ଧୈର୍ଯ୍ୟ ସହ ପରୀକ୍ଷାକୁ ବୁଝିନେଲେ ସଫଳତା ନିଶ୍ଚିତ: ଶୁଭାଙ୍ଗୀ
ଭଦ୍ରକ ଅଫିସ/ସ୍ବ.ପ୍ର., ୨୪।୫: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୨୪୮ ର଼୍ୟାଙ୍କ୍ରେ ସ୍ଥାନ ପାଇଛନ୍ତି ଭଦ୍ରକ ଜିଲାର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ(୨୬)। ଭଦ୍ରକ ବଙ୍କସାହିର ସାଇବର ଦୋକାନୀ ସତ୍ୟନାରାୟଣ ଖୁଣ୍ଟିଆ ଓ ସବିତା ଖୁଣ୍ଟିଆଙ୍କ ଝିଅ ଶୁଭାଙ୍ଗୀ। ସେ ପୂର୍ବରୁ ୯୭…
ଇଣ୍ଡିଆ ଗେଟ୍ ଯାଏ କ୍ୟାଣ୍ଡେଲ ଶୋଭାଯାତ୍ରା
ନୂଆଦିଲ୍ଲୀ,୨୪ା୫(ପି.ଟି.): ଭାରତୀୟ ରେସ୍ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଆନ୍ଦୋଳନରତ ରେସଲର ମାନେ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରିଛନ୍ତି। ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନକୁ ଏକମାସ ପୁରିବା ଫଳରେ ହଜାର ହଜାର…
ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ
ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.), ୨୪।୫ : ଗଣତନ୍ତ୍ରରେ ଯେପରି ବିରୋଧୀ ନ ଥିଲେ ଶାସନ ବ୍ୟବସ୍ଥା ଭୁଶୁଡି ପଡେ, ସେହିପରି ଗଣମାଧ୍ୟମ ଓ ଯୁବପିଢ଼ି ଗଣତନ୍ତ୍ରର ରକ୍ଷାକବଚ ସାଜିଥାଆନ୍ତି ା ବିଶେଷକରି କହିବାକୁ ଗଲେ ସରକାର ଓ ଲୋକଙ୍କ ମଧ୍ୟରେ…
ଆଜିଠୁ ୨ ଦିନିଆ ସୁପରଲିଗ୍
ଭୁବନେଶ୍ୱର, ୨୪।୫ (କ୍ରୀଡ଼ା ପ୍ରତିନିଧି): କଳାହାଣ୍ଡି କପ୍ କ୍ରିକେଟ ଟୁର୍ନାମେଣ୍ଟର ୨ ଦିନିଆ ସୁପରଲିଗ୍ ବୁଧବାରଠାରୁ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏଥିରେ ଭାଗ ନେବାକୁ ଯାଉଥିବା ୧୦ ଦଳକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ‘ଏ’ରେ ଇକୋର୍ସା,…
ଆଇବିଏ ଦ୍ୱାରା ୪ ମହାସଂଘ ନିଲମ୍ବିତ
ଲାଉସାନ୍ନେ,୨୪ା୫(ପି.ଟି.): ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ୍ (ଆଇବିଏ) ପକ୍ଷରୁ ୪ ଦେଶର ଜାତୀୟ ମହସଂଘକୁ ନିଲମ୍ବିତ କରାଯାଇଛି। ଏକ ବିଦ୍ରୋହୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା କାରଣରୁ ଜର୍ମାନୀ, ନ୍ୟୁଜିଲାଣ୍ଡ, ସ୍ବିଡେନ୍ ଓ ନେଦରଲାଣ୍ଡ୍ସକୁ ନିଲମ୍ବନ କରାଯାଇଛି। ଗତ ମାସରେ…
ସଚେତନତା ଲୋଡ଼ା
ଯେତେ ପ୍ରକାରର ମାନସିକ ସମସ୍ୟା ରହିଛି ସେଥିମଧ୍ୟରୁ ସ୍କିଜୋଫ୍ରେନିୟା ହେଉଛି ସବୁଠାରୁ ଗମ୍ଭୀର ସମସ୍ୟା। ଏଥିରେ ରୋଗୀର ବ୍ୟବହାର ଓ ଚିନ୍ତା କରିବାର ଶକ୍ତି ମୁଖତଃ ପ୍ରଭାବିତ ହୋଇଥାଏ। ପ୍ରତି ବର୍ଷ ମେ’ ୨୪ ତାରିଖରେ ବିଶ୍ୱ ସ୍କିଜୋଫ୍ରେନିୟା ଦିବସ ପାଳନ…
କୁକୁର ମୁଣ୍ଡରେ ହେଲ୍ମେଟ୍
ଚେନ୍ନାଇ: ଆଜିକାଲି ସମୟରେ ମଣିଷ ବିଭିନ୍ନ ପ୍ରାଣୀକୁ ଘରେ ପାଳୁଥିବା ଦେଖିବାକୁ ମିଳୁଛି। ତେବେ କୁକୁରକୁ ଲୋକେ ଅଧିକ ମାତ୍ରାରେ ପାଳିବା ସହ ସେମାନଙ୍କ ଯତ୍ନ ମଧ୍ୟ ନେଉଛନ୍ତି। ସେମାନଙ୍କୁ ନିଜ ସହ କାର୍ କିମ୍ବା ସ୍କୁଟିରେ ବିଭିନ୍ନ ସ୍ଥାନକୁ ମଧ୍ୟ…
୫ହଜାର ଟଙ୍କାରେ ୩ ଦେଶ ଭ୍ରମଣ
ଲଣ୍ଡନ: ବୁଲିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଖରେ ଯଦି ଟଙ୍କାର କିଛି ଅଭାବ ଥାଏ, ତେବେ ସେମାନେ ଏହା ଯୋଗାଡ଼ କରିନିଅନ୍ତି। କିନ୍ତୁ ନିକଟରେ ଜଣେ ଯୁବତୀ ଏମିତି କିଛି ଯୋଗାଡ଼ କରିଛନ୍ତି, ତାହା ଆଶ୍ଚର୍ଯ୍ୟ କରିଛି। ପୂର୍ବ ଲଣ୍ଡନର ଜଣେ…
ଖିମ୍ଜୀରେ ଅଳଙ୍କାର-ଅଫରର ସମ୍ଭାର
କଟକ,୨୪।୫: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର କଟକ ଷ୍ଟୋର ପକ୍ଷରୁ ମଙ୍ଗଳବାର ୧୨ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏପରିକି ଖିମ୍ଜୀ ଜୁଏଲର୍ସର କଟକ ଷ୍ଟୋର ପକ୍ଷରୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ବିଶେଷକରି ସୁନା…
ଲାଲଚାନ୍ଦରେ ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ
ଭୁବନେଶ୍ୱର,୨୪।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲେରି ପକ୍ଷରୁ ଭାରତର ସର୍ବୋତ୍କୃଷ୍ଟ ବ୍ରାଇଡାଲ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବିବାହ ଋତୁ ପାଇଁ ଲାଲଚାନ୍ଦ ଜୁଏଲେରିର ସୁନା, ରୁପା ଓ ହୀରା ଗହଣାର ଗଢ଼ା ମୂଲ୍ୟ…
ଏଚ୍ଏମ୍ଆଇଏଫ୍ର ଟେଲି ମେଡିସିନ କ୍ଲିନିକ୍ ‘ସ୍ପର୍ଶ ସଞ୍ଜୀବନୀ’
ଭୁବନେଶ୍ୱର,୨୪।୫: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍(ଏଚ୍ଏମ୍ଆଇଏଲ୍)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅନୁଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍ଏମ୍ଆଇଏଫ୍) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଓ ନୟାଗଡ଼ ଜିଲାରେ ୫ଟି ଟେଲି ମେଡିସିନ କ୍ଲିନିକ୍ ‘ସ୍ପର୍ଶ…
ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବେ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ,୨୪।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର କୁସ୍ତିଯୋଦ୍ଧାମନଙ୍କର ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଜାରି ରହିଛି। ଏହି ସମୟରେ କୁସ୍ତିଯୋଦ୍ଧାମାନେ ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବାକୁ…
Archives


