ପୋଲିସ୍ ଗାଡ଼ି ଭଙ୍ଗାରୁଜା ନେଇ ଅଭିନେତ୍ରୀ ଡିମ୍ପଲଙ୍କ ନାଁରେ ମାମଲା
ହାଇଦ୍ରାବାଦ, ୨୪ା୫: ଜଣେ ଆଇପିଏସ୍ ଅଫିସରଙ୍କ କାର୍ ଭଙ୍ଗାରୁଜା ଅଭିଯୋଗରେ ଟଲିଉଡ୍ ଅଭିନେତ୍ରୀ ଡିମ୍ପଲ ହାୟାଥି ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଡିସିପି (ଟ୍ରାଫିକ୍-୧) ରାହୁଲ ହେଗ୍ଡେ ତାଙ୍କ କାର୍କୁ ଜୁବିଲି ହିଲ୍ସ ସ୍ଥିତ ଆପାର୍ଟମେଣ୍ଟର…
କାମି ରୀତାଙ୍କ ବିଶ୍ୱ ରେକର୍ଡ
କାଠମାଣ୍ଡୁ, ୨୪ା୫: ବର୍ଷୀୟାନ ପର୍ବତାରୋହୀ କାମି ରୀତା ଶେର୍ପା ମଙ୍ଗଳବାର ୨୮ତମ ଥର ଏଭେରେଷ୍ଟ ଆରୋହଣ କରି ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସର୍ବାଧିକ ଥର ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରିବାରେ ଏହା ବିଶ୍ୱ ରେକର୍ଡ। ପର୍ବତାରୋହୀମାନଙ୍କ ଗାଇଡ୍…
୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ବିମୁଦ୍ରୀକରଣ ନୁହେଁ
ନୂଆଦିଲ୍ଲୀ, ୨୪ା୫ (ପି.ଟି.): ୨,୦୦୦ ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରିନେବା ବିମୁଦ୍ରୀକରଣ ନୁହେଁ ବରଂ ବୈଧାନିକ କାର୍ଯ୍ୟ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛି। ପରିଚାଳନାଗତ ସୁବିଧା ପାଇଁ ଉକ୍ତ ନୋଟ୍ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିବା…
ସିଡ୍ନୀର ହାରିସ୍ ପାର୍କ ଏବେ ‘ଲିଟିଲ୍ ଇଣ୍ଡିଆ’
ସିଡନୀ,୨୪ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆଣ୍ଟୋନି ଆଲବାନିଜ୍ ମଙ୍ଗଳବାର ସିଡନୀରେ ଦୁଇ ଦେଶର ବନ୍ଧୁତ୍ୱର ନିଦର୍ଶନ ସ୍ବରୂପ ‘ଲିଟିଲ୍ ଇଣ୍ଡିଆ’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ବହୁଳ…
୪ କଶ୍ମୀରୀ ଖବରଦାତାଙ୍କୁ ତୁରନ୍ତ ଛାଡ଼
ନୂଆଦିଲ୍ଲୀ,୨୪ା୫: ପ୍ୟାରିସରେ ମୁଖ୍ୟାଳୟ ଥିବା ମିଡିଆ ଓ୍ବାଚ୍ଡଗ୍ ରିପୋର୍ଟର୍ସ ଓ୍ବିଦାଉଟ୍ ବର୍ଡର୍ସ ଏବର୍ଷ ୧୮୦ ଦେଶକୁ ନେଇ ପ୍ରସ୍ତୁତ କରିଥିବା ଓ୍ବାଲର୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ବା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତକୁ ୧୬୧ତମ ସ୍ଥାନରେ ରଖିଛି। ସର୍ବବୃହତ୍ ଗଣତନ୍ତ୍ରର…
ଏକସଙ୍ଗେ ୫ ଶିଶୁକନ୍ୟା ଜନ୍ମଦେଲେ ମହିଳା
ରାଞ୍ଚତ୍, ୨୪ା୫: ଏକ ବିରଳ ଘଟଣା କ୍ରମରେ ଝାଡ଼ଖଣ୍ଡର ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆର୍ଆଇଏମ୍ଏସ୍)ରେ ସୋମବାର ଜଣେ ମହିଳା ଏକସଙ୍ଗେ ୫ କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଅଙ୍କିତା ନାମ୍ନୀ ଏହି ମହିଳାଙ୍କ ଘର ଚତ୍ରା ଜିଲା ଇଟ୍ଖୋରି ଅଞ୍ଚଳରେ।…
୩0 ଗ୍ରାମର ବ୍ରାଉନ ସୁଗାର ଜବତ,ଜଣେ ଗିରଫ
ନିରାକାରପୁର, ୨୩।୫(ଡି.ଏନ.ଏ): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉକରି ଜଣେ ଚୋରା ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଜଙ୍କିଆଥାନା ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର (୩୫)। ି ସୂତ୍ରରୁ ଖବରପାଇ ଟାଙ୍ଗୀ ଅବକାରୀ…
ଡ଼. ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ମିଳିଲା କଳିଙ୍ଗ ଭାରତୀ ସମ୍ମାନ
ନିରାକାରପୁର, ୨୩।୫: କଳିଙ୍ଗ ଭାରତୀ ମର୍ଯ୍ୟାଦା ଜନକ ବିଛନ୍ଦ ଚରଣ ସମ୍ମାନ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସାହିତି୍ୟକ ଏବଂ ଭଞ୍ଜ ସାହିତ୍ୟ ଗବେଷକ ଆଲୋଚକ ଖୋର୍ଦ୍ଧା ଜିଲା ନିରାକାରପୁରର ଡ଼ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ କଟକ ଭଞ୍ଜ ମଣ୍ଡପରେ ପ୍ରଦାନ…
ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଗୌରବ ଆଣିଲେ ସିଦ୍ଧାନ୍ତ ବେଶ୍ରା
କୋକସରା,୨୩।୦୫ (ଡି.ଏନ.ଏ): ଆଜି ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡୋଳା ଗ୍ରାମର ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ ସିଦ୍ଧାନ୍ତ ବେଶ୍ରା ୮୮୭ ର଼୍ୟାଙ୍କରେ…
ଗରିବ ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ
କୋକସରା,୨୨/୦୫(ଡି.ଏନ.ଏ): ଗରିବ ସୀମାରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ବେଳେ ଗରିବଙ୍କ ପେଟକୁ ମାରି ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ଆସିଛି । କଳାହାଣ୍ଡି ଜିଲା କୋକସରା…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଆନନ୍ଦପୁର,୨୩।୫(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡ ରିଙ୍ଗରୋଡ ପାର୍ଶ୍ୱ ହାଣ୍ଡିଆ ହାଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ମୃତକଙ୍କ ପକେଟ୍ରୁ ମିଳିଥିବା…
ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଲା କାର୍
କେନ୍ଦୁଝର,୨୩।୫ (ସ୍ବ.ପ୍ର): କାଞ୍ଜିିପାଣି ଥାନା ନିକଟରେ ଏନ୍ଏଚ୍ ୪୯ରେ ହଠାତ୍ ଏକ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ କାର୍ରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘାଟି ରାସ୍ତା ପୂର୍ବରୁ କାର୍ରୁ ଧୂଆଁ ବାହାରୁଥିବା ଦେଖି ସେମାନେ…
Archives


