Home Left

ଭାଜପା-ଜେଜେପି ମେଣ୍ଟରେ ଫାଟକୁ ନେଇ ମୁହଁ ଖୋଲିଲେ ଦୁଷ୍ୟନ୍ତ ଚୌଟାଲା

ଚଣ୍ଡିଗଡ଼,୧୦।୬: ହରିୟାଣାରେ ଭାଜପା-ଜେଜେପି ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ରାଜ୍ୟରେ ସ୍ଥିର ସରକାର ଚଳାଇବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଭାଜପା-ଜେଜେପି…

ଯୋଗ ରାଜନୀତି, ପଞ୍ଜାବରେ ମୋଦିଙ୍କ ଭଳି ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ କରାଇବ ଏଏପି, ସାମିଲ ହେବେ କେଜରିଓ୍ବାଲ

ଚଣ୍ଡିଗଡ଼,୧୦।୬: ଜୁନ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହେଲେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଯୋଗ ଦିବସ…

ପୋରବନ୍ଦରରୁ ୫ ସନ୍ଦିଗ୍ଧଙ୍କୁ ଗିରଫ କଲା ଗୁଜରାଟ ଏଟିଏସ

ପୋରବନ୍ଦର,୧୦।୬: ଗୁଜୁରାଟର ଏଟିଏସ ଟିମ ପୋରବନ୍ଦରରେ ଏକ ବଡ ଅପରେସନରେ ସଫଳତା ପାଇଛନ୍ତି। ଏଟିଏସ ଆଇଏସ ମଡ୍ୟୁଲ ପର୍ଦ୍ଦାଫାଶ କରିବାକୁ ଯାଇ ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ଗୁଇନ୍ଦା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମଞ୍ଚରେ ପଡିଯାଇ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୦।୬: ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘଟଣ। ଶୁକ୍ରବାର କାର୍ଯ୍ୟକ୍ରମର ତୃତୀୟ ସାରେ ମ୍ୟାଲେସିଆରୁ ଆସିଥିବା ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନ ନୃତ୍ୟ ପରିବେଷଣ…

ସେମ ହେମ୍ବ୍ରମନୂତନ ଜିଲା କଂଗ୍ରେସ ସଭାପତି ନିଯୁକ୍ତ

ଦେବଗଡ,୧୦।୬: ଦେବଗଡ ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ପୂର୍ବତନ ଜିଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମ ନିଯୁକ୍ତ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ ଅଖିଳ ଭାରତୀୟ କଂଗ୍ରେସ କମିଟି ହେମ୍ବ୍ରମଙ୍କୁ ଦେବଗଡ ଜିଲା କଂଗ୍ରେସ…

ମହାରାଷ୍ଟ୍ର ରାଜନୀତିରେ ପୁଣି ଅଶାନ୍ତି, ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଇସ୍ତଫା ଦେବା ନେଇ ଚର୍ଚ୍ଚା

ମୁମ୍ବାଇ,୧୦।୬: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେବ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ଭାଜପା ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ତଥା ଏମ୍‌ପି ଶ୍ରୀକାନ୍ତ ଶିନ୍ଦେ ତାଙ୍କ…

ଏହି ଦିନଠୁ ଆରମ୍ଭ ହେବ ‘ଆଦିପୁରୁଷ’ର ଆଡଭାନ୍ସ ବୁକିଂ, ୧୦ ହଜାର ଟିକେଟ୍‌ କିଣିଲେ ରଣବୀର, ଜାଣନ୍ତୁ କାରଣ…

ମୁମ୍ବାଇ: ଜୁନ ୧୬ରେ ଅଭିନେତ୍ରୀ କ୍ରିତି ସାନନ ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏହି ସମୟରେ ଖବର ଅଛି ଯେ ଫିଲ୍ମର…

ଟିମ୍‌ ଇଣ୍ଡିଆରେ ରିଷଭ ପନ୍ତଙ୍କ ଅନୁପସ୍ଥିତି ପରିଲକ୍ଷିତ ହେଉଛି: ଡବ୍ଲୁଟିସି ମ୍ୟାଚକୁ ନେଇ ଏଭଳି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଓଭାଲରେ ଚାଲିଛି। ଅଷ୍ଟ୍ରେଲିଆ ଟିମ୍‌ ୪୬୯ ରନ ସ୍କୋର କରିଥିବା ବେଳେ ଏହାର ଜବାବରେ ଟିମ୍‌ ଇଣ୍ଡିଆ ମାତ୍ର ୨୯୬ ରନ୍‌ରେ ସୀମିତ ରହିଥିଲା। ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ: ହାଇକୋର୍ଟରେ ପିଟିସନ ଦାଖଲ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଗୁଜରାଟ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ମାର୍ଚ୍ଚ ୩୧ରେ ଶୁଣାଣି ହୋଇଥିବା ଆଦେଶ ଉପରେ ଏଏପି…

ପଶ୍ଚିମବଙ୍ଗରେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୦।୬: ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ତୀବ୍ର ହୋଇଛି। କଂଗ୍ରେସ ଏମପି ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ନିର୍ବାଚନ ପାଇଁ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାକୁ ଦାବି କରିଛନ୍ତି। ଶୁକ୍ରବାର ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଜଣେ…

ମହିଳାଙ୍କୁ ମାଗଣାରେ ମୋବାଇଲ ଦେବାକୁ ସରକାର ଆରମ୍ଭ କରିବେ ବିଶେଷ ସୁବିଧା

ଜୟପୁର,୧୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟର ମହିଳାମାନଙ୍କୁ ମାଗଣା ମୋବାଇଲ ଫୋନ ଉପହାର ଦେବାକୁ ଯାଉଛନ୍ତି। ବର୍ତ୍ତମାନ କଂଗ୍ରେସ ମଧ୍ୟ ଏଥିପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛି। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଯୋଜନା ଥିଲା ଯେ ମାଗଣା…

ମହିଳା ରେସ୍‌ଲରଙ୍କ ସହିତ ବ୍ରିଜ୍‌ଭୂଷଣଙ୍କ କାର୍ଯ୍ୟାଳୟରେ ପୋଲିସ

ନୂଆଦିଲ୍ଲୀ, ୧୦ା୬(ପି.ଟି.): ମହିଳା ରେସ୍‌ଲରଙ୍କ ପ୍ରତି ଯୌନଶୋଷଣ ମାମଲାରେ ଭାରତୀୟ ରେସଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ଦିଲ୍ଲୀ ପୋଲିସ। ଜଣେ ମହିଳା ରେସ୍‌ଲରଙ୍କ ସହିତ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ସିନ୍‌ ରିକ୍ରିଏଶନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri