କେନାଲ ଭାଙ୍ଗି ୬ମାସ ବିତିଗଲା, ମରାମତି ଅଭାବ ଯୋଗୁଁ ଚାଷୀଙ୍କ ଧାନ ମରି ନଷ୍ଟ
କେସିଙ୍ଗା,୮।୮(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲା କେସିଙ୍ଗା କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ଅଧିନସ୍ଥ କରଲାଖୁଣ୍ଟା ପାଣି ପଞ୍ଚାୟତ ଅନ୍ତର୍ଗତ କାଣ୍ଡେଲ ଗ୍ରାମର ବହୁ ଚାଷୀଙ୍କ ଚାଷ ଜମିରେ ତୁର୍ଲା କ୍ଷୁଦ୍ରଜଳସେଚନ ପ୍ରୋଜେକ୍ଟରୁ ପାଣି ନ ଛାଡିବାରୁ ରୁଆ ଧାନ ମରି ନଷ୍ଟ ହୋଇଯାଇଛି।…
ରିଲିଜ ପୂର୍ବରୁ ଅଡୁଆରେ ‘ଓଏମଜି ୨’: ନୋଟିସ୍ ପଠାଇଲେ ମହାକାଳ ମନ୍ଦିର ପୂଜାରୀ
ବମ୍ବେ: ରିଲିଜ ପୂର୍ବରୁ ପୁଣି ଅଡୁଆରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଷ୍ଟାରର୍ ଫିଲ୍ମ ‘ଓଏମଜି ୨’। ଉଜ୍ଜୈନ ମହାକାଳ ମନ୍ଦିରର ପୂଜାରୀମାନେ ଫିଲ୍ମ ବିରୋଧରେ ଲିଗାଲ ନୋଟିସ୍ ପଠାଇଛନ୍ତି। ନୋଟିସରେ ସେମାନେ କଥିତ ଭାବେ ଦେଖାଯାଇଥିବା ଅପମାନଜନକ ଦୃଶ୍ୟ ହଟାଇବାକୁ…
ଆକ୍ସନ ମୁଡରେ କଂଗ୍ରେସ: ଦ୍ବିତୀୟ ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ କରିବେ ରାହୁଲ
ନୂଆଦିଲ୍ଲୀ, ୮। ୮: ରାହୁଲ ଗାନ୍ଧୀ ଏମପି ପଦ ପୁନଃ ପ୍ରାପ୍ତ କରିବା ପରେ ଆକ୍ସନ ମୁଡ୍ ରେ କଂଗ୍ରେସ। ଖୁବଶୀଘ୍ର ସେ ନିଜର ଦ୍ବିତୀୟ ‘ଭାରତ ଯୋଡୋ ଯାତ୍ରା’ରେ ବାହାରିବେ। ଏହା ଗୁଜରାଟରୁ ମେଘାଳୟ ଯାଏ ହେବ ବୋଲି ମହାରାଷ୍ଟ୍ର…
ହସ୍ପିଟାଲ-ହଷ୍ଟେଲ ନିର୍ମାଣରେ ୩୦୦ କୋଟି ଖର୍ଚ୍ଚ କରିବେ ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ…
ହାଇଦ୍ରାବାଦ,୮।୮ : ତିରୁମାଲା ତିରୁପତି ଦେବସ୍ଥାନମ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଦାୟୀ ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ଓ୍ବାଇ ଭି ସୁବା ରେଡ୍ଡୀ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବୋର୍ଡର ଶେଷ…
ଆଞ୍ଚଳିକ ପରିବହନ ବିଭାଗର ଯାଞ୍ଚ: ୨୫ଟି ମାମଲାରେ ୧ ଲକ୍ଷ ୪୮ ହଜାର ଜରିମାନା ଆଦାୟ, ୩ ମଦ୍ୟପ ଚାଳକଙ୍କ ଲାଇସେନ୍ସ ରଦ୍ଦ
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡରେ ମଙ୍ଗଳବାର କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଂ କରାଯାଇ ଗାଡିମୋଟର ଯାଞ୍ଚ କରାଯାଇଛି। ଯାଞ୍ଚରେ ବିନା ଗାଡି କାଗଜପତ୍ର, ହେଲମେଟ, ନିଶାସକ୍ତ ଅବସ୍ଥାରେ ଗାଡି…
ମିଳିଲା ନିଖୋଜ କାଉଡିଆଙ୍କ ଶବ
ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ୨କାଉଡିଆ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ା ନିଖୋଜର ୨୨ ଘଣ୍ଟା ପରେ ମୃତଦେହ ଠାବ…
ହାତୀମୁଣ୍ଡା ପଞ୍ଚାୟତରେ ମିଳୁନି ଭତ୍ତା: ଦୁଇ ମାସ ହେଲା ହିତାଧିକାରୀ ହଟହଟା; ପଞ୍ଚାୟତ କାର୍ଯ୍ୟାଳୟ ଖୋଲୁନି, ଯାଉନାହାନ୍ତି ଅଧିକାରୀ
ଦାରିଙ୍ଗବାଡି, ୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀମୁଣ୍ଡା ପଞ୍ଚାୟତରେ ଗତ ୨ ମାସ ହେଲା ଭତ୍ତା ଟଙ୍କା ମିଳୁନାହିଁ। ଫଳରେ ବିଧବା, ବାଦ୍ଧର୍ର୍କ୍ୟ, ଦିବ୍ୟାଙ୍ଗ ଭଳି ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଟଙ୍କା ଅଭାବରୁ…
ଏହି ନେତାଙ୍କୁ ଏନସିପିର କାର୍ଯ୍ୟନିର୍ବାହୀ କମିଟିରୁ ହଟାଇଲେ ଶରଦ
ମୁମ୍ବାଇ,୮।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଦଳର ବରିଷ୍ଠ ନେତା ତଥା ବିଧାୟକ ଥୋମାସ କେ ଥୋମାସଙ୍କୁ ନିଜର କାର୍ଯ୍ୟନିର୍ବାହୀ କମିଟିରୁ ହଟାଇ ଦେଇଛନ୍ତି। ଅନୁଶାସନହୀନତା ଦର୍ଶାଇ ପାୱାର ଏହି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।…
ଅବସର ନିଷ୍ପତ୍ତି ବଦଳାଇଲେ ମନୋଜ ତିୱାରୀ
ନୂଆଦିଲ୍ଲୀ,୮।୮: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ମନୋଜ ତିୱାରୀ କ୍ରିକେଟରୁ ଅବସର ନେଇଥିଲେ। ତେବେ ୫ ଦିନ ମଧ୍ୟରେ ସେ ଅବସର ନେବା ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମନୋଜ ତିୱାରୀ ଅବସର…
ଆଡଭାନ୍ସ ବୁକିଂରେ ‘ଓଏମ୍ଜି-୨’ କୁ ପଛରେ ପକାଇଲା ‘ଗଦର-୨’
‘ଗଦର-୨’ ଏବଂ ‘ଓଏମ୍ଜି-୨’ ବଡ ପରଦାରେ ଆସିବାକୁ ଯାଉଛି। ବର୍ତ୍ତମାନ ରିଲିଜ ହେବା ପୂର୍ବରୁ ଆଡଭାନ୍ସ ବୁକିଂରୁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଯେଉଁଠାରେ ସନ୍ନି ଦେଓଲଙ୍କ ଫିଲ୍ମ ଖିଲାଡି କୁମାରଙ୍କୁ ପଛରେ ଛାଡି ଦ୍ରୁତ ଗତିରେ ଗତି କରୁଥିବା ଜଣାପଡିଛି। ଆଡଭାନ୍ସ…
ସଦସ୍ୟତା ଫେରି ପାଇବା ପରେ ୱାୟନାଡ ଯିବେ ରାହୁଲ
ନୂଆଦିଲ୍ଲୀ,୮।୮: ସଦସ୍ୟତା ପଦ ଫେରି ପାଇବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ଆସନ ୱାୟନାଡ ପରିଦର୍ଶନ କରିବେ। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ୧୨-୧୩ ଅଗଷ୍ଟରେ…
୧୦ ଦିନରେ ୧୦୦ କୋଟି ଡେଇଁଲା…
ବମ୍ବେ: ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ ଥିଏଟରରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ଏହାର ପ୍ରଭାବ ସିଧା ବ୍ୟବସାୟରେ ପଡ଼ୁଛି। ରିଲିଜ ପ୍ରଥମ ସପ୍ତାହରେ ଫିଲ୍ମଟି ଭଲ ରୋଜଗାର କରିଥିବା ବେଳେ ଦ୍ୱିତୀୟ…

