Home Left

ସୋସିଆଲ ମିଡିଆରୁ କାଜଲଙ୍କ ବିରତି

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସୋସିଆଲ ମିଡିଆ ନିତାନ୍ତ ଆବଶ୍ୟକ ହୋଇଗଲାଣି। ଏହି ସମୟରେ ବଲିଉଡ୍‌ ଅଭିନେତ୍ରୀ କାଜଲ ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ଜରିଆରେ ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି…

ଭାରତରେ ୧୦.୧ କୋଟି ମଧୁମେହ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୬(ଆଇଏଏନ୍‌ଏସ୍‌): ଭାରତରେ ୩୧ କୋଟି ୫୦ ଲକ୍ଷ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିବାବେଳେ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ଆକ୍ରାନ୍ତ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଦି ଲାନ୍‌ସେଟ୍‌…

ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ପରିବର୍ତ୍ତନକୁ ବିରୋଧ

ନୂଆଦିଲ୍ଲୀ,୧୦ା୬(ପି.ଟି.): ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ନିକଟରେ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରୁ ବହୁ ବିଷୟ ଅଯଥା କାଟିଦେବା ଓ ହଟାଇଦେଇଥିବାରୁ ପୁସ୍ତକର ଉପଦେଷ୍ଟାମାନେ ଏହାର ପ୍ରତିବାଦ କରିଛନ୍ତି। ୨୦୦୬-୦୭ରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପ୍ରଥମେ ପ୍ରକାଶିତ ରାଜନୀତି…

ପାକିସ୍ତାନ ଆଣିଲା ୧.୮ ଲକ୍ଷ କୋଟିର ପ୍ରତିରକ୍ଷା ବଜେଟ

ଇସ୍‌ଲାମାବାଦ, ୧୦ା୬: ଗୁରୁତର ଆର୍ଥତ୍କ ସଙ୍କଟ ମଧ୍ୟରେ ଥିବା ପାକିସ୍ତାନ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରତିରକ୍ଷା କ୍ଷେତ୍ର ଲାଗି ୧.୮ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଛି। ଏହା ପୂର୍ବବର୍ଷ ତୁଳନାରେ ୧୫.୫ ପ୍ରତିଶତ ଅଧିକ। ପାକିସ୍ତାନ ସରକାର ଶୁକ୍ରବାର…

ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ୨ ବ୍ୟାରେଜ

ସୋନପୁର,୧୦।୬(ନି.ପ୍ର.): ମହାନଦୀର ଖଇରମାଳ ଓ ଗୋଧନେଶ୍ୱରଠାରେ ବ୍ୟାରେଜ୍‌ ନିର୍ମାଣ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି। ୨ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ…

ସରକାରଙ୍କ ନାଁରେ ପୁଞ୍ଜିପତି ଅର୍ଥ ବ୍ୟବସ୍ଥାକୁ ଅକ୍ତିଆର କରିନେଉଛନ୍ତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଭାରତର ଅର୍ଥ ବ୍ୟବସ୍ଥାକୁ ସରକାରଙ୍କ ନଁାରେ ପୁଞ୍ଜିପତିମାନେ ଅକ୍ତିଆର କରିନେଉଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ସରକାରଙ୍କ ଉପରେ ନିିର୍ଭର କରୁଛି। ଏହାଛଡ଼ା ଜନସାଧାରଣଙ୍କ ମଧ୍ୟ ଏ କ୍ଷେତ୍ରରେ ଦାୟିତ୍ୱ ରହିଛି। ଯଦି ଆମେ ନୀରବ ରହିବା ଏବଂ ଭୁଲ୍‌…

ନୂତନ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ

କୋରାପୁଟ,୧୦ା୬(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଏକ ନୂତନ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏନେଇ ହକି ପଡ଼ିଆଠାରେ ପ୍ରାରମ୍ଭିକ କର୍ଯ୍ୟ ଆରମ୍ଭ ହେଇଥିବା ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ କହିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ…

କାଳବୈଶାଖୀ: ଉଡ଼ିଲା ଛପର,ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟି

କୋରାପୁଟ /ନାରାୟଣପାଟଣା, ୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): କାଳବୈଶାଖୀର ପ୍ରଭାବ କୋରାପୁଟ ଜିଲାର ନାରାୟଣପାଟଣାରେ ଶୁକ୍ରବାର ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ ବୋହି ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିବା ସହ ତାରଗୁଡିକ ଛିଣ୍ଡିଯାଇଥିଲା। ଫଳରେ ପାଲକଣ୍ଡା ସାହି ଓ ବିସ୍ଥାପିତ ସାହିଗୁଡିକ ଅନ୍ଧାରରେ ଦେଖିବାକୁ…

ଆନ୍ଧ୍ରରୁ ଆସିବ ରଥଟଣା ଦଉଡ଼ି

ନବରଙ୍ଗପୁର,୧୦।୬ (ବି.ପ୍ର.): ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରଥ ଟଣା ପାଇଁ ଆନ୍ଧ୍ରପ୍ରଦେଶରୁ…

୪ଶହ ପିଲାଙ୍କୁ ଜଣେ ଅଧ୍ୟାପକ

ନବରଙ୍ଗପୁର,୧୦।୬(ବି.ପ୍ର.): ଭିତ୍ତିଭୂମି ଅଭାବରୁ ନବରଙ୍ଗପୁରରେ ଭୁଶୁଡ଼ି ପଡ଼ିଛି ଉଚ୍ଚଶିକ୍ଷାର ମୂଳଦୁଆ। ଆବଶ୍ୟକ ଅଧ୍ୟାପକ ଅଭାବରୁ ଦୋହଲିଯାଇଛି ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ଗ୍ରହଣ ଆଗ୍ରହ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ସମସ୍ତ କଲେଜରେ ଦେଖାଦେଇଛି ଅଧ୍ୟାପକ ଅଭାବ। ଛାତ୍ରୀଛାତ୍ରଙ୍କ ତୁଳନାରେ ବହୁ କମ୍‌ ରହିଛନ୍ତି…

ଜଳାଶୟମୁହାଁ ବନ୍ୟପ୍ରାଣୀଙ୍କୁ ଶିକାର

ନୟାଗଡ଼ ଅଫିସ,୧୦।୬: ଗ୍ରୀଷ୍ମଋତୁରେ ଖାଦ୍ୟ ଓ ପାଣି ଅନ୍ବେଷଣରେ ଗଁା ଓ ସହରମୁହଁା ହେଉଥିବା ବନ୍ୟପ୍ରାଣୀଙ୍କୁ ଶିକାର କରିବା ସୁବିଧା ହେଉଛି। ଏଥିପାଇଁ ଶିକାରୀମାନେ ବନ୍ୟପ୍ରାଣୀ ଆସୁଥିବା ବିଭିନ୍ନ ଜଳାଶୟକୁ ଚିହ୍ନଟ କରୁଛନ୍ତି। ପରେ ଜଳାଶୟ ନିକଟରେ ଲୁଚି ଛପି ଶିକାର…

ସଞ୍ଜ ନଇଁଲେ ଶୂନ୍‌ଶାନ୍‌

ଢେଙ୍କାନାଳ ଅଫିସ, ୧୦।୬: ଘରୁ ଗୋଡ଼ କାଢ଼ିଲେ ଘାରୁଛି ଭୟ। ଗଁା ରାସ୍ତାରେ ଗଲାବେଳେ ପତ୍ରଟେ ହଲିଲେ ଥରିଯାଉଛି ଛାତି। ସଞ୍ଜ ନଇଁଲେ ଶୂନ୍‌ଶାନ୍‌ ହୋଇଉଠୁଛି ପରିବେଶ। ଚାଷବାସ, ପାଠପଢ଼ା, ଜରୁରୀ କାର୍ଯ୍ୟ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। ଗୋଠଛଡ଼ା ଦନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri