Home Left

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ

ଦିଗପହଣ୍ଡି,୧୨ା୬(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ୨୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଥାଲାସେମିଆ (ରକ୍ତ ଶିକୁଳି) ରୋଗରେ ପୀଡିତ ଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରସ୍ଥିତ ଏକ…

ଶ୍ରମ ବୋଝ ନୁହେଁ, ଶିଶୁଙ୍କ ହାତରେ ପଢ଼ା ବହି ଜରୁରୀ

କୁହାଯାଏ ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁଙ୍କ ବିକାଶ ଦ୍ୱାରା ଦେଶର ଭବିଷ୍ୟତ ଉଜ୍ଜଳ ହୋଇଥାଏ। ମାତ୍ର ବିଭିନ୍ନ କାରଣରୁ ଶିଶୁଙ୍କ ହାତରେ ପାଠପଢ଼ା ବହି ବଦଳରେ ଶ୍ରମର ବୋଝ ଧରିବାକୁ ପଡୁଛି। ଶିଶୁ ଶ୍ରମିକ ବିରୋଧରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ…

ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ। ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସେମାନଙ୍କ ସିଡିଆର୍‌ ଯାଞ୍ଚ କରୁଥିବା ସୂଚନା…

ଓଡ଼ିଶାରୁ ବଢ଼ୁଛି ଆଇଏସ୍‌ଆଇ ଲିଙ୍କ୍‌

ଭୁବନେଶ୍ୱର(ବ୍ୟୁରୋ),୧୨ା୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ, ଅନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କ ସହ ଲିଙ୍କ୍‌ ରହୁଥିବା କ୍ରମାଗତ ଭାବେ ଦେଖିବାକୁ ମିଳିଲାଣି। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର କେତେଜଣ କର୍ମଚାରୀ ହନିଟ୍ରାପ୍‌ର ଶିକାର ହୋଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ…

ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ

ଜଳେଶ୍ୱର, ୧୧ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରରେ ଡିଜେ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡୁଥିଲେ। ଏନେଇ ସ୍ଥାନୀୟ ଓ ଜିଲାସ୍ତରୀୟ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ ହୋଇଥିଲା। ବିଶେଷ କରି ରାତି ୧୦ଟା ପରେ ବାହାଘର ଶୋଭାଯାତ୍ରାରେ ଡିଜେ ଶବ୍ଦ ଯୋଗୁ…

ରୋଷେଇ ହୋଇ ନ ଥିବାରୁ ସ୍ତ୍ରୀଙ୍କୁ ପିଟି ହତ୍ୟା 

ଔପଦା,୧୧ା୬(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ଥାନା ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମର ଆଦିବାସୀ ବସ୍ତି ସିଂହସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କର ସ୍ବାମୀ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କରିଛନ୍ତି। ପୋଲିସ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଅଧିକ…

ଜଙ୍ଗଲରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ

କୁଚିଣ୍ଡା,୧୧ା୬(ଡି.ଏନ୍‌.ଏ): ଗତ ମେ ୨୬ତାରିଖରେ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ପୋଲିସ ଢେଙ୍ଗୁରଯୋର ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ରବିବାର ମୃତ୍ୟୁ ଘଟିଛି।…

ଇନ୍‌ଡୋର ଷ୍ଟାଡିୟମର ଉଦ୍‌ଘାଟନ କଲେ ଧର୍ମେନ୍ଦ୍ର

ବଲାଙ୍ଗୀର ଅଫିସ,୧୧ା୬: ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ସିଏସ୍‌ଆର ଅନୁଦାନରେ ନିର୍ମିତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମକୁ ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ରବିବାର ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଉଦ୍‌ଘାଟନୀ…

‘ଗର୍ଭବତୀ ମହିଳାମାନେ ଶାରୀରିକ ସୁସ୍ଥ ପିଲା ଜନ୍ମ ପାଇଁ ସୁନ୍ଦରାକାଣ୍ଡ, ରାମାୟଣ ପଢ଼ନ୍ତୁ’

ନୂଆଦିଲ୍ଲୀ,୧୧ା୬: ଗର୍ଭବତୀ ମହିଳାମାନେ ମାନସିକ ତଥା ଶାରୀରିକ ସୁସ୍ଥ ପିଲା ଜନ୍ମ କରିବା ପାଇଁ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢ଼ିବା ଉଚିତ ବୋଲି ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ କହିଛନ୍ତି। ମହିଳା ରୋଗ ବିଶେଷଜ୍ଞ ତଥା ରାଜ୍ୟପାଳ ସୌନ୍ଦରାରାଜନ ଆର୍‌ଏସ୍‌ଏସ୍‌ର ଏକ…

କ୍ଷମତାକୁ ଆଣିଲେ ଏନ୍‌ସିପି କରିପାରେ ଅଜିତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ମୁମ୍ବାଇ,୧୧ା୬: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଝିଅ ସୁପ୍ରିୟା ସୁଲେଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ସହ ତାଙ୍କୁ ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟର ଦାୟିତ୍ୱ ଦେଇଛନ୍ତି। ଏଥିସହିତ ତାଙ୍କୁ ଦଳର କେନ୍ଦ୍ରୀୟ ନିର୍ବାଚନ ମୁଖ୍ୟ ନିଯୁକ୍ତ କରାଯାଇଛି। ଏପରିକି…

ପାକିସ୍ତାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ପେଶାଓ୍ବର,୧୧ା୬: କାଳବୈଶାଖି ପ୍ରଭାବରେ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଯୋଗୁ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏପରିକି ୧୧୦ରୁ ଅଧିକ ଆହତ ଲୋକ ଆହତ ହୋଇଛନ୍ତି। ବନ୍ନୁ, ଦିଖାନ, ଲାକ୍କି ମାରଓ୍ବାତ୍‌ ଏବଂ କାରାକ…

ସୁନା, ରୂପା ଅଳଙ୍କାର ଚୋରି କରି ବନ୍ଧା ହେଲେ ଭଉଣୀ, ଭାଇ

ବରଗଡ଼ ଅଫିସ,୧୧।୬: ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ କଲାପାଣି ଗ୍ରାମରୁ ଗତ ୯ତାରିଖରେ ସଂଘଟିତ ସୁନା, ରୂପା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୨ ଭଉଣୀ, ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri