Home Left

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ ସେଠୀଙ୍କ ଘରେ ଜବରଦସ୍ତ ପଶି ମା-ଝିଅଙ୍କୁ ହତ୍ୟା ଉଦ୍ୟମ। ମା’ କୁମାରୀ ସେଠୀ(୬୫) ଓ…

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ ମଧ୍ୟ ୱାଲଟିୟର ରେଳ ଡିଭିଜନ ଅଧୀନରେ ରହିଛି । ତେଣୁ ରାୟଗଡା ଡିଆରଏମଙ୍କ ଅଧୀନରେ…

ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ: ଅତିରିକ୍ତ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ…

ଛତ୍ରପୁର, ୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହୁମ୍ମା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଡ ମାରି ଲହୁଲୁହାଣ କରିଦେଇଥିବା ନେଇ ଗଞ୍ଜାମ ଜିଲା…

“ମୁଁ ସ୍ତ୍ରୀକୁ ମାରିଛି, କିନ୍ତୁ ଏହା ହତ୍ୟା ନୁହେଁ”: କୋର୍ଟରେ ଅଜବ ଯୁକ୍ତି କଲେ ବ୍ୟକ୍ତି

ନୂଆଦିଲ୍ଲୀ,୧୯।୧: ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଅଷ୍ଟ୍ରେଲିଆର ଏକ କୋର୍ଟରେ ନିଜ ସ୍ତ୍ରୀଙ୍କୁ ମାରିଥିବା କଥା ସ୍ୱୀକାର କରିଛନ୍ତି। ତେବେ ଏହା ଏକ ‘ହତ୍ୟା’ ନୁହେଁ ବରଂ ‘ଅପରାଧିକ ନରହତ୍ୟା’ ବୋଲି ସେ ଦାବି କରିଛନ୍ତି। ୪୨ ବର୍ଷୀୟ ବିକ୍ରାନ୍ତ ଠାକୁର…

ମୋରମ ଚୋରାଚାଲାଣ ବେଳେ ପୋଲିସ ଟିମର ଚଢାଉ: ପୋଲିସକୁ ଦେଖି ଭୟରେ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଖଣି ବିଭାଗ କାର୍ଯ୍ୟାଳୟ କର୍ମଚାରୀବୃନ୍ଦ ଓ ଦିଗପହଣ୍ଡି ପୋଲିସ ଟିମ ମିଳିତ ଭାବେ ଚଢାଉ କରି ରବିବାର ବିଳମ୍ବିତ ରାତିରେ ୩ଟି ମୋରମ ବୋଝେଇ ଟ୍ରାକ୍ଟର ଏବଂ ଗୋଟିଏ ଜେସିବି ମେଶିନ ଜବତ…

ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେଉନାହାନ୍ତି ଗାଡି ମଲିକ

କୋରାପୁଟ, ୧୯।୧ (ଅମିତାଭ ବେହେରା ): କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଗାଡି ମଲିକ। ଖାଲି ପଡିଛି ଷ୍ଟିକର କାଉଣ୍ଟର। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଆନ୍ତରିକତା…

ହଜାର ହଜାର ମହିଳାଙ୍କୁ ପିନ୍ଧାଉଥିଲେ ଚୁଡି, ଏବେ ତାଙ୍କ ସ୍ତ୍ରୀ ହାତ ହେଲା ଖାଲି

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରୀଗାଁ ପଞ୍ଚାୟତ ଅନ୍ତର୍ଗତ ଜନଜାତିବହୁଳ ଡିକିଲି ଗ୍ରାମରେ ସୋମବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଘର ବୁଲି ଚୁଡ଼ି ବିକ୍ରି କରୁଥିବା ସମୟରେ ଜଣେ ବ୍ୟବସାୟୀ…

ଉତ୍ସବ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀଛକରେ ୨୩ ତାରିଖ ଶୁକ୍ଳପକ୍ଷ ଶ୍ରୀ ପଞ୍ଚମୀ ତିଥିରେ କବିସୂର୍ଯ୍ୟଙ୍କ ଜୟନ୍ତୀ ମହୋତ୍ସବ ପାଳନ କରାଯିବ। ସୋମବାର ଅପରାହ୍ନରେ ସ୍ଥାନୀୟ ଏନ୍‌ଏସି ସମ୍ମିଳନୀ କକ୍ଷରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ…

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯ ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସମେତ…

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର ଗୋଟିଏ ହେଟାବାଘର ମୃତଦେହ ଜବତ କରାଯାଇଛି । ଏକ ବଡ ଗାଡି ଧକ୍କାରେ ହେଟାବାଘର…

କଟକରେ ଗ୍ୟାସ ଲିକ୍‌

କଟକ, ୧୯।୧(କାର୍ତ୍ତିକ ସାହୁ): ନିର୍ମାଣ କାମ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗ୍ୟାସ୍‌ ପାଇପ ଲାଇନ ଫାଟିବାରୁ ଆତଙ୍କିତ ହୋଇ ପଡ଼ିଥିଲେ ସିଡିଏ ସେକ୍ଟର-୯ର ଅଞ୍ଚଳବାସୀ। ସୋମବାର ଘଟିଥିଲା ଏହି ଘଟଣା। ତେବେ ଲିକେଜକୁ ଠିକ ସମୟରେ ନିୟନ୍ତ୍ରଣ କରାଯାଇଥିବାରୁ…

ବାଂଲାଦେଶକୁ ଅଡୁଆରେ ପକାଇଲା ICC, ବିସିବି ପାଖରେ ଏବେ କେବଳ ଗୋଟିଏ ରାସ୍ତା

ନୂଆଦିଲ୍ଲୀ,୧୯।୧: ବାଂଲାଦେଶ ଟି-୨୦ ବିଶ୍ୱକପ ବିବାଦରେ ସବୁ ଦିଗରୁ ଘେରି ରହିଥିବା ପରି ମନେ ହେଉଛି, ଯାହା ଫଳରେ ଆଇସିସିର ଦାବି ପାଳନ କରିବା ବ୍ୟତୀତ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ବାରମ୍ବାର ସ୍ଥାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri