Home Left

୪ ପିଲାଙ୍କୁ ଛୁରାମାଡ଼

ପ୍ୟାରିସ୍‌,୯ା୬ : ଫ୍ରାନ୍ସର ଆନ୍ନେସି ସହରରେ ଜଣେ ବ୍ୟକ୍ତିଙ୍କ ଛୁରାମାଡ଼ରେ ୪ ଛୋଟପିଲାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଛୁରାମାଡ଼ କରିବା ପରେ ଦୌଡ଼ି ପଳାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୬ ସେକେଣ୍ଡର ଉକ୍ତ…

ସତ୍ୟପାଠ କରି ଆଦିବାସୀଙ୍କ ଧର୍ମ ପରିବର୍ତ୍ତନ ଉଦ୍ୟମ

ବଡ଼ବିଲ,୯ା୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଓ ବଲାଣି ଥାନା ଅଧୀନ ଅପହଞ୍ଚ ଇଲାକାରେ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାରକମାନେ ସତ୍ୟପାଠ ଜରିଆରେ ନିରୀହ ଆଦିବାସୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ବଡବିଲ ତହସିଲଦାରଙ୍କ ନିକଟରେ ଧର୍ମ ପରିବର୍ତ୍ତନ ନିମନ୍ତେ…

ରେଳ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୨ ଲକ୍ଷ ୫୦ ହଜାରର ସହାୟତା

ଭୁବନେଶ୍ବର,୯ା୬(ବ୍ୟୁରୋ): ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟ କରିବା ଲାଗି ବୁଧବାର ନିଖିଳ ଓଡ଼ିଶା ଟ୍ରେଜେରି ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ୧ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଲୋକସେବା ଭବନଠାରେ ମୁଖ୍ୟ ଶାସନ…

କାନାଡା ବନାଗ୍ନିରେ ୧୦ କୋଟି ପ୍ରଭାବିତ

ଅଟାଓ୍ବା/ନ୍ୟୁୟର୍କ,୯ା୬: କାନାଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାନାଡା ଓ ଆମେରିକାର ଅନୂ୍ୟନ ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୩.୮ ନିୟୁତ ହେକ୍ଟରରୁ ଊର୍ଦ୍ଧ୍ୱ ଅଞ୍ଚଳ(ନ୍ୟୁଜର୍ସି ଆକୃତିର ପ୍ରାୟ ଦୁଇଗୁଣା)କୁ ନିଅଁା ମାଡ଼ିଥିବା କାନାଡିଆନ୍‌ ନ୍ୟାଶନାଲ ଫାୟାର ଡେଟାବେସ୍‌…

ଇନ୍ଦିରା ହତ୍ୟାକାଣ୍ଡକୁ ନେଇ କାନାଡାରେ ଉତ୍ସବ

ନୂଆଦିଲ୍ଲୀ,୯ା୬: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡକୁ ନେଇ କାନାଡ଼ାରେ ଉତ୍ସବ ମନାଇବା ଘଟଣାକୁ ନୂଆଦିଲ୍ଲୀ କଡ଼ା ନିନ୍ଦା କରିଛି। କାନାଡ଼ାରେ ବିଚ୍ଛିନ୍ନତାବାଦୀ ଉଗ୍ରପନ୍ଥୀ ଓ ହିଂସାକୁ ସମର୍ଥନ କରୁଥିବା ଭାରତ ବିରୋଧୀ ତତ୍ତ୍ୱଙ୍କୁ ସ୍ଥାନ ଦିଆଯାଉଛି। ଏହା କାନାଡ଼ା…

୨୦ରେ ଘୋଷଯାତ୍ରା: ସହରକୁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ

ପୁରୀ ଅଫିସ,୯ା୬: ଶ୍ରୀବିଗ୍ରହଙ୍କ ଘୋଷଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଘୋଷଯାତ୍ରାକୁ ଯେପରି ସରସ ସୁନ୍ଦର ତଥା ଶୃଙ୍ଖଳିତ କରାଯିବ, ସେନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲୁଥିବାବେଳେ ବିଭିନ୍ନ ବିଭାଗ, ଅଧିକାରୀ ଏବଂ ସେବାୟତମାନଙ୍କ ସହ ଜିଲା ପ୍ରଶାସନ…

ସବୁ ଜିଲାପାଳଙ୍କୁ ଖରିଫ ସର୍କୁଲାର ଜାରିକଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୬(ବ୍ୟୁରୋ): ଖରିଫ୍‌ ୨୦୨୩ କାର୍ଯ୍ୟକ୍ରମରେ ରାଜ୍ୟର ୬୧.୮୦ ଲକ୍ଷ ହେକ୍ଟର ଚାଷଜମିରୁ ୧୧୬.୮୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ, ୨.୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ତୈଳବୀଜ, ୯.୨୮ ଲକ୍ଷ ଗାଣ୍ଠି ତନ୍ତୁଜ ଏବଂ ୮୭.୪୨ ଲକ୍ଷ ମେଟ୍ରିକ୍‌ ଟନ୍‌ ପନିପରିବା ଓ…

ସଂସଦରେ ଶିଶୁକୁ ସ୍ତନ୍ୟପାନ କରାଇଲେ

ଇଟାଲୀ ପାର୍ଲାମେଣ୍ଟରେ ଏମ୍‌ପି ଗିଲ୍‌ଡା ସ୍ପୋର୍ଟିଏଲ୍ଲୋ ନିଜ ଶିଶୁପୁତ୍ର ଫେଡେରିକୋକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାକୁ ଆସିଛନ୍ତି। ଚ୍ୟାମ୍ବର ଅଫ୍‌ ଡେପୁଟିଜ୍‌ରେ ନିଜ ପିଲାକୁ କ୍ଷୀର ପିଆଉଥିବାବେଳେ ସବୁ ଦଳର ଏମ୍‌ପିମାନେ ତାଳିମାରି ତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଦେଶରେ ପୂର୍ବରୁ ଏପରି…

ମଡେଲ ଭିଟ୍ଟୋରିଆ ହୋଇପାରନ୍ତି ଇଟାଲୀ ରାଣୀ

ଉତ୍ତରପଶ୍ଚିମ ଇଟାଲୀର ସାଭୋୟ ହେଉଛି ୧୧୮ ଛୋଟ ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏକ ରାଜ୍ୟ। ଏହାର ରାଜଧାନୀ ହେଉଛି ଭେନିସ୍‌। ପ୍ରିନ୍ସ ଇମାନ୍ବେଲ ଫିଲିବର୍ଟୋ ଅଫ୍‌ ସାଭୋୟ ‘ପ୍ରିନ୍ସ ଅଫ୍‌ ଭେନିସ୍‌’ ନାମରେ ମଧ୍ୟ ପରିଚିତ। ସେ ଫରାସୀ ହାଇ ସୋସାଇଟିର…

ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ଘଟଣା: ନୟାଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯ା୬ (ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ସିମ୍‌ କାର୍ଡର ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରିଛି। ସେ ହେଲେ ନୂଆଗାଁ ଥାନା ଅଞ୍ଚଳର…

‘ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ ଦରକାର’

ଭୁବନେଶ୍ବର, ୯ା୬(ବ୍ୟୁରୋ): ନବୀକୃତ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପୋର୍ଟାଲର ମୃତ୍ତିକା ନମୁନା ସଂଗ୍ରହ ଆପ୍‌ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ…

ପ୍ରାୟ ୫୦% ୨ ହଜାରିଆ ନୋଟ୍‌ ଫେରିଲାଣି

ମୁମ୍ବାଇ,୯ା୬: ଦେଶର ବ୍ୟାଙ୍କଗୁଡ଼ିକୁ ପ୍ରାୟ ୧.୮୦ ଲକ୍ଷ କୋଟି ଟଙ୍କାର ୨ ହଜାରିଆ ନୋଟ୍‌ ଫେରିଲାଣି ବୋଲି ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୩ ମାର୍ଚ୍ଚ ୩୧ରେ ସର୍କ୍ୟୁଲେଶନରେ ୩.୬୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri