଞ୍ଚୟ ଖାତାରୁ ବିଭିନ୍ନ ପର୍ଯ୍ୟାୟରେ ୧ଲକ୍ଷ ୮୦ହଜାର ଟଙ୍କା ଉଠାଇ ହଡ଼ପ କରାଯାଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…
ବଜ୍ରପାତରେ ଶିଶୁଙ୍କ ସମେତ ୨ ନାବାଳକ ଗୁରୁତର
ଟିକିରି,୩୦ା୪(ଡି.ଏନ୍.ଏ.): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଝୋଡିଆ ସାହିରେ ରବିବାର ଝଡ଼ବର୍ଷା ହୋଇଥିଲେ। ସେତିକିବେଳେ ବଜ୍ରପାତ ଘଟି ଆଦିବାସୀ ସାହି ପଛପଟେ ଗଛମୂଳେ ଖେଳୁଥିବା ୩ ବର୍ଷିୟ ଶିଶୁ ଓ ୨ଜଣ ନାବାଳକ ଗୁରୁତର ହୋଇଛନ୍ତି। ସେମାନେ…
ବିଷାକ୍ତ ଗ୍ୟାସ୍ ଲିକ୍ରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ଲୁଧିଆନା,୩୦ା୪: ପଞ୍ଜାବର ଲୁଧିଆନା ଜିଲା ଗେସ୍ପୁରା ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ମହିଳା ୪ଜଣ ପୁରୁଷ ଏବଂ ୨ଜଣ ନାବାଳକ ଥିବା ଜଣାପଡିଛି। ଅସୁସ୍ଥଙ୍କୁ…
ଆମପାଣି ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରେଲର
କୋକସରା,୩୦।୪(ଡି.ଏନ୍.ଏ): କଳାହାଣ୍ଡି ଜିଲା ଆମପାଣି ଘାଟିରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨ଜଣ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଆନ୍ଧ୍ରପ୍ରଦେଶର ବି. ସାନୁବାଲ(୫୪) ଓ ବିହାରର ରସିତ ଇକବାଲ(୨୪)। ମିଳିଥିବା ସୂଚନା ମୁତାବକ,…
ନୃସିଂହନାଥ ବୈଶାଖ ମେଳା ପ୍ରସ୍ତୁତି ଶେଷ
ପାଇକମାଳ,୩୦।୪(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳର ନୃସିଂହନାଥ ପୀଠରେ ସୋମବାରଠାରୁ ବୈଶାଖ ମେଳା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ନୃସିଂହନାଥ ପୀଠ ଚଳଚଞ୍ଚଳ ହୋଇପଡିଛି ।…
୪୦ ଫୁଟ ତଳକୁ ଖସିଲା ବୋଲେରୋ
ହେମଗିର,୩୦।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ବାଙ୍କିବାହାଲ ଟପରିଆ ରାସ୍ତାର ବିଲେଇମୁଣ୍ଡାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ୪୦ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମହିଳା ଓ ଶିଶୁ ସମେତ ୮ଜଣ ଗୁରୁତର ହୋଇଛନ୍ତି।…
Archives


