ଜଳିଗଲା ପାର୍ଟ୍ସ ଦୋକାନ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): କଟକରୋଡ୍ରେ ହିନ୍ଦୁସ୍ଥାନ ଜୁଏଲର୍ସ ନିକଟରେ ଥିବା କିଛି ଦୋକାନରେ ରବିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଗୋଟିଏ ଦମକଳ ନ ପାରିବାରୁ ଆଉ ଗୋଟିଏ…
ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
କୋଲାବିରା,୧୧।୬(ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ରଘୁନାଥପାଲି ଛକରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲଇଡ଼ା ରାଖିବାହାଲ ଗ୍ରାମର ରାଜେଶ ଲୁହା(୩୦)। ଦୁର୍ଘଟଣାରେ ବାଇକ୍ରେ…
କର୍ନାଟକରେ କଂଗ୍ରେସର ପାଞ୍ଚ ‘ଗ୍ୟାରେଣ୍ଟି’ ଅନ୍ୟ ରାଜ୍ୟରେ ହେବ ଲାଗୁ! ଡିକେ ଶିବକୁମାର କହିଲେ କ’ଣ ରହିଛି ସମ୍ଭାବନା
ବେଙ୍ଗାଲୁରୁ,୧୧।୬: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ରବିବାର କହିଛନ୍ତି କର୍ନାଟକରେ କଂଗ୍ରେସର ୫ ଗ୍ୟାରେଣ୍ଟି ସବୁଠାରୁ ବଡ ଚ୍ୟାଲେଞ୍ଜିଙ୍ଗ ପଦକ୍ଷେପ ଥିଲା। ଏହାସହ ସେ କହିଛନ୍ତି, ସେ ଭାବୁଛନ୍ତି କି ଅନ୍ୟ ରାଜ୍ୟରେ ଦଳ ଏହାକୁ ପାଳନ କରିପାରେ, ଯାହା…
ଡିଏମକେ ଶାସନରେ କେହି ତାମିଲ ହୋଇ ନାହାନ୍ତି ପ୍ରଧାନମନ୍ତ୍ରୀ, ଷ୍ଟାଲିନଙ୍କୁ ଟାର୍ଗେଟ କଲେ ଶାହା
ନୂଆଦିଲ୍ଲୀ,୧୧।୬: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଶନିବାର ଅର୍ଥାତ୍ ଜୁନ ୧୦ରେ ରାଜ୍ୟ ପାଇଁ ଭାଜପା ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସ୍ବତନ୍ତ୍ର ଯୋଜନାର ତାଲିକା ମାଗିଥିବାବେଳେ ରବିବାର ଅର୍ଥାତ୍ ଜୁନ ୧୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
ଅଲଗା ହେବେ ନେହା-ରୋହନପ୍ରିତ!
ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ତାଙ୍କର ୩୫ତମ ଜନ୍ମଦିନ ୬ ଜୁନରେ ଧୁମଧାମରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନରେ ନେହା ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି ରଖିଥିଲେ, ଯେଉଁଥିରେ ସେ ବହୁତ ମଜା କରୁଥିବାର ଦେଖାଯାଇଥିଲା। ନେହା…
୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ
ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟାରେ ଆନନ୍ଦପୁର ବିଏନ୍ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ଆସି…
‘ଆନିମଲ’ର ପ୍ରି ଟିଜର ଆଉଟ
ମୁମ୍ବାଇ: ଅଭିନେତା ରଣବୀର କପୁର ‘ତୁ ଝୁଠି ମେ ମକ୍କାର’ ପରେ ଏବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ରେ ନଜର ଆସିବେ। ଦର୍ଶକ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଫିଲ୍ମ ନିର୍ମାତା…
ଆମ ଭିତରେ ଜଣେ ନୁହେଁ ଶହେ ସିସୋଡିଆ ଅଛନ୍ତି, ରାମଲିଳା ମଇଦାନରେ ବର୍ଷିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୬: ଦିଲ୍ଲୀର ରାମଲିଲା ମଇଦାନରେ ଏକ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ରାଲିରେ ସମ୍ବୋଧିତ କରିଛନ୍ତି। କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଡକାଯାଇଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରାଯାଇଛି। କେଜରିୱାଲ…
ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ
ମୋରଡ଼ା,୧୧ା୬(ଡି.ଏନ୍.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି। ହାତୀ…
ଯୌନ ଉତ୍ପିଡନ ଅଭିଯୋଗ ମଧ୍ୟରେ ବ୍ରିଜଭୂଷଣଙ୍କ ଶାୟରି
ନୂଆଦିଲ୍ଲୀ,୧୧।୬: ମହିଳା ରେସଲରଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଥିବା ବେଳେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ସାଂସଦ ଉତ୍ତରପ୍ରଦେଶର ଗୋଣ୍ଡାଠାରେ ଏକ ମେଗା ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ତାଙ୍କ…
ଝଡ଼ପବନରେ ଭାଙ୍ଗିଲା ୩୦ ଫୁଟର ହକି ସ୍ମାରକୀ
ରାଉରକେଲା ଅଫିସ,୧୧ା୬: ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଛି ୩୦ ଫୁଟ ଉଚ୍ଚତାର ବିଶାଳକାୟ ସ୍ମାରକୀ। ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନବନ୍ଦର ଛକରେ ତିଆରି ହୋଇଥିବା ୩୦ ଫୁଟ ଉଚ୍ଚତାର ହକି ସ୍ମାରକୀ। ରବିବାର…
ଦୀପିକା ଶେୟାର କଲେ ମଜାଳିଆ ପୋଷ୍ଟ
ମୁମ୍ବାଇ: ବଲିଉଡ୍ର ସବୁଠାରୁ ମଜାଳିଆ କପଲଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବେଶ୍ ଜଣାଶୁଣା। ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବଣ୍ଡିଂ ରହିଛି। ରଣବୀର ଏବଂ ଦୀପିକା ଅନେକ ସମୟରେ ମଜାଳିଆ ମୁହୂର୍ତ୍ତଗୁଡ଼ିକ ଫ୍ୟାନ୍ମାନଙ୍କ ସହ ଶେୟାର କରିଥାନ୍ତି।…
Archives


