Home Left

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୨୯ା୩(ସ୍ବ.ପ୍ର): ମୋଦି ଆଦାନୀ ମହା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ବିରୋଧରେ ବୁଧବାର କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଶାସିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଆଇପିଏଲ୍‌ର ସବୁଠୁ ସଫଳ ଅଧିନାୟକଙ୍କ ମନର କଥା

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୩ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ମାର୍ଚ୍ଚ ୩୧ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମା ଆଇପିଏଲ ଯାତ୍ରା ବିଷୟରେ ଅନେକ କଥା କରିଥିଲେ। ରୋହିତ ଚଳିତ…

ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବ ପାକିସ୍ତାନ, ପ୍ରସ୍ତାବ ସଂସଦରେ ଆଗତ…

ଇସଲାମାବାଦ,୨୯।୩ : ଦେଶର ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ସଂସଦରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ଯେ ଯଦି ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବାକୁ ସଂସଦ ଆଇନ…

ପୁଣେ ଭାଜପା ଏମ୍‌ପି ଗିରିଶ ବାପଟଙ୍କ ପରଲୋକ…

ପୁଣେ,୨୯।୩ : ପୁଣେର ଲୋକସଭା ଏମ୍‌ପି ତଥା ଭାଜପା ନେତା ଗିରିଶ ବାପଟଙ୍କର ବୁଧବାର ପୁଣେର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ଦେଢ଼ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କୁ ଗୁରୁତର…

ଆଇପିଏଲ୍‌ରୁ ଅବସର ନେବେ କି ଧୋନୀ: ରୋହିତ ଶର୍ମା କଲେ ଖୁଲାସା

ମୁମ୍ବାଇ,୨୯।୩: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଆଗାମୀ ସିଜନ ପରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ୪୧ ବର୍ଷୀୟ ଧୋନୀ ଚେନ୍ନାଇରେ ତାଙ୍କର ଶେଷ ମ୍ୟାଚ ଖେଳିବେ ବୋଲି ପୂର୍ବରୁ…

ଡେବ୍ୟୁ ଫିଲ୍ମରୁ ହୋଇଥିଲେ ବ୍ଲକ୍‌ବଷ୍ଟର, ଏବେ ମିଳୁନି ଦେଖା

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିଦିନ ନୂଆ ନୂଆ ଚେହେରା ଦେଖିବାକୁ ମିଳେ। ଏହି ଚେହେରାଗୁଡ଼ିକ ମଧ୍ୟରୁ କିଛି ଅଭିନେତ୍ରୀ ଅଭିନେତା ଦୀର୍ଘ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍‌ କରିଥାନ୍ତି। ଆଉ କିଛି କଳାକାରଙ୍କର ଗୋଟିଏ ଦୁଇଟି ଫିଲ୍ମ ପରେ ଆଉ ଦେଖା…

୨ଦିନିଆ ମାଲକାନଗିରି ଗସ୍ତରେ ୫-ଟି ସଚିବ: ପରିଦର୍ଶନ କଲେ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମ୍‌

ଚିତ୍ରକୋଣ୍ଡା ୨୯ା୩ (ଡି.ଏନ୍‌.ଏ.): ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ୨ଦୁଇଦିନିଆ ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ…

ଏହି ଗାଁରେ ପିଲାମାନଙ୍କୁ ବାହାରେ ଖେଳିବାକୁ ଦିଅନ୍ତିନି ଅଭିଭାବକ, କାରଣ ଜାଣିଲେ…

ଆଜିକାଲି କେବଳ ଗୋଟିଏ କଥା ଉପରେ ବିତର୍କ ଚାଲିଛି କି ଜୀବନଶୈଳୀରେ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଉଛି। ପିଲା ହୁଅନ୍ତୁ କି ବୟସ୍କ। ସେମାନେ ଯେତିକି ଶାରୀରିକ ପରିଶ୍ରମ କରିବା ଉଚିତ୍‌ ସେତିକି କରିବାକୁ ସକ୍ଷମ ନୁହନ୍ତି। ଏଭଳି ପରିସ୍ଥିତିରେ ମାତାପିତା…

ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ: ଦ୍ୱିତୀୟ ସ୍ଥାନରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ

ଚିତ୍ରକୋଣ୍ଡା,୨୯।୩(ଡି.ଏନ୍‌.ଏ.): ଚଳିତ ବର୍ଷ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ ତାଲିକାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଦ୍ୱତୀୟ ସ୍ଥାନରେ ରହିଛି। ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା, ପରିଷ୍କାର ପରିଚ୍ଛନତା, ସ୍ବଚ୍ଛତା ନିଦାନ ଭଳି ପ୍ରତେକ ସୁବିଧା…

ପଞ୍ଜାବୀ ଗାୟକ ବବୁ ମାନ୍‌ଙ୍କର ଟୁଇଟର ଆକାଉଣ୍ଟ ବ୍ୟାନ୍‌

ଚଣ୍ଡିଗଡ,୨୯।୩: ପଞ୍ଜାବର ପ୍ରସିଦ୍ଧ ଗାୟକ ବବୁ ମାନ୍‌ଙ୍କର ଟୁଇଟର ଆକାଉଣ୍ଟକୁ ଭାରତରେ ବ୍ୟାନ୍‌ କରାଯାଇଛି। ମାନ୍‌ଙ୍କୁ କିଛି ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା, ଯାହା ପରେ ଆଇନଗତ ଦାବି ହେତୁ ଟୁଇଟର ଏହି ପଦକ୍ଷେପ ନେଇଥିବା ଜଣାପଡିଛି। ଟୁଇଟରରେ ମାନ୍‌ଙ୍କର…

ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି କେନ୍ଦ୍ରକୁ ଟାର୍ଗେଟ କଲେ ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୩: ଚାଷୀ ନେତା ରାକେଶ ଟିକାୟତ କେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ହରିଆଣାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରି ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଦେଶରେ ଗଣତନ୍ତ୍ର ଏବେ ବିପଦରେ। ଯେତେବେଳେ…

ବାଳିମେଦରୁ ଗୁପ୍ତଚର ପାରା ଠାବ

ପଦ୍ମପୁର,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦଠାରୁ ଏକ ଗୁପ୍ତଚର ପାରା ଠାବ କରାଯାଇଛି। ଗ୍ରାମର ସୁଶିଲ ମହାନ୍ତି ପାରାଟିକୁ ମଙ୍ଗଳବାର ଝଡ଼ବର୍ଷା ସମୟର ପାଇଥିଲେ। ପାରାର ଗୋଡ଼ରେ କିଛି ନାମ ଓ ମୋବାଇଲ ନମ୍ବର ଥିବା ଦେଖି ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri