Home Left

ଏହି ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା! ଏବେ ATMରୁ ବାହାରିବ ଅଧା କ୍ୟାଶ୍‌, ରାତାରାତି ୫୦% କମାଇଲା ଲିମିଟ୍‌

ନୂଆଦିଲ୍ଲୀ,୫।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର। ବ୍ୟାଙ୍କ ଏହାର ପ୍ରିମିୟମ୍‌ ଡେବିଟ୍‌ କାର୍ଡଗୁଡ଼ିକ ପାଇଁ ଦୈନିକ ATM ନଗଦ ଉଠାଣ ସୀମା (Daily Cash Limit) ରେ ବଡ଼ ଧରଣର କାଟ କରିଛି।…

ଟେନିସ ଖେଳାଳି ସାବାଲେଙ୍କା-ଫ୍ରାଙ୍ଗୁଲିସ୍‌ଙ୍କ ନିର୍ୱନ୍ଧ ସମ୍ପନ୍ନ

ଇଣ୍ଡିଆନ ଓ୍ୱେଲ୍ସ,୫ା୩: ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଟେନିସ ଖେଳାଳି ଆରିନା ସାବାଲେଙ୍କା ଘୋଷଣା କରିଛନ୍ତି ଯେ, ତାଙ୍କର ବ୍ରାଜିଲିଆନ ବିଜନେସମ୍ୟାନ ଜର୍ଜିଅସ୍‌ ଫ୍ରାଙ୍ଗୁଲିସ୍‌ଙ୍କ ସହ ନିର୍ୱନ୍ଧ ସମ୍ପନ୍ନ ହୋଇଛି। ସାବାଲେଙ୍କା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେଥିରେ କେତେଟି ଶବ୍ଦର ବ୍ୟବହାର…

ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ ଖେଳାଇଥିବା ନେଇ ଜଣାପଡିଛି । କିଛି ଦିନ ମଧ୍ୟରେ ଗ୍ରାମର ୮ଜଣକୁ କାମୁଡି…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….

କୋରାପୁଟ,୫।୩(ଅମିତାଭ ବେହେରା ): କୋରାପୁଟ ସର୍କିଟ ହାଉସ ନିକଟରେ ଥିବା ରିଜର୍ଭ ଫରେଷ୍ଟ ପାହାଡ଼ରେ ମହିଳାଙ୍କ ଆତ୍ମହତ୍ୟା । ଗୁରୁବାର ଅପରାହ୍ନରେ ମହିଳା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ…

ରଶ୍ମିକା-ବିଜୟଙ୍କ ରିସେପଶନ ପାର୍ଟିରେ ବିନା ଜୋତାରେ ପହଞ୍ଚିଲେ ରାମ ଚରଣ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚେନ୍ନାଇ,୫।୩: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଦମ୍ପତି ରଶ୍ମିକା ମମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସବୁବେଳେ ଖବରରେ ରହିଆସୁଛନ୍ତି। ମାର୍ଚ୍ଚ ୪ ରେ ସେମାନେ ହାଇଦ୍ରାବାଦରେ ଏକ ଭବ୍ୟ ରିସେପଶନର ଆୟୋଜନ କରିଥିଲେ, ଯେଉଁଥିରେ ଅନେକ ପ୍ରମୁଖ ଫିଲ୍ମ ତାରକା ଯୋଗ…

ଖାମେନେଇଙ୍କ ମୃତ୍ୟୁର ୫ ଦିନ ପରେ ଶୋକ ପ୍ରକାଶ କଲା ଭାରତ, ଇରାନ ଦୂତାବାସରେ ପହଞ୍ଚିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ

ନୂଆଦିଲ୍ଲୀ,୫।୩: ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଗୁରୁବାର (ମାର୍ଚ୍ଚ ୫, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଏକ ଶୋକ ପୁସ୍ତକରେ ସ୍ବାକ୍ଷର କରିଥିଲେ ଏବଂ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ସରିଲା ଗଞ୍ଜାମର ଐତିହାସିକ ଦୋଳଯାତ୍ରା: ବେଲୁନ୍‌-ଚଣା ବେପାରୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ

ଗଞ୍ଜାମ,୫ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରସିଦ୍ଧ ଐତିହାସିକ ଦୋଳଯାତ୍ରା ସୁରୁଖୁରୁରେ ଶେଷ ହେଇଛି। ଗଞ୍ଜାମ ଥାନା ପୋଲିସ ଓ ଏନ୍‌ଏସି ପ୍ରଶାସନର ସହାୟତାରେ ଏହି ଦୋଳଯାତ୍ରା ଏକ ପ୍ରକାର ଶାନ୍ତିଶୃଙ୍ଖଳାର ସହ ସରିଛି। କିନ୍ତୁ…

୨୦୨୨ର ପ୍ରତିଶୋଧ ନେବ ଭାରତ, ଆଉ କିଛି ସମୟ ପରେ ମୁକାବିଲା, ଦେଖନ୍ତୁ ୨ ଦଳର ସମ୍ଭାବ୍ୟ ପ୍ଲେ-୧୧

ନୂଆଦିଲ୍ଲୀ,୫।୩: ଆଜି ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଭାରତ ଏବଂ ଇଂଲଣ୍ଡ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଟସ ସନ୍ଧ୍ୟା ୬:୩୦ରେ ହେବ ଏବଂ ମ୍ୟାଚ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ। ଏହି ମ୍ୟାଚର ବିଜେତା…

ବଗିଚାକୁ ଯାଇଥିବା ବେଳେ ଯୁବକଙ୍କୁ ଗୋଡାଇ ଗୋଡାଇ କାମୁଡିଲା ବାର୍‌ହା, ତାପରେ…

ତୁମୁଡିବନ୍ଧ,୫।୩(ଦୀପକ କୁମାର ପରାସେଠ): ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଲଂକାଗଡ଼ ପଞ୍ଚାୟତର ହାତିମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି  ଗୁରୁତର ଯୁବକ ହେଲେ ଲଂକାଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ହର ପାତ୍ର…

ଭାରତ ଉପରେ ପଡିଲାଣି ଇରାନ ଯୁଦ୍ଧର ପ୍ରଭାବ! ସାଧାରଣ ଲୋକଙ୍କ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୫।୩: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକୀୟ ଆକ୍ରମଣ ଏବଂ ତେହେରାନର ପ୍ରତିଶୋଧମୂଳକ କାର୍ଯ୍ୟ କେବଳ ମଧ୍ୟପ୍ରାଚ୍ୟର ବାତାବରଣକୁ ଉଷ୍ମ କରିନାହିଁ। ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ବିଶ୍ୱାୟନର ଏହି ଯୁଗରେ, ସମସ୍ତ…

ବୃଦ୍ଧି ପାଇବ ପେଟ୍ରୋଲ, ଡିଜେଲ, ଏଲପିଜି ମୂଲ୍ୟ! ଯୁଦ୍ଧ ଭିତରେ ବଡ଼ ଅପଡେଟ୍‌ ଦେଲେ ଭାରତ ସରକାର

ନୂଆଦିଲ୍ଲୀ,୫।୩: ଇରାନ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ସହିତ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ନେଇ ଚିନ୍ତା ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ, ଦେଶର…

ମଦ ପିଇ ହୋଲି ଖେଳୁଥିଲେ ଦୁଇ ସାଙ୍ଗ, ନିଶାରେ ଚୂର୍‌ ଥାଇ ଭୁଲିଗଲେ ସବୁକିଛି, ପରେ ଘଟିଲା ଏମିତି…

ଯାଜପୁରରୋଡ୍‌,୫ା୩(ପବିତ୍ର ରଞ୍ଜନ ମହାନ୍ତି): ହୋଲି ହେଲା କାଳ, ରଙ୍ଗ ବୋଳାବୋଳି ସହ ଖୁସିର ପର୍ବ ପରେ ଘରେ ପଡ଼ିଛି କାନ୍ଦବୋବାଳି। ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବୁଧବାର ହୋଲି ଖେଳିବା ପରେ ୟୁପିରୁ ଆସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri