Home Left

ସକାଳ ୯ରୁ ସାଢ଼େ ୬ ଯାଏ ଗଡ଼ିବନି ଭାରିଯାନ

ଅନୁଗୋଳ, ୧୧ା୯ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ନଂ. ଜାତୀୟ ରାଜପଥର ୧୭ କିଲୋମିଟର ରାସ୍ତା ମରାମତି ହେଉଛି। ଏହି ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ୧୭ କିଲୋମିଟର ରାସ୍ତାରେ…

ନିଲାମ ଧରୁନାହାନ୍ତି ବ୍ୟବସାୟୀ, ଶଢ଼ୁଛି ନଡ଼ିଆ

ଘଟଗାଁ,୧୧ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବାସିନୀ ମା’ ତାରିଣୀଙ୍କ ନିକଟକୁ ରାଜ୍ୟର ବିଭିନ୍ନ ଜିଲାରୁ ଦୈନିକ ହଜାର ହଜାର ମାନସିକ ନଡ଼ିଆ ଭକ୍ତ ପଠାଉଛନ୍ତି। ମାତ୍ର ଭକ୍ତଙ୍କ ଆଶା ବିଶ୍ୱାସ ଉପରେ କୁଠାରଘାତ କରାଯାଉଛି। ଏହା ଭୋଗ ନ…

ଜେଲ୍‌ ଯିବେ ଅଖିଳେଶ, ଶିବପାଲ: ରାଜଭର

ଲକ୍ଷ୍ନୌ,୧୧।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ସଭାପତି ଓମ ପ୍ରକାଶ ରାଜଭର ନିଜ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଘୋସି ଉପନିର୍ବାଚନରେ ଭାଜପାର ପରାଜୟ ପରେ ସମାଜବାଦୀ ପାର୍ଟି(ଏସ୍‌ପି) ସୁପ୍ରିମୋ ଅଖିଳେଶ ଯାଦବକୁ ଟାର୍ଗେଟ୍‌ କରିଛନ୍ତି। ରାଜଭର କହିଛନ୍ତି…

ସୋମପୁର-କିଶୋର ନଗର ରାସ୍ତା ବିପର୍ଯ୍ୟସ୍ତ

କଟକ ସଦର,୧୧ା୯(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁର-କିଶୋର ନଗର ରାସ୍ତାର କେଶନଗର ବଜାର ନିକଟ କିଛି ଅଂଶରେ ପାଣି ଜମି ରହି ପ୍ରବଳ କାଦୁଅ ହୋଇଛି। ଏଥିଯୋଗୁ ଯାତାୟାତରେ ଅସୁବିଧା ହେଉଛି। ଏହାର ପ୍ରତିବାଦରେ ରବିବାର କେତେଜଣ…

ନିଜଠୁ ୧୬ ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କୁ ଲୁଚିଛପି ବିବାହ କଲେ ଏହି ଅଭିନେତା

‘କ୍ୟାପଟେନ ଆମେରିକା’ ଅର୍ଥାତ୍‌ ଅଭିନେତା କ୍ରିସ ଇଭାନ୍ସ ଲୁଚିଛପି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହଠାତ୍‌ ବିବାହ କରି ସେ ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି। କ୍ରିସ ତାଙ୍କଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଛନ୍ତି।…

ଶହୀଦ ସ୍ମୃତିିସ୍ତମ୍ଭ ଅବହେଳିତ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମୃତିସ୍ତମ୍ଭକୁ ଉଦ୍‌ଘାଟନ କରିଥିଲେ। ତେବେ ଏହି ସ୍ମୃତିସ୍ତମ୍ଭ…

ପାର୍ବଣ ପୂର୍ବରୁ ଭିଡ଼ ନିୟନ୍ତ୍ରଣ ଚିନ୍ତା

ଭୁବନେଶ୍ୱର,୧୧।୯(ସତ୍ୟଜିତ୍‌ ରାଉତ): ରାଜଧାନୀରେ ଦିନକୁ ଦିନ ଲୋକଙ୍କ ସହ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ସେହି ଅନୁସାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇ ନ ପାରିବାରୁ ଅସମ୍ଭାଳ ଗହଳି ପରିଲକ୍ଷିତ ହେଉଛି। ଆବଶ୍ୟକ ସଂଖ୍ୟାରେ ଟ୍ରାଫିକ୍‌ ପୋଷ୍ଟ ଏବଂ କର୍ମଚାରୀ…

ୟୁଏସ ଓପନ ଜିତିଲେ ନୋଭାକ ଜୋକୋଭିକ

ନ୍ୟୁୟର୍କ,୧୧।୯: ୟୁଏସ ଓପନ ୨୦୨୩ ବ୍ୟାଡମିଣ୍ଟନ ଚାମ୍ପିଅନଶିପର ଫାଇନାଲରେ ଡୋନାଏଲ ମେଡଭେଡେଭଙ୍କୁ ପରାସ୍ତ କରି ନୋଭାକ ଜୋକୋଭିକ ଟାଇଟଲ ଜିତିଛନ୍ତି। ଏହା ଜୋକୋଭିକଙ୍କ ୨୪ତମ ପୁରୁଷ ଏକକ ଗ୍ରାଣ୍ଡ ସ୍ଲାମ ଟାଇଟଲ ଥିଲା। ଜୋକୋଭିକ ଫାଇନାଲରେ ଡାନିଏଲ ମେଡଭେଡେଭଙ୍କୁ ୬-୩, ୭-୬,…

ରାତି ହେଲେ କୁକୁର ଡର

ଭୁବନେଶ୍ୱର,୧୧।୯(ବନ୍ଦନା ସେଠୀ): ରାଜଧାନୀ ରାସ୍ତାରେ ବୁଲା କୁକୁର ରାଜ୍‌ କରୁଛନ୍ତି। ଗଳିକନ୍ଦିରୁ ରାଜରାସ୍ତା, ସବୁଠି କୁକୁରଙ୍କ ପ୍ରାଦୁର୍ଭାବ ଭୁବନେଶ୍ୱରବାସୀଙ୍କୁ ଅତିଷ୍ଠ କରୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଯାହାକୁ ପାଉଛନ୍ତି ଗୋଡ଼ାଇ କାମୁଡୁଛନ୍ତି। ହଠାତ୍‌ ଚଳନ୍ତା ଗାଡ଼ି ଆଗକୁ ଆସି…

ଆକର୍ଷଣ ସାଜିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୨୦ ବେଶ

ଜଟଣୀ,୧୧।୯(ରବୀନ୍ଦ୍ର ନାଥ ମହାକୁଡ଼): ଗଣେଶପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସମସ୍ତେ ନିଜ ତୋରଣକୁ ଅନ୍ୟଠୁ ଭିନ୍ନ ଓ…

ବଲିଉଡକୁ ଫେରିବେ ଇମ୍ରାନ ଖାନ୍‌…

ମୁମ୍ବାଇ : ପ୍ରତୀକ ବାବର ଏବଂ ଇମ୍ରାନ ଖାନ୍‌ ୨୦୦୮ ମସିହାରେ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ରେ ଏକାଠି ବଲିଉଡରେ ଡେବ୍ୟୁ କରିଥିଲେ। ଇମ୍ରାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ପ୍ରତୀକ ଏହି ଚଳଚ୍ଚିତ୍ରରେ ଏକ ସହାୟକ…

ମୋଦିଙ୍କୁ ଧନ୍ୟବାଦ ଦେଲେ ନୋରା

ମୁମ୍ବାଇ: ମରକ୍କୋରେ ଶୁକ୍ରବାର ହୋଇଥିବା ଭୂକମ୍ପରେ ବହୁ କ୍ଷୟକ୍ଷତି ହୋଇଛି। ହଜାର ହଜାର ଲୋକଙ୍କ ଜୀବନ ହାନୀ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି। କିଏ ନିଜ ପରିବାରକୁ ହରାଇଛି ତ ପୁଣି କିଏ ନିଜ ପ୍ରିୟଜନଙ୍କୁ। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?