ଉଦ୍ଧବ ଠାକରେଙ୍କୁ ବଡ ଝଟକା, ଶିନ୍ଦେ ଗ୍ରୁପରେ ସାମିଲ ହେବେ ମନିଷା କାୟଂଦେ
ମୁମ୍ବାଇ,୧୮।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେଙ୍କୁ ବଡ ଝଟକା ଲାଗିଛି। ଏହି ଝଟ୍କା ଏକନାଥ ଶିନ୍ଦେ ଗ୍ରୁପ ହିଁ ଦେଇଛନ୍ତି। ମହାରାଷ୍ଟ୍ର ବିଧାନପରିଷଦର ସଦସ୍ୟ(ଏମଏଲସି)ମନିଷା କାୟଂଦେ ଉଦ୍ଧବ ଠାକରେଙ୍କ ହାତ ଛାଡି ଦେଇଛନ୍ତି। ସେ ରବିବାର…
ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦
ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ ବେଶ୍ ଆକର୍ଷିତ କରିଥାଏ। ଯେମିତିକି ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଜୋ ପ୍ୟାଣ୍ଟ…
ବିକଳାଙ୍ଗ ଝିଅ ପାଇଁ ବାପା ତିଆରି କଲେ ରୋବୋ
ସବୁ ପିଲାଙ୍କ ପାଇଁ ତାଙ୍କ ବାପା ସୁପର୍ହିରୋ। ବାପା ଥିଲେ ପିଲାଙ୍କୁ କୌଣସି ସମସ୍ୟା ଡରାଇପାରେନା କି ଭାଙ୍ଗିପାରେନା। ଏଇ ଯେମିତି ଦକ୍ଷିଣ ଗୋଆର ପୋଣ୍ଡା ତାଲୁକାସ୍ଥ ବେଥୋର ଗାଁର ବିପିନ କଦମ। ସେ ଜଣେ ଦିନ ମଜୁରୀଆ। ବିପିନଙ୍କର ୧୪…
ମିଷ୍ଟର୍ ସର୍ବଗିଳା
୧୯୫୦ରେ ଜନ୍ମିତ ଫ୍ରାନ୍ସର ମାଇକେଲ ଲୋତିତୋ, ବେଶ୍ ପରିଚିତ ଥିଲେ ‘ମିଷ୍ଟର ଇଟ୍ ଅଲ୍’ ନାମରେ। କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତିକି ଏରୋପ୍ଲେନ୍ର ପାର୍ଟ ଖାଇ ବେଶ୍ ଆରାମରେ ହଜମ…
ନ୍ୟାୟମୂର୍ତ୍ତିଙ୍କ କଥା…
ଫିଲ୍ମରେ ‘କାନୁନ୍ ଅନ୍ଧା ହୈ’ ଡାଇଲଗ୍ ଶୁଣିଥିବେ। ତେବେ କେବେ ଭାବିଛନ୍ତି କି ଏମିତି କାହିଁକି କୁହାଯାଏ। ଆଉ ଯେବେ ବି ଏକଥା ଭାବିଥିବେ କୋର୍ଟ ରୁମ୍ରେ ରହୁଥିବା ଏକ ମୂର୍ତ୍ତି ଯେଉଁଥିରେ ଜଣେ ନାରୀ ହାତରେ ତରାଜୁ ଓ ଆଖିରେ…
ମହାରାଷ୍ଟ୍ରର ଜଳପ୍ରପାତ
ଖରାଦିନେ ପାଣି ପାଖରେ ସମୟ କାଟିଲେ ନିଆରା ଆନନ୍ଦ ମିଳେ। ତେଣିକି ସେ ନୀଳ ସମୁଦ୍ର ହେଉ ଅବା ଜଳପ୍ରପାତ ବା ଝରଣାର ଜଳ। ମହାରାଷ୍ଟ୍ରରେ କିନ୍ତୁ ଏସବୁ କିଛି ଉପଲବ୍ଧ। ହେଲେ ବେଶୀ ଭିଡ଼ ଦେଖିବାକୁ ମିଳେ ସମୁଦ୍ରତଟରେ। ତେଣୁ…
ଆନିମଲ୍ ଇନ୍ସ୍ପାୟର୍ଡ ଜୁଏଲାରୀ
ପାରମ୍ପରିକ ଗହଣା ପିନ୍ଧି ପିନ୍ଧି ଯଦି ବୋର୍ ଲାଗିଲାଣି ଓ କିଛି ଭିନ୍ନ ଡିଜାଇନ୍ର ଜୁଏଲାରୀ ଟ୍ରାଏ କରିବାକୁ ଚାହୁଁଛନ୍ତି । ତେବେ ଆନିମଲ୍ ଇନ୍ସ୍ପାୟର୍ଡ ଜୁଏଲାରୀ ଟ୍ରାଏ କରନ୍ତୁ। ଏହା ଲୁକ୍କୁ ତ ବଦଳାଇବ ତା’ସହ ଆପଣଙ୍କୁ ସମସ୍ତଙ୍କ ଦୃଷ୍ଟି…
ପ୍ରଥମ ଦରମାରେ ବୋଉ ପାଇଁ ରେଡିଓ କିଣିଥିଲି
କେନ୍ଦୁଝର ଜିଲା ଓରାଳି ଗ୍ରାମରେ ମୋ ଜନ୍ମ। ମୁକୁନ୍ଦଚରଣ ବିଦ୍ୟାମନ୍ଦିରରୁ ହାଇସ୍କୁଲ୍ ପଢା ସାରି ଭଦ୍ରକ କଲେଜ ଓ ପରେ ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା କରିଥିଲି। ୧୯୭୬ ମସିହାରେ ସରକାରୀ କଲେଜ, ରାଉରକେଲାରେ ରସାୟନ ବିଜ୍ଞାନର ଅଧ୍ୟାପକ ଭାବେ ମୋର ଚାକିରି…
ଚ୍ୟାଲେଞ୍ଜ ଦେବେ ସ୍ବରାଜ
ସ୍ବରାଜ ବାରିକ ଏକ ଭିନ୍ନ ଗେଟଅପରେ ଦର୍ଶକଙ୍କ ସାମନାକୁ ଆସିବେ। କେବଳ ଗେଟଅପ ନୁହେଁ, ଭୂମିକାରେ ମଧ୍ୟ ନୂତନତ୍ୱ ରହିଛି। ଆଉ ଏଭଳି ଏକ ରୋଲ୍ର ସଫଳତାକୁ ନେଇ ବେଶ୍ ଆଶା ବାନ୍ଧିଛନ୍ତି ସେ। ଫିଲ୍ମଟିର ଟାଇଟଲ ହେଲା ‘ପ୍ରଥା’। କିଛି…
୯ ହରିବୋଲ
ଲୀଲାମୟ ଦାରୁଦିଅଁ। ସେ ଦିଅଁ ଯେପରି ତାଙ୍କ ଲୀଳା ବି ସେପରି। ଭାଇ ଭଉଣୀଙ୍କୁ ସାଥୀରେ ଧରି ସେ ଭିଆନ୍ତି ଜଗତମଙ୍ଗଳ ଲୀଳା। କାଳିଆ ଠାକୁରଙ୍କ ଏହି ଲୀଳା ସହ ଯୋଡ଼ିହୋଇ ରହିଛି ହରିବୋଲ ପରମ୍ପରା… ସମଗ୍ର ଭାରତବର୍ଷରେ ଦେବ ଓ…
ବାପାଙ୍କ ପାଇଁ ଉପହାର
ଯିଏ ହାତ ଧରି ପିଲାକୁ ଚାଲି ଶିଖାନ୍ତି, ଯେତେ ଅସୁବିଧା ଥାଉ ନା କାହିଁକି ସବୁ କଷ୍ଟ ମନରେ ମାରି ପିଲା ମୁହଁରେ ହସ ଫୁଟାନ୍ତି ଆଉ ପିଲାର ସବୁ ଆବଶ୍ୟକତା ପୁରଣ କରି ତାଙ୍କୁ ସଫଳ ମଣିଷ କରିବାର ସ୍ବପ୍ନ…
ଭତ୍ତା ପାଇଁ ୨୦ କି.ମି. ଆସିଲେ ଦିବ୍ୟାଙ୍ଗ
ଉଦଳା, ୧୮ା୬(ସନ୍ତୋଷ କୁମାର ବାଚ୍ଛିନୀ) ଦିବ୍ୟାଙ୍ଗମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଇଛି। ମୁଖ୍ୟତଃ ଦିବ୍ୟାଙ୍ଗମାନଙ୍କୁ ପଞ୍ଚାୟତରେ ଭତ୍ତା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଛି। ହେଲେ ଭତ୍ତା ପାଇଁ ଜଣେ ଦିବ୍ୟାଙ୍ଗଙ୍କୁ ୨୦…
Archives


