Home Left

ହଲିଉଡ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କ ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଧମାକାଦାର ଆୟ କରୁଛି। ସେ ଗୋଟିଏ ପରେ ଗୋଟିଏ ବଲିଉଡ ହିଟ ଫିଲ୍ମ…

ମୁଁ ଆପଣଙ୍କୁ ଛୁଇଁଦେଲେ, ସେମାନେ କହିବେ ନାକ ପୋଛୁଛି: କାହିଁକି ଖାର୍ଗେଙ୍କୁ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣତଃ ନିଜର ମଜାଳିଆ ସ୍ବଭାବ ପାଇଁ ଜଣାଶୁଣା। ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ତାଙ୍କ ଏହି ମଜାଳିଆ ଅନ୍ଦାଜ୍‌ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆଗରେ ଭାଜପାର ସୋସିଆଲ ମିଡିଆ…

ମାଟ୍ରିକ ପରୀକ୍ଷାରେ ଏତିକି ନମ୍ବର ରଖିଥିଲେ ଅନୁଷ୍କା

ମୁମ୍ବାଇ: କୁହାଯାଏ, ସୌନ୍ଦର୍ଯ୍ୟ ଏବଂ ମସ୍ତିଷ୍କର ମିଶ୍ରଣ ବହୁତ କ୍ୱଚିତ୍‌, କିନ୍ତୁ ବଲିଉଡ୍‌ରେ ଏଥିରେ ସବୁକିଛି ମେଳ ଖାଉଛି। ଅନେକ ବଲିଉଡ୍‌ ଅଭିନେତ୍ରୀ କେବଳ ସୁନ୍ଦରୀ ନୁହନ୍ତି ବରଂ ବହୁତ ବୁଦ୍ଧିମତୀ ବି। ବଲିଉଡ୍‌ର ଶ୍ରେଷ୍ଠ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନୁଷ୍କା…

ବଡ଼ ରେକର୍ଡ ହାସଲ କଲେ ରୋନାଲଡୋ

ଲିସବୋନ୍‌,୨୪।୩: ପର୍ତ୍ତୁଗାଲର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ସର୍ବାଧିକ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଥିବା ଖେଳାଳି ହୋଇଛନ୍ତି। ସେ ଏହି ପ୍ରସଙ୍ଗରେ କୁଏତର ବାଦେର୍‌ ଅଲ-ମୁତାୱାଙ୍କୁ ପଛରେ ପକାଇଛନ୍ତି। ବାଦେର୍‌ ତାଙ୍କ କ୍ୟାରିୟରରେ ମୋଟ ୧୯୬ଟି ମ୍ୟାଚ ଖେଳିଥିଲେ। ରୋନାଲଡୋ ଲିଚଟେଷ୍ଟାଇନ…

କ୍ରିକେଟର ପରିବର୍ତ୍ତିତ ନିୟମ

କ୍ରିକେଟର ନିୟମ ପରିବର୍ତ୍ତନ ଓ ପ୍ରଚଳନ ପାଇଁ ୧୭୮୮ରେ ସ୍ଥାପନ ହୋଇଥିଲା ମେରିଲବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)। ୧୮୩୪ ପର୍ଯ୍ୟନ୍ତ କ୍ରିକେଟ ନିୟମରେ କୌଣସି ସଂଶୋଧନ କରାଯାଇ ନ ଥିଲା। ମେ ୧୯, ୧୮୩୫ରେ କ୍ରିକେଟର ସମ୍ବିଧାନ ‘ଦ ଲଜ୍‌ ଅଫ୍‌ ନୋବଲ୍‌…

ଆଇପିଏଲ୍‌ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍‌ ମଧ୍ୟରେ ଏଥର ୭୪ ମ୍ୟାଚ ଖେଳାଯିବ। ଦୀର୍ଘ ୪ବର୍ଷ ପରେ ଲିଗ୍‌ର ସମସ୍ତ ମ୍ୟାଚ ଘରୋଇ ପରିବେଶରେ ୧୨ ଭେନ୍ୟୁରେ ଖେଳାଯିବ……

ଅସହାୟ ଲୋକଙ୍କ ପାଇଁ ବିରୁଷ୍କାଙ୍କ ନୂଆ ପଦକ୍ଷେପ

ଭାରତୀୟ କ୍ରିକେଟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେ ‘ସେବା’ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଏହି ଦମ୍ପତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଏଥିପାଇଁ ବିରାଟ କୋହଲି…

ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱ ନେଲେ ନୂଆ ଡାକ୍ତର

ଗଞ୍ଜାମ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର(ନୂତନ)ରେ ଡାକ୍ତର ଭାବେ ଜ୍ୟୋତିର୍ମୟୀ ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିଥିଲା। ଏହି ମେଡିକାଲରେ ଡାକ୍ତର ନିଯୁକ୍ତ ପାଇଁ ଗଞ୍ଜାମ ଏନ୍‌ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି,…

ଏହି ସ୍କୁଟର ସାହାଯ୍ୟରେ ସହଜରେ ଚଢ଼ି ହେବ ଗଛ, ଭିଡିଓ ଦେଖିଲେ…

ଯେତେବେଳେ କଳା କୌଶଳର କଥା ଆସେ, ସେତେବେଳେ ଭାରତୀୟମାନଙ୍କ ନାଁ ସର୍ବାଗ୍ରେ ଆସେ। ଭାରତରେ ଅନେକ ଲୋକ ନାନା ଆଶ୍ଚର୍ଯ୍ୟଜନକ କଥା କରି ଦେଖାଇଛନ୍ତି, ତାହା କହିବାର ଆବଶ୍ୟକତା ନାହିଁ। ଶିଳ୍ପପତି ହର୍ଷ ଗୋଏଙ୍କା ଏହିପରି ଭିଡିଓଗୁଡ଼ିକ ତାଙ୍କ ସୋସିଆଲ ମିଡିଆ…

୧.୨ କୋଟି ହ୍ବାଟ୍‌ସଆପ୍‌, ୧୭ ଲକ୍ଷ ଫେସ୍‌ବୁକ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୩: ଦେଶର ସବୁଠୁ ବଡ ସୋସିଆଲ ମିଡିଆ ଡାଟା ଲିକ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ସାଇବର ପୋଲିସ ତଥ୍ୟ ସୂଚନାନୁସାରେ, ଏହି ଡାଟା ଲିକରେ ସରକାରୀ ଏବଂ ଅଣ-ସରକାରୀ ପ୍ରାୟ ୧୬.୮ କୋଟି…

ଜେଲ ଦଣ୍ଡାଦେଶର ଗୋଟିଏ ଦିନ ପରେ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୪।୩: ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହେବାର ଆଶଙ୍କା ମଧ୍ୟରେ ଶୁକ୍ରବାର ସକାଳେ…

ଏମିତି ସ୍ଥାନ, ଯେଉଁଠି ବହେ ରକ୍ତ ଝରଣା

ଦୁନିଆରେ ଅଜବ ଜିନିଷ ସବୁ ଦେଖିବାକୁ ମିଳିଥାଏ। ଯାହା ବିଷୟରେ କେହି ବି କିଛି ଜାଣି ନ ଥାନ୍ତି। ଏହି ଯେମିତି ବିଶ୍ୱର ସବୁଠାରୁ ଶୀତଳ ସ୍ଥାନରେ ଲାଲ୍‌ ବରଫ ଦେଖିବାକୁ ମିଳିଥାଏ। ଏହାର କାରଣ ବୈଜ୍ଞାନିକଙ୍କୁ ମଧ୍ୟ ଅଛପା ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri