Home Left

୨ ଜଣଙ୍କୁ ପଳାତକ ଘୋଷଣା କରି କାନ୍ଥରେ ନୋଟିସ୍‌ ମାରିଲା ପୋଲିସ

ଚିତ୍ରକୋଣ୍ଡା,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓ ଦୌରା ତଥା ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ବାରମ୍ବାର କୋର୍ଟ ନୋଟିସକୁ ଅବମାନନା କରି ଧାର୍ଯ୍ୟ ତାରିଖଗୁଡିକରେ ହାଜର ନ ହେବାରୁ ଦୁଇଜଣଙ୍କୁ ପଳାତକ ଘୋଷଣା କରାଯାଇଛି। ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଚିତ୍ରକୋଣ୍ଡା…

୫-ଟି ରୂପାନ୍ତରଣରେ ଝଲସିଲା ଜଙ୍କିଆ ଭଗବତ ଦେବ ବିଦ୍ୟାପୀଠ

ନିରାକାରପୁର,୬ା୫(ଡି.ଏନ୍‌.ଏ.): ଶନିବାର ଓଡ଼ିଶାରେ ୩୨୩ଟି ହାଇସ୍କୁଲର ୫-ଟି ରୂପାନ୍ତରଣରେ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାର ୬୨ଟି ସ୍କୁଲ ଏହି ଯୋଜନାରେ ସାମିଲ ହୋଇ ଉଦ୍‌ଘାଟିତ ହୋଇଛି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ପଞ୍ଚାୟତ ଭଗବତ ଦେବ ବିଦ୍ୟାପୀଠ ମଧ୍ୟ ଆଜି…

ଭାଙ୍ଗିପଡ଼ିଥିଲେ ଭୂମି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ଖୁବ୍‌ କମ୍‌ ଦିନରେ ହିନ୍ଦୀ ଫିଲ୍ମରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ବିଭିନ୍ନ ପ୍ରକାର ଫିଲ୍ମ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କିଛି ଫିଲ୍ମ ବକ୍ସ ଅଫିସରେ ହିଟ୍‌…

ଏଥର ୫ଦିନ ହେବ ବ୍ୟାଙ୍କ କାର୍ଯ୍ୟ ଦିବସ,୨ଦିନ ଛୁଟି

ନୂଆଦିଲ୍ଲୀ,୬।୫: ଏଥର ୫ ଦିନ ଚାଲିବ ବ୍ୟାଙ୍କ। ଭାରତର ବ୍ୟାଙ୍କ କର୍ମଚାରୀମାନେ ସପ୍ତାହରେ ୫ଦିନ କାମ କରି ୨ଦିନ ଛୁଟି ପାଇପାରିବେ। କର୍ମଚାରୀମାନେ ସୋମବାରରୁ ଶୁକ୍ରବାର ଯାଏ କାମ କରିବେ। ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ଏମ୍ଫେଲାଇ ଏବଂ ଇଣ୍ଡିଆନ୍‌ ବ୍ୟାଙ୍କ୍‌…

ମନିଷ ସିସୋଡିଆଙ୍କ ବିରୋଧରେ ଚାର୍ଜସିଟ ଉପରେ ୧୦ ମେ’ରେ ଶୁଣାଣି

ନୂଆଦିଲ୍ଲୀ,୬।୫: ଆମ ଆଦମୀ ପାର୍ଟି(ଏଏପି)ର ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାଖଲ କରିଥିବା ଚାର୍ଜସିଟ ଉପରେ ରାଉଜ ଏଭେନ୍ୟୁ କୋର୍ଟରେ ୧୦ ମେ’କୁ ଶୁଣାଣି ପାଇଁ ନିଷ୍ପତ୍ତି ନିଆଯାଇଛି। ଶନିବାର କୋର୍ଟ…

କଂଗ୍ରେସ ଶାସନ କ୍ଷମତାକୁ ଆସିଲେ କର୍ନାଟକକୁ ପିଏଫଆଇର ଘାଟି କରିଦେବ: ଆସାମ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୬।୫: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କର୍ନାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶନିବାର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଡିକେ ଶିବକୁମାର ଓ ସିଦ୍ଧରମୈୟା ଟୁପୁ ସୁଲତାନଙ୍କ ପରିବାରର। ସିଦ୍ଧରମୈୟା କହୁଛନ୍ତି କି ଟିପୁ ସୁଲତାନଙ୍କ…

ଗଜପତିରେ ଲଜ୍ଜା, ଗର୍ଭବତୀ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୬।୫: ଗଜପତି ଜିଲା ରାୟଗଡ଼ ବ୍ଲକ ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଜିଲାର ଲକ୍ଷ୍ମୀପୁର ନିକଟସ୍ଥ କ୍ଷେତଡ଼ କାନ୍ୟାଶ୍ରମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର ପରିବାର…

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ: ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଜିଲାପାଳ ବିନୀତ ଭରଦ୍ବାଜ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ଦେଇଛନ୍ତି। ଏନେଇ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନାକର ସର୍ଜରୀ ବିଗିଡିବା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ପ୍ରିୟଙ୍କା, କହିଲେ ମୋ କ୍ୟାରିୟର…

ମୁମ୍ବାଇ,୬।୫: ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ଫିଲ୍ମକୁ ହେଉ କି ବ୍ୟକ୍ତିଗତ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତେବେ ଏହି ମଧ୍ୟରେ ପ୍ରିୟଙ୍କା ମେଟ୍‌ ଗାଲା ଇଭେଣ୍ଟ ୨୦୨୩ରେ ତାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ସାକ୍ଷାତକାରରେ…

‘ଦ କେରଲା ଷ୍ଟୋରି’କୁ ନେଇ ଚମକାଇ ଦେଲା କଙ୍ଗନାଙ୍କ ବୟାନ

ମୁମ୍ବାଇ: ବଲିଉଡ ଷ୍ଟାର କଙ୍ଗନା ରାନାଓ୍ବତ ପ୍ରାୟ ସବୁ ସମୟରେ ସବୁ ପ୍ରସଙ୍ଗକୁ ନେଇ ନିଜର ବେକାବୁ ବୟାନ ଦେବାକୁ ପଛାଇ ନ ଥାଆନ୍ତି। ନିକଟରେ କଙ୍ଗନା ଏକ ଇଭେଣ୍ଟରେ ଭାଗ ନେବାକୁ ଯାଇଥିଲେ। ଏହି ସମୟରେ ଅଭିନେତ୍ରୀ କିଛି ପ୍ରସଙ୍ଗକୁ…

ଷଣ୍ଢକୁ ଦେଖି ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଭୟରେ ଦେହ ଥରି ଉଠେ। ଏବେ kuttykalaivanan ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢଠାରୁ ରକ୍ଷା…

ଅଲଗା ହେବା ପରେ ବି ଏକ୍ସ ଓ୍ବାଇଫଙ୍କୁ ପ୍ରଶଂସା କଲେ ନାଗା ଚୈତନ୍ୟ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ରିୟଲ ଲାଇଫ କପୁଲ ମଧ୍ୟରୁ ଅନ୍ୟତମ। ଏହି କପଲ ୨୦୧୦ରେ ଗୌତମ ବାସୁଦେବ ମେନନଙ୍କ ଫିଲ୍ମ ‘ମାୟା ଚେସାବେ’ ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri