Home Left

‘ଅନୁପମା’ ଫେମ ନିତେଶ ପାଣ୍ଡେଙ୍କ ୫୧ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତା ନୀତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ପରଲୋକ ହୋଇଛି। ନୀତେଣ ଅନୁପମା ଧାରାବାହିକରେ ଧିରଜ କପୁର ଚରିତ୍ରରେ ଅଭିନୟ କରୁଥିଲେ। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ବୁଧବାର ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ…

୪୦ ଡିଗ୍ରୀ ଉପରେ ୨୨ ସହର: ବଲାଙ୍ଗୀର ୪୩.୩

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ମଙ୍ଗଳବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ…

ଇସ୍ତାହାରରେ କୁହାଯାଇଥିଲା ହଜାରେ, ସରିଲାଣି ୬୮୦୦’

ଭୁବନେଶ୍ବର, ୨୪।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରଙ୍କର ନିର୍ବାଚନୀ ଇସ୍ତାହାର-୨୦୧୯ର କାର୍ଯ୍ୟକାରିତା ଉପରେ ଆଲୋକପାତ କରି କହିଛନ୍ତି, ରାଉରକେଲାଠାରୁ ଆମପାଣି ପର୍ଯ୍ୟନ୍ତ…

ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୨୪।୫: ଏଏପି ନେତା ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ବୁଧବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ପକ୍ଷରୁ ଚଢାଉ କରାଯାଇଛି । ଏହି ସମୟରେ ସଞ୍ଜୟ ସିଂ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହ ଅନ୍ୟ ଦଳର ନେତାଙ୍କୁ ଭେଟିବାକୁ ଦିଲ୍ଲୀ ବାହାରିଛନ୍ତି। ସଞ୍ଜୟ…

ଶିବ ମନ୍ଦିରରେ ଗଞ୍ଜେଇ ନିଷେଧକୁ ନେଇ ଧାର୍ମିକ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଶୈବପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷେଧ କରିବା ଲାଗି ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ଏହି ପ୍ରସଙ୍ଗରେ ଭିନ୍ନ ମତ ଦେଖା ଦେଇଛି। କେତେକ ମହଲରେ ଏହାକୁ ସ୍ବାଗତ କରାଯାଇଥିବା ବେଳେ ଆଉ କେତେକେ ବିରୋଧ…

ମମତାଙ୍କ ପରେ ଆଜି ଉଦ୍ଧବଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀରେ ସରକାରୀ କର୍ମଚାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିରୋଧୀଙ୍କ ସମର୍ଥନ ଲୋଡିବାକୁ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ମଙ୍ଗଳବାର କେଜ୍‌ରିଓ୍ବାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ, ଏହା ପରେ ସେ ଦାବି କରିଛନ୍ତି ଯେ…

ବିଡିଓଙ୍କ ଜାଲ୍‌ ଦସ୍ତଖତ କରି ଭାଜପା ନେତା ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୨୩ା୫ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟଙ୍କ ଦସ୍ତଖତକୁ ଜାଲ୍‌ କରି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ଟାଙ୍ଗୀ ଥାନା ପୋଲିସ ଜଣେ ଠିକାଦାରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେ ହେଲେ…

ଜଳେଶ୍ୱର ଝିଅ ରଶ୍ମିଙ୍କ କମାଲ

ଜଳେଶ୍ୱର, ୨୪।୫(ଡି.ଏନ୍‌.ଏ): ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡପିମ୍ପଳ ଗାଁର ଝିଅ ରଶ୍ମି ପ୍ରଧାନ ସର୍ବଭାରତୀୟ ସ୍ତରରେ ୪୦୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି। ରଶ୍ମିଙ୍କ ବାପା ରାଧାଶ୍ୟାମ ଭୁବନେଶ୍ୱରର ଭୂତଳଜଳ ଉନ୍ନୟନ ବିଭାଗର…

ପ୍ରମୋଦଙ୍କୁ ୨ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ମିକ୍ସଡ ଡବଲ୍ସରେ ତାଙ୍କୁ…

ଆସାମ ୨୭-୦ରେ ବିଜୟୀ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ୧୩ଶ ଜାତୀୟ ସବ୍‌ଜୁନିୟର ପୁରୁଷ ହକିର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଆସାମ, ପଞ୍ଜାବ ଓ ଚଣ୍ଡିଗଡ଼ ଦଳ ବିଜୟ ହାସଲ କରିଛି। ପ୍ରତିଯୋଗିତାର ୬ଷ୍ଠ ଦିବସ ପ୍ରଥମ ମ୍ୟାଚରେ ଆସାମ…

ଗାଷ୍ଟନଙ୍କୁ ବିପୁଳ ଜରିମାନା

ଲଣ୍ଡନ, ୨୪ା୫ (ଏପି): ଅଣଖେଳୁଆଡ ଆଚରଣ ପାଇଁ ଏଟିପି ଟୁର୍‌ ଫ୍ରେଞ୍ଚ ଟେନିସ ଖେଳାଳି ହୁଗୋ ଗାଷ୍ଟନଙ୍କୁ ୧,୪୪,୦୦୦ ୟୁରୋ (ପ୍ରାୟ ୧,୫୫,୦୦୦ ଡଲାର) ଜରିମାନା କରିଛ, ଯାହାକି ୨୦୨୩ରେ ସେ ପାଇଥିବା ମୋଟ ପୁରସ୍କାର ରାଶିଠାରୁ ଅଧିକ। ଏକ ଡୁ-ଓଭର…

ଓ୍ବେଷ୍ଟଇଣ୍ଡିଜର ଡେଭନ ଥୋମାସ ସସ୍‌ପେଣ୍ଡ

ଦୁବାଇ, ୨୪ା୫ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବ୍ୟାଟର ଡେଭନ ଥୋମାସଙ୍କୁ ସସ୍‌ପେଣ୍ଡ କରିଛି। ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ୨୦୨୧ରେ ମ୍ୟାଚ ଫିକ୍ସିଂ କରିବା ଏବଂ ସେହିବର୍ଷ ଅନ୍ୟ ଦୁଇ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟରେ ସେ ଦୁର୍ନୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri