୨୪୧ ଶିକ୍ଷକଙ୍କ ସାମୁହିକ ଛୁଟି
କର୍ଲାମୁଣ୍ଡା,୧୩ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷୟିତ୍ରୀ/ଶିକ୍ଷକ ସାମୁହିକ ଛୁଟି ନେବା ଦ୍ୱାରା ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି। ଫଳରେ ବୁଧବାର ଛାତ୍ରୀଛାତ୍ର…
ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ ଅଣଦେଖା
ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁଣ୍ଣ…
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା
କେସିଙ୍ଗା,୧୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଦୋରା, ସମ୍ପାଦକ ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଛି। ଏଥିରେ ଏନ୍ପିଏସ୍ ସଂଘ ସଭାପତି ଉଗ୍ରସେନ ସାହୁ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ
ବ୍ରହ୍ମପୁର,୧୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଭାତ କୁମାର ରାଜଗୁରୁ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଘଟଣାର ୬ବର୍ଷ ପରେ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ…
କଳାବ୍ୟାଜ୍ ପରିଧାନ କଲେ ଉପକାରାଗାର କର୍ମଚାରୀ
ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଛତ୍ରପୁର ଉପକାରାଗାର କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସତ୍ତ୍ୱେ ମଧ୍ୟ ଦାବି ପୂରଣ କରା ନ ଗଲେ ୨୫ ତାରିଖରୁ ସମସ୍ତ କର୍ମଚାରୀ କଳାବ୍ୟାଜ୍ ପରିଧାନ…
ନାସା ଶେୟାର କଲା ଅଦ୍ଭୁତ ଫଟୋ, ହୀରା ପରି ଚମକୁଛି ଏହି ଗ୍ରହ
ଓ୍ବାଶିଂଟନ,୧୩ା୯: ସୋସିଆଲ ମିଡିଆରେ ଆମେ ଅନେକ ଭିଡିଓ ଏବଂ ଫଟୋ ଦେଖୁ। ବେଳେବେଳେ ଆମେ ଏପିରି କିଛି ସୁନ୍ଦର ଜିନିଷ ଦେଖିଥାଉ, ଯେଉଁଥିରୁ ଆଖି ଫେରାଇବା କଷ୍ଟକର। ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ ଆଡମିନିଷ୍ଟ୍ରେଶନ (NASA) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ…
ଗୁଗୁଲରେ ‘ଗୁଗୁଲ ସ୍କାଏ’ ସର୍ଚ୍ଚ କଲେ ଦେଖିବେ ଅଦ୍ଭୁତ ଦୃଶ୍ୟ
ଆଜିର ସମୟରେ ଗୁଗୁଲ୍କୁ ‘ଜ୍ଞାନର ଗନ୍ତାଘର’ ବୋଲି କୁହାଯାଏ। ଏଥିରେ କିଛି ବି ପ୍ରଶ୍ନ ସର୍ଚ୍ଚ କଲେ ଆମେ ତାର ଉତ୍ତର ମିଳିଥାଏ। ଏମିତିରେ ଅନେକ ସ୍ବତନ୍ତ୍ର ଶବ୍ଦ ରହିଛି ଯାହାକୁ ଆପଣ ଗୁଗୁଲ୍ରେ ସର୍ଚ୍ଚ କରି କମାଲ ଦେଖିପାରିବେ। ସେଥିରୁ…
ସେପ୍ଟେମ୍ବର ୧୭ରେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ,୧୩।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସ୍ବତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ…
ଇମ୍ରାନ ଖାନଙ୍କ ଅଡୁଆ ବଢିଲା
ଇସଲାମାବାଦ୍,୧୩।୯: ପାକିସ୍ତାନର ଏକ ସ୍ବତନ୍ତ୍ର ଅଦାଲତ ଗୋପନୀୟ ତଥ୍ୟ ଲିକ ମାମଲାରେ ବୁଧବାର ଇମ୍ରାନ ଖାନଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଦାଲତଙ୍କ ଏହି ଆଦେଶ ଦ୍ୱାରା ଇମ୍ରାନ ଖାନଙ୍କ ଶୀଘ୍ର ଜେଲରୁ ବାହାରିବା ଆଶା ମଉଳିଛି।…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା
ଦାରିଙ୍ଗବାଡ଼ି,୧୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଧାରଣା ଦିଆଯାଇଥିଲା। ଏଥିସହ ସେମାନଙ୍କ ଦାବିକୁ…
ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିରୋଧୀ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି: ହେମନ୍ତ ସୋରେନ
ରାଞ୍ଚି,୧୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଭାଜପାକୁ ଟାର୍ଗେଟ୍ କରିଛନ୍ତି। ମୁଁ ଦେଶର ଏକମାତ୍ର ଆଦିବାସୀ ମୁଖ୍ୟମନ୍ତ୍ରୀ, ତେଣୁ ବିରୋଧୀମାନେ ମୋ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନେକ ଶକ୍ତିଶାଳୀ ସଂଗଠନ ବିରୋଧୀଙ୍କ…
ଭାରତର ଏହି ସହରକୁ କୁହାଯାଏ ‘ଭାରତର ସ୍କଟ୍ଲ୍ୟାଣ୍ଡ’
ବର୍ତ୍ତମାନ ସମୟରେ ଭାରତରେ ମୋଟ ୨୮ ରାଜ୍ୟ ଏବଂ ୮ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି। ଦେଶର ପ୍ରତିଟି ରାଜ୍ୟର ସଂସ୍କୃତି, ଖାଦ୍ୟପେୟ, ବେଶଭୂଷା ଭିନ୍ନ। ସେହିଭଳି ପ୍ରତି ସହର ନିଜର କୌଣସି ନା କୌଣସି ସ୍ବତନ୍ତ୍ରତାକୁ ନେଇ ଲୋକପ୍ରିୟ। ଆଜି…

