Home Left

ଆହତ ସେନା ଡ୍ରାଇଭର ବୈଶିଙ୍ଗା ଅଞ୍ଚଳର

ବୈଶିଙ୍ଗା,୨୧ା୪(ଡି.ଏନ.ଏ.)- ଜମ୍ମୁ-କଶ୍ମୀର ପୁଞ୍ଚ୍‌ର ମେନ୍ଧାର ଅଞ୍ଚଳରେ ସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ହୋଇଥିବା ଡ୍ରାଇଭର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ହେଲେ ଆମ୍ବଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ମନ୍ତ୍ରୀଡ଼ାହି ଗ୍ରାମର ପ୍ରତାପ ମହାନ୍ତଙ୍କ ପୁଅ…

ଦିବ୍ୟାଙ୍ଗ ପିଲାଙ୍କୁ ସଲମାନ୍‌ଙ୍କ ସର୍‌ପ୍ରାଇଜ୍‌

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’। ତେବେ ଫିଲ୍ମକୁ ସିନେପ୍ରେମୀଙ୍କ ଖୁବ୍‌ ଭଲ ରେସ୍ପନ୍ସ ମଧ୍ୟ ମିଳିବାରେ ଲାଗିଛି। ସବୁବେଳେ ପିଲାମାନଙ୍କ ପାଇଁ କିଛି ଖାସ୍‌ କରିବାକୁ ଚାହୁଁଥିବା ସଲମାନ୍‌…

ସୋନିଆଙ୍କ ସମ୍ପର୍କୀୟଙ୍କ ଜମି ଦଖଲ କରିଥିଲେ ଅତିକ୍‌

ପ୍ରୟାଗରାଜ,୨୨।୪: ମାଫିଆରୁ ରାଜନେତା ଅତିକ୍‌ ଅହମଦ ବେଆଇନ ଭାବେ ଜମି ଦଖଲ କରିବା ଘଟଣା କାହାକୁ ଅଛପା ନୁହେଁ। ଏପରିକି ଉପା ଶାସନ ସମୟରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମ୍ପର୍କୀୟଙ୍କ ଜମିକୁ ଅତିକ ଦଖଲ କରିଥିଲେ। ପ୍ରୟାଗରାଜର ସିଭିଲ୍‌…

ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ

ଢେଙ୍କାନାଳ ଅଫିସ,୨୨।୪: ମୂଳ ବେତନରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଦାବି ନେଇ ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଶୁକ୍ରବାର ବିକ୍ଷୋଭ କରାଯାଇଛି। ସରକାର ଦାବି ପୂରଣରେ ଯେଉଁ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି, ତାହା ଅସହ୍ୟ। ଏହାକୁ ଆଉ…

ସୁଦାନରେ ଫସିଛନ୍ତି ୩ ହଜାର ଭାରତୀୟ

ଖାର୍ତୁମ/ନୂଆଦିଲ୍ଲୀ,୨୨।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ଶନିବାରଠାରୁ ଚାଲିଥିବା ସଂଘର୍ଷ ଗମ୍ଭୀର ସ୍ଥିତି ଉପୁଜାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ସୁଦାନର ସାମରିକ ସଂଘର୍ଷରେ ୪୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…

ଗୋଶାଳା, ମାଛ ମାର୍କେଟ ପ୍ରସ୍ତାବରେ ମୋହର

ଢେଙ୍କାନାଳ ଅଫିସ,୨୨।୪: ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଦଳମତ ନିର୍ବିଶେଷରେ ସହରର ବିକାଶ ଓ ସମସ୍ୟାର ସମାଧାନ ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ…

ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ

ଫୁଲବାଣୀ ଅଫିସ,୨୨।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ସଖିପଡା ଗାଁର ଲିପକ ପ୍ରଧାନ(୨୧)ଙ୍କ ମୃତ୍ୟୁ ଘଟଣା ପଛରେ ରହିଛି ପ୍ରେମ ଏବଂ ସନ୍ଦେହ। ଲିପକ କେବେ ଆତ୍ମହତ୍ୟା କରିପାରିବ ନାହିଁ। ତାକୁ ହତ୍ୟା କରାଯାଇଛି। ଲିପକ ଯେଉଁ ଝିଅକୁ ଭଲ ପାଉଥିଲା…

ଗାଡ଼ି ମାଲିକ ହାତେଇଛନ୍ତି ରାଶନକାର୍ଡ

ଆନନ୍ଦପୁର,୨୨।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ଭୋଲନୂଆଗାଁରେ ରାଶନକାର୍ଡ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତିଙ୍କ ୧୦ ଓ ୧୨ ଚକିଆ ଗାଡ଼ି ଥିବା ବେଳେ ତାଙ୍କ ନାମରେ ରାଶନକାର୍ଡ ରହିବା ସହିତ ମଧୁବାବୁ…

ପାଣି ପାଇଁ ପ୍ରତିବାଦ

ଖୁଣ୍ଟା,୨୨।୪: (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାହାନଡ଼ା ପଞ୍ଚାୟତ ଅନ୍ତର୍ଗତ ଗୟଳମରା ଗ୍ରାମର ଦାମୁସାହି ବାସିନ୍ଦା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇ ଶୁକ୍ରବାର ରାସ୍ତାରୋକୋ କରିଥିଲେ। ଖୁଣ୍ଟା-ଉଦଳା ରାଜ୍ୟ ରାଜପଥର ଲାଲଖମଣ ଛକଠାରେ ଗରା ଓ ବାଲ୍‌ଟି ରଖି…

୪ ହାତୀଦାନ୍ତ ଜବତ, ଶିକାରୀ ଗିରଫ

ବାରିପଦା ଅଫିସ,୨୨।୪: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା ଦୁଇ ଦନ୍ତାହାତୀର ଦୁଇଯୋଡ଼ା ଦାନ୍ତକୁ ବନବିଭାଗ ଜବତ କରିଛି। ବନକର୍ମଚାରୀମାନେ ଗ୍ରାହକ ସାଜି ଦାନ୍ତ କିଣିବାକୁ ଯାଇ ଏକ ଢାବାରୁ ମୂଲ୍ୟବାନ ଦାନ୍ତଗୁଡ଼ିକୁ ଜବତ କରିବାରେ ସଫଳ ହୋଇଛନ୍ତି। ଏହା…

ମସ୍‌ଜିଦରେ ହେବ ସାମୂହିକ ନମାଜ ପାଠ

ସମ୍ବଲପୁର,୨୧ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼ ଓ ପୋଡ଼ାଜଳା ଘଟଣା ପରେ ସହର ଅଶାନ୍ତ ହୋଇପଡ଼ିଥିଲା। ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତି ଫେରିନାହିଁ। କର୍ଫ୍ୟୁ ଲାଗିଥିବା ବେଳେ ମୋବାଇଲ ନେଟ୍‌ସେବା ବନ୍ଦ ରହିଛି। ରମ୍‌ଜାନ ମାସର…

ଉତ୍କେଲାରୁ ଉଡ଼ିବ ବିମାନ

ଭବାନୀପାଟଣା,୨୧।୪(ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷା ପରେ ଆସନ୍ତା ମେ’ ମାସରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଆ ୱାନ୍‌ ଏୟାରର ଏକ ବିମାନ ପ୍ରଥମେ ଉତ୍କେଲାରୁ ରାୟପୁର ଉଡ଼ିବ। ପରେ ରାୟପୁରରୁ ଫେରି ଭୁବନେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri