ଆଫଗାନିସ୍ତାନରେ ଭୂକମ୍ପ ଝଟକା
କାବୁଲ,୨୯।୩: ଆଫଗାନିସ୍ତାନରେ ବୁଧବାର ସକାଳ ୫.୪୯ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଦେଶର କାବୁଲଠାରୁ ୮୫ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ଜୀବନ…
ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗରେ ବିଜେଡି ଚୁପ୍ କାହିଁକି: ବିଜୟ
ଭୁବନେଶ୍ବର, ୨୯ା୩(ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ପାଇଁ ଭାରତ ଏକାଠି ହୋଇଛି। ବିରୋଧୀ ଏକସ୍ବରରେ ଗଣତନ୍ତ୍ରରେ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହିତ ନିନ୍ଦା କରିଛନ୍ତି। ଏହି ନିଷ୍ପତ୍ତିର ବିରୋଧରେ ଦେଶବ୍ୟାପୀ ୧୮ଟି ଦଳ ସାମିଲ ହୋଇଛନ୍ତି। ପୁଣି ରାଜ୍ୟରେ ସମସ୍ତ ବିରୋଧୀ…
ଶଙ୍ଖ ମୋ ଗର୍ବ ପରେ ଏବେ ବିଜେଡିର ଜୟ ଜଗନ୍ନାଥ
ଭୁବନେଶ୍ୱର,୨୯ା୩(ବ୍ୟୁରୋ): ବିଜେଡି ନେତାଙ୍କ ମୁହଁରେ ଏବେ ଜୟ ଜଗନ୍ନାଥ ନାରା। ଶଙ୍ଖ ମୋର ଗର୍ବ ପରେ ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ସୋସିଆଲ ମିଡିଆରେ ବିଜେଡି କ୍ୟାମ୍ପେନ୍ ଆରମ୍ଭ କରିଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ସୋସିଆଲ…
ଇପିଏସ୍ ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ
ଚେନ୍ନାଇ, ୨୯ା୩(ପି.ଟି.): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ (ଇପିଏସ୍)ଙ୍କୁ ଏଆଇଏଡିଏମ୍କେର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଥିବା ମଙ୍ଗଳବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଜୁଲାଇରେ ଦଳର ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ…
ରାଜନୀତି ଛାଡ଼ିବା ସଙ୍କେତ ଦେଲେ ଗଡ଼କରୀ
ନାଗପୁର, ୨୯ା୩: ରାଜନୀତି ପ୍ରତି ଆଗ୍ରହ କମୁଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପୁଣିଥରେ ସଙ୍କେତ ଦେଇଛନ୍ତି। ତାଙ୍କର ଏଭଳି ମନ୍ତବ୍ୟରୁ ଭାଜପା ଶୀର୍ଷ ନେତୃତ୍ୱରେ ସମ୍ଭାବ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ବ୍ୟତୀତ ୨୦୨୪ ସାଧାରଣ…
‘ଆଦାନୀଙ୍କୁ ଆଗରେ ରଖି ପୁଞ୍ଜିନିବେଶ କରୁଥିଲେ ମୋଦି’
ନୂଆଦିଲ୍ଲୀ, ୨୯ା୩: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଏତେ ଉଦ୍ୟମ କରୁଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। ଯଦି…
୭.୩୪ ଲକ୍ଷ କୋଟି ଆଦାୟ ବ୍ୟାଙ୍କ ଋଣରୁ ୫ ବର୍ଷରେ ୧୪% ଅସୁଲ ହୋଇଛି
ନୂଆଦିଲ୍ଲୀ,୨୯ା୩: ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡୁବିଥିବା ୭.୩୪ ଲକ୍ଷ କୋଟି ଟଙ୍କା ଋଣରୁ ମାତ୍ର ୧୪ ପ୍ରତିଶତ ଆଦାୟ କରିପାରିଛନ୍ତି। ରାଜ୍ୟ ସଭାରେ ଅର୍ଥ ମନ୍ତ୍ରଣାଳୟ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।…
ଭାଜପା ଯେତେ ଜିତିବ ସେତେ ବିରୋଧ ଦେଖିବ : ମୋଦି
ନୂଆଦିଲ୍ଲୀ, ୨୯ା୩: ଭାଜପା ଯେତେ ନିର୍ବାଚନ ଜିତିବ ସେତିକି ଅଧିକ ବିରୋଧୀମାନଙ୍କ ଆକ୍ରୋଶରେ ସମ୍ମୁଖୀନ ହେବ ବୋଲି ମଙ୍ଗଳବାର ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିବା ଲାଗି ବିରୋଧୀ…
ହଷ୍ଟେଲରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ
କୋରେଇ/ରଗଡ଼ି,୨୯ା୩(ଡି.ଏନ.ଏ.): ମନରେ ଭରି ରହିଥିଲା ଅମାପ ସ୍ବପ୍ନ। ଜଣେ ଭଲ ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ଅନଟନକୁ ଦୂର କରିବେ ବୋଲି ସେ ବହୁ ଆଶା ବାନ୍ଧିଥିଲେ ା ସେଥିପାଇଁ ସେ ମନପ୍ରାଣ ଦେଇ ଇଲେକ୍ଟ୍ରିକାଲ ଡିପ୍ଲୋମାରେ ଶିକ୍ଷା ଲାଭ କରୁଥିଲେ।…
ମଧ୍ୟାହ୍ନଭୋଜନ ଖାଉନାହାନ୍ତି ଛାତ୍ରୀଛାତ୍ର
ରଘୁନାଥପୁର,୨୯ା୩(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ଉନ୍ନତି ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ମାଗଣାରେ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ପାଠପଢା ବହି ଓ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୂର୍ଣ୍ଣଚନ୍ଦ୍ର…
ମଧ୍ୟାହ୍ନଭୋଜନ ବାକିରେ ଚାଲିଛି
ରାଜନଗର,୨୯ା୩(ଡି.ଏନ.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ସରକାର ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ସରକାର ବିଦ୍ୟାଳୟ ପଏଣ୍ଟରେ ଚାଉଳ ପହଞ୍ଚାଇ ଦେଉଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ସ୍ଥାନୀୟ ବଜାରରୁ ଅଣ୍ଡା, ଡାଲି, ପରିବା, ଆଳୁ…
୧୨ବର୍ଷରେ ୧୬ ପ୍ରାକୃତିକ ବିପର୍ଯ୍ୟୟ
ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ପାଣିପାଗ ବଦଳିବା କାରଣରୁ ଉପକୂଳ ଓଡ଼ିଶା ବେଶୀ ମାତ୍ରାରେ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କାରଣରୁ ବିଗତ ୧୨ବର୍ଷ ମଧ୍ୟରେ ଓଡ଼ିଶା ୧୬ଟି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି। ମଙ୍ଗଳବାର ସାମାଜିକ ସଙ୍ଗଠନ ରିଜିଓନାଲ ସେଣ୍ଟର…
Archives


