Home Left

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବାସୁଦେବପୁର,୧୮।୬(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଶୁଙ୍ଗୁଡ଼ା ଗ୍ରାମରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ସେକ୍‌ ସମସୁଲଙ୍କ ୩ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ତାଙ୍କ ଘରୋଇ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକଙ୍କ…

ଓଲଟି ପଡ଼ିଲା ଟ୍ରକ୍‌, ୩ ଗୁରୁତର

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଫଳରେ ଟ୍ରକର ଥିବା ୩ ଯାତ୍ରୀଙ୍କ ସମେତ ଚାଳକ ଏବଂ ହେଲପର…

ନଦୀରେ ଭାସୁଛି କୁଢ଼ କୁଢ଼ ମଲାମାଛ

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଜଳସୁଆଁ ନିକଟ କୁଶେଇ ନଦୀର ଗଣ୍ଡଠାରୁ ୧ କି.ମି. ପର୍ଯ୍ୟନ୍ତ ତଳମୁଣ୍ଡରେ କୁଢ଼ କୁଢ଼ ମଲାମାଛ ଭାସିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ…

ଭୟଙ୍କର ଦୁର୍ଘଟଣା: କାର୍‌ ଧକ୍କାରେ ୨୦ ଫୁଟ ଉପରକୁ ଉଠିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ଦିନକୁ ଦିନ ସଡ଼କ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଲୋକମାନେ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଏବଂ ରାସ୍ତାରେ ଚାଲିବା ସମୟରେ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। ତଥାପି ପ୍ରତିବର୍ଷ ଲକ୍ଷ ଲକ୍ଷ ଦୁର୍ଘଟଣା ଘଟି ଲୋକେ…

‘ଆମେ କାପୁରୁଷଙ୍କ ସନ୍ତାନ ନୁହେଁ’, ଭାଜପାକୁ ଟାର୍ଗେଟ କଲେ ଉଦ୍ଧବ

ମୁମ୍ବାଇ,୧୮।୬: ମୁମ୍ବାଇରେ ରବିବାର ଏକ ସାଧାରଣ ସଭାରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଶିନ୍ଦେ ଗୋଷ୍ଠୀକୁ ମଧ୍ୟ ଟାର୍ଗେଟ କରିଥିଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣଙ୍କ ସମସ୍ତଙ୍କର…

ଗଛରେ ପିଟିହେଲା କାର୍‌, ୨ ମୃତ, ୩ ଗୁରୁତର

ଢେଙ୍କାନାଳ,୧୮ା୬ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ମହୁଲପୁଞ୍ଜିଠାରେ ରବିବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ କାର୍‌ରେ ଥିବା ୫ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ…

ସ୍ତ୍ରୀଙ୍କୁ ଛାତରୁ ଠେଲିଦେଲେ ସ୍ବାମୀ, ଡାକ୍ତରଖାନାରେ ଭର୍ତ୍ତି

ଲକ୍ଷ୍ନୌ,୧୮ା୬: ଉତ୍ତରପ୍ରଦେଶର ଚିତ୍ରକୂଟରେ ଏକ ବିବାହ ସମାରୋହକୁ ବରଯାତ୍ରୀରେ ଆସିଥିବା ଯୁବତୀଙ୍କୁ ରଙ୍ଗ ଲଗାଇବା ପାଇଁ ସ୍ତ୍ରୀ ମନା କରିବାରୁ ସ୍ବାମୀ ରାଗରେ ସ୍ତ୍ରୀଙ୍କୁ ଛାତ ଉପରୁ ଠେଲି ଦେଇଛନ୍ତି। ଏହି ଘଟଣା ମାଣିକପୁର ଥାନା ଅଧୀନସ୍ଥ ଅଣ୍ଟାଡିହ ଗାଁରେ ଦେଖିବାକୁ…

ଆଲିଆଙ୍କ ପ୍ରଥମ ହଲିଉଡ ମୁଭି ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆଲିଆ ଭଟ୍ଟଙ୍କ ମୋଷ୍ଟ ଆଓ୍ବେଟେଡ ହଲିଉଡ ମୁଭି ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହା ବଲିଉଡ କୁଇନ ଆଲିଆ ଭଙ୍କ ପ୍ରଥମ ହଲିଉଡ ମୁଭି। ଏହାସହ ପ୍ରଥମଥର ଲାଗି ଆଲିଆ ଏକ ହଲିଉଡ ମୁଭିରେ ଭିଲେନ ଭୂମିକାରେ…

ବିବାହକୁ ନେଇ ଏମିତି କହିଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଇଣ୍ଡଷ୍ଟ୍ରିର ମୋଷ୍ଟ ଏଲିଜବଲ୍‌ ବ୍ୟାଚଲର। ତାଙ୍କ ଚେହେରା, ହସ ଏବଂ ଷ୍ଟାଇଲ୍‌ ଉପରେ ସାରା ବିଶ୍ୱର ନଜର। ଝିଅମାନେ କ’ଣ ପୁଅମାନେ ମଧ୍ୟ ତାଙ୍କ ଷ୍ଟାଇଲ୍‌କୁ ଖୁବ୍‌ ପସନ୍ଦ କରନ୍ତି। ବି’ ଟାଉନରେ କାର୍ତ୍ତିକ…

ବାହା ହେଲେ କରନ ଦେଓଲ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରନ ଦେଓଲ ନାମିଦାମି ଫିଲ୍ମ ମେକର ବିମଲ ରୟଙ୍କ ଅଣ ନାତୁଣୀ(ବିମଲ ରୟଙ୍କ ଝିଅ ରିଙ୍କୁ ଭଟ୍ଟାଚାର୍ଯ୍ୟ ଓ ବାସୁ ଭଟ୍ଟାଚାର୍ଯ୍ୟଙ୍କ ନାତୁଣୀ)ଦ୍ରିଶା ଆଚାର୍ଯ୍ୟଙ୍କ ବିବାହର କିଛି ଫଟୋ ଏବେ…

କଂଗ୍ରେସ ସହ ମେଣ୍ଟ ହେଲେ ବି ରାଜସ୍ଥାନ, ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢିବ ଏଏପି!

ନୂଆଦିଲ୍ଲୀ,୧୮।୬: ତିନି ଦିନ ପୂର୍ବେ, ଜୁନ ୧୫ରେ, ଆମ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ଯଦି ବିରୋଧୀ ଦଳ ଏକଜୁଟ ନ ହୁଅନ୍ତି, ତେବେ…

ରଥଯାତ୍ରା ଉପଲକ୍ଷେ ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୮ା୬(ଅସମାପିକା ସାହୁ): ଆସନ୍ତା ୨୦ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ସହରରେ କିପରି ଟ୍ରାଫିକ ନିୟନ୍ତ୍ରଣ ସୁରୁଖୁରୁ ହେବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri