ବୁମ୍ରାଙ୍କୁ ଉପହାର ଦେଲେ ପାକିସ୍ତାନ ଦ୍ରୁତ ବୋଲର୍
କଲମ୍ବୋ,୧୧।୯: ଲଗାତାର ବର୍ଷା ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ ମ୍ୟାଚ ବ୍ୟାହତ କରିଛି। ବର୍ଷା ହେତୁ ଏଠାରେ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ସୁପର-୪ ମ୍ୟାଚ ରିଜର୍ଭ ଡେ’କୁ ସ୍ଥଗିତ ରଖିବାକୁ…
ଆଜି ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେତେବେଳେ ଆରମ୍ଭ ହେବ
କଲମ୍ବୋ,୧୧।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ରବିବାର ଦିନ ଖେଳ ଶେଷ ହୋଇପାରି ନାହିଁ। ଭାରତୀୟ ଇନିଂସରେ ୨୪.୧ ଓଭର ଖେଳ ପରେ ବର୍ଷା ବାଧା ସୃଷ୍ଟି କରିଥିଲା। ଏହା ପରେ ଗୋଟିଏ…
କୀଟନାଶକ ପିଇ ପୂରା ପରିବାର ଶେଷ
ସୋହେଲା,୧୧ା୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାର ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇ ରବିବାର ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର…
ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା
ଖ୍ରୀଷ୍ଟଚର୍ଚ୍ଚ,୧୧।୯: ବିଶ୍ୱକପ ୨୦୨୩ ଆରମ୍ଭ ପାଇଁ ବହୁତ କମ ସମୟ ବାକି ଅଛି। ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିଶ୍ୱକପ ୨୦୨୩ ପାଇଁ ଖେଳାଳିମାନଙ୍କୁ ଘୋଷଣା କରିଛି। କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ଦଳରେ ଅଭିଜ୍ଞ ଖେଳାଳି…
‘ନା କରିବି, ନା କରାଇଦେବି’
ନୂଆଦିଲ୍ଲୀ,୧୧।୯: ଜି-୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଆସିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ପରେ ଭିଏତନାମରେ ପହଞ୍ଚିଛନ୍ତି। ସେଠାରେ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, ସେ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାନବିକ ଅଧିକାର ଏବଂ ମୁକ୍ତ…
ହାତୀ ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୨ ଗୁରୁତର
ବାରିପଦା,୧୧ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ବେଣାପୁରା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଡ଼ାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ…
ଜି-୨୦ ଡିନର୍ରେ ସାମିଲ ହେବାରୁ ମମତାଙ୍କ ଉପରେ ବର୍ଷିଲେ ଅଧୀରରଞ୍ଜନ
ନୂଆଦିଲ୍ଲୀ,୧୧।୯: ଜି-୨୦ ସମ୍ମଳିନୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପକ୍ଷରୁ ଆୟୋଜିତ ଡିନର୍ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ନେଇ ବିବାଦ ଉପୁଜିଛି। ତାଙ୍କର ଏହି ନିଷ୍ପତ୍ତି ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ…
ନାଇଜେରିଆରେ ଡଙ୍ଗା ବୁଡି ୨୬ ମୃତ
ଅବୁଜା.୧୧।୯: ନାଇଜେରିଆରେ ଏକ ଡଙ୍ଗା ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି, ଯେଉଁମାନଙ୍କୁ ଖୋଜା ଚାଲିଛି। ରବିବାର ନାଇଜେରିଆରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ଦେଶର ଉତ୍ତର-ମଧ୍ୟ ଭାଗରେ ଏକ…
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସାରା ବିଶ୍ୱରେ ପାଳନ କରାଯିବ ଦୀପୋତ୍ସବ
ଅଯୋଧ୍ୟା,୧୧।୯: ଦୁଇ ଦିନ ଧରି ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ଅଧିକାରୀମାନେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି। ରବିବାର ଭିଏଚପିର କେନ୍ଦ୍ରୀୟ ଗୋଷ୍ଠୀର ବୈଠକରେ ରାମ ଲଲାଙ୍କ ସମର୍ପଣ ପାଇଁ ପ୍ରସ୍ତୁତି ଏବଂ ପର୍ବକୁ ଐତିହାସିକ କରିବା ଉପରେ ଆଲୋଚନା କରାଯାଇଥିଲା। ଯେଉଁ…
କାଲିଠୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ
ବାଣପୁର,୧୧ା୯(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୂଳ ପଞ୍ଚାୟତ ଅଶରୀପାଟଣା ଗ୍ରାମର ବାସୁଦେବ ନାୟକ(୪୦) ରବିବାର ପୂର୍ବାହ୍ନରୁ କେଉଁଆଡେ ଚାଲିଯାଇ ଘରକୁ ଫେରି ନ ଥିବା କହିଥିଲେ ତାଙ୍କ ପରିବାର ଲୋକେ। ତେବେ ଆଜି ସକାଳୁ ପାନ୍ଥନିବାସ ଜେଟି…
କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ
ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’ ସହଜ କଥା ନୁହେଁ ସେ କାଳଖଣ୍ଡରେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହଙ୍କ ସାମ୍ରାଜ୍ୟ। ବଙ୍ଗ…
ପଠାଣି ସାମନ୍ତ ସଂଗ୍ରହାଳୟ ଛାତରୁ ପାଣି ଗଳୁଛି
ଖଣ୍ଡପଡ଼ା,୧୧ା୯(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ୱାରା ୨୦୧୬ ଡ଼ିସେମ୍ବର ୨୫ରେ ଖଣ୍ଡପଡାଠାରେ ପ୍ରତିଷ୍ଠା ହୋଇଥିବା ପଠାଣି ସାମନ୍ତ ସଂଗ୍ରହାଳୟଟି ସଂପ୍ରତି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ଏବେ ବର୍ଷା ଦିନେ…

