Home Left

ସୌଭାଗ୍ୟ ଆଣେ ବାମ୍ବୋପ୍ଲାଣ୍ଟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ,…

ଶ୍ରମ ହିଁ ସାହାରା

ତାଙ୍କ ପାଖରେ ନାହିଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ବା କୌଣସି ଚାକିରି। କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଏମାନେ ଅଣ୍ଟା ଭିଡ଼ିଛନ୍ତି। ଘରର ପୁରୁଷମାନେ ଯେ କେବଳ ଘରର ଦାୟିତ୍ୱ ନେବେ ସେ କଥାକୁ ବି ଭୁଲ ପ୍ରମାଣିତ କରିଛନ୍ତି। ଶ୍ରମକୁ…

ମେ’ ୧ ରୁ ୩ ମାସ ଭିତରକନିକା ବନ୍ଦ

ରାଜନଗର,୩୦।୪(ଡି.ଏନ.ଏ.): ସରୀସୃପଙ୍କ ନନ୍ଦନକାନନ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ’ ୧ ରୁ ଜୁଲାଇ…

ରୋଜ୍‌ଭ୍ୟାଲିର ଆଉ ୫୪ କୋଟି ସମ୍ପତ୍ତି ଆଟାଚ୍‌ କଲା ଇଡି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ବିଭିନ୍ନ ସ୍କିମ୍‌ ଜରିଆରେ ବହୁ କୋଟି ଟଙ୍କା ଠକେଇ କରିଥିବା ଚିଟ୍‌ଫଣ୍ଡ୍‌ ସଂସ୍ଥା ‘ରୋଜ୍‌ଭ୍ୟାଲି ଗ୍ରୁପ୍‌’ର ଆଉ ୫୪ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଟାଚ୍‌ କରିଛି। ଆଟାଚ୍‌ ହୋଇଥିବା ଏହି…

ଅପପ୍ରଚାର କରି ବନ୍ଧାହେଲେ ୧୬

ସମ୍ବଲପୁର,୩୦।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼, ପୋଡ଼ାଜଳା, ଆକ୍ରମଣ ଭଳି ଘଟଣା ଘଟିଥିଲା। ଏପରି କି ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ନେଟ୍‌ସେବା ବନ୍ଦ କରି ସହରରେ…

ଗଳିକନ୍ଦିରେ ରହୁଛି ଗାଡ଼ି

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଗାଡିମୋଟର ସଂଖ୍ୟା ବଢ଼ିବାରେ ଳାଗିଛି। ବିଶେଷକରି ଲୋକେ ରାସ୍ତା ଓ ନୋ ପାର୍କିଂ ଜୋନ୍‌ରେ ଗାଡି ରଖୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ କୁହାଯାଉଥିବା ରାଜମହଲ…

ଅବସରର ଦିନକ ପୂର୍ବରୁ ନିଲମ୍ବିତ

କୁଜଙ୍ଗ,୨୯ା୪(ଡି.ଏନ୍‌.ଏ): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ ମଧ୍ୟାହ୍ନ…

ରେଳ ସାଇଡିଂରେ ପଡ଼ିଛି ଲକ୍ଷେରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଖଣିଜ

ଯୋଡ଼ା,୩୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବିଭିନ୍ନ ରେଳ ସାଇଡିଂରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ ଟନ୍‌ ଲୁହାପଥର ପଡ଼ିରହିଛି। ଏହା ପଡ଼ି ପଡ଼ି ନଷ୍ଟ ହେଉଥିବା ବେଳେ ରେଳ ମନ୍ତ୍ରଣାଳୟ ଦିନ…

ପିଣ୍ଡି ଏକ ଦୁର୍ଗ ସଦୃଶ ରହିଥିଲା

ଖୋର୍ଦ୍ଧା ଅଫିସ,୩୦।୪: ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା, ଏ ମାଟିର ଗର୍ବ ଓ ଗୌରବ। ଭାରତ ସ୍ବାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହ ଇତିହାସର ସ୍ବର୍ଣ୍ଣାକ୍ଷାରରେ ଲିପିବଦ୍ଧ ହୋଇ ରହିଛି। ଏହି ଐତିହାସିକ ସଂଗ୍ରାମ ପଛର ମହାନାୟକଙ୍କୁ ସମ୍ମାନ ଉଦ୍ଦେଶ୍ୟରେ…

ହାତୀ ନେଲା ଚାଷୀଙ୍କ ଜୀବନ

ଢେଙ୍କାନାଳ ଅଫିସ,୩୦।୪: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧ ପଞ୍ଚାୟତ କୁରମଟାଙ୍ଗର ଗ୍ରାମରେ ରବିବାର ହାତୀ ଆତଙ୍କ ଦେଖାଦେଇଛି। ଦନ୍ତା ଆକ୍ରମଣରେ ଚାଷୀ ଶ୍ରୀକାନ୍ତ ପରିଡ଼ାଙ୍କ ଭୋର ସମୟରେ ମୃତ୍ୟୁ ଘଟିଛି । ଶ୍ରୀକାନ୍ତ ଧାନ ଚାଷ…

ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍‌ଚର

ଅନୁଗୋଳ ଅଫିସ, ୩୦।୪: ସହର ସୌନ୍ଦର୍ଯ୍ୟକୁ ବିଗାଡୁଥିବା ବର୍ଜ୍ୟ ପ୍ଲାଷ୍ଟିକ୍‌, ପଲିଥିନକୁ ବ୍ୟବହାର କରି ନିର୍ମାଣ ହେଉଛି ଜୈବ ଇଟା ଷ୍ଟ୍ରକ୍‌ଚର। ଏହାଦ୍ୱାରା କେବଳ ଆବର୍ଜନାର ଉଚିତ ପରିଚାଳନା ହେଉନାହିଁ, ଅଧିକନ୍ତୁ ଏହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି। ପରିବେଶ…

ଡାକ୍ତର ଅଭାବରୁ ଅବ୍ୟବସ୍ଥା

ଭଦ୍ରକ ଅଫିସ/ବାରିପଦା ଅଫିସ/ବାଲେଶ୍ୱର ଅଫିସ/କେନ୍ଦୁଝର(ସ୍ବ.ପ୍ର.),୩୦।୪:ଭଦ୍ରକ ଜିଲାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀର ୭୦ ପ୍ରତିଶତ ପଦବୀ ଖାଲି ପଡ଼ିଛିି। ଯେଉଁମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଲମ୍ବା ଛୁଟିରେ ଯାଇଥିବା ବେଳେ କେତେଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା। ଜିଲାର ଅଧିକାଂଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri