ଓଡ଼ିଶାରେ ଶାସନ ବ୍ୟବସ୍ଥା ନାହିଁ: ଧର୍ମେନ୍ଦ୍ର
ସମ୍ବଲପୁର,୭।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତିକି ପାଖରୁ ଜାଣିଛି, ଲମ୍ବା ସମୟ ଦେଖିବା ପରେ ଯାହା ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି। ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ,…
ମେ’୨୧ ସୁଦ୍ଧା ବ୍ରଜଭୂଷଣଙ୍କୁ ଗିରଫ କରିବାକୁ ଦାବି
ନୂଆଦିଲ୍ଲୀ,୭।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀରେ ଯନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଦିଲ୍ଲୀରେ ଚାଷୀ ନେତା ରାକେଶ ଟିକାୟତ ପହଞ୍ଚିଛନ୍ତି। ଏହି ଘଟଣାକୁ ନେଇ ଚାଷୀ ନେତା…
ଜେଲରେ ଥାଇ ଜ୍ୟାକଲିନଙ୍କୁ ଚିଠି ଲେଖିଲେ ସୁକେଶ
ମୁମ୍ବାଇ: ୨୦୦ କୋଟି ଠକେଇ ମାମଲାରେ ତିହାର ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖରଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ସୁକେଶଙ୍କ କାରଣରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା। ଅତୀତରେ ଅନେକ ଥର ଦେଖାଯାଇଛି ଯେ ସୁକେଶ…
ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
ଦିଗପହଣ୍ଡି,୭।୫(ଡି.ଏନ.ଏ.): ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ପୋଲିସ ଗ୍ରାମର ବଡସାହିର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତ ଯୁବକର ଗୁପ୍ତାଙ୍ଗ ରକ୍ତ ସ୍ରାବ ସହ…
ଉଡାଣ ଭରିବା ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ
ବ୍ରାସିଲିଆ,୭।୫: ବ୍ରାଜିଲର ରନୱେରେ ଉଡାଣ ଭରିବା ପୂର୍ବରୁ ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। ମେ’୪ ତାରିଖରେ ରିଓ ଡି ଜେନେରିଓର ସାଣ୍ଟୋସ ଡ୍ୟୁମାଣ୍ଟ ବିମାନବନ୍ଦରରୁ ପୋର୍ଟୋ ଏଲେଗ୍ରେ ଅଭିମୁଖେ ଉଡାଣ ଭରିବା ସମୟରେ ଘଟିଥିବା…
ଅତିବଡି ପୁରସ୍କାର ଘୋଷଣା
ଭୁବନେଶ୍ୱର,୭।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର, ୨୦୨୩ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଅତିବଡି ପୁରସ୍କାର ପାଇବା ପାଇଁ ବିବେଚିତ…
ଭାରତ ସୀମାରେ ୧୦ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଲା ପାକିସ୍ତାନ ବିମାନ
ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍ ଭାରତ ବାୟୁସୀମାରେ ପ୍ରବେଶ କରିଛି। ଏନେଇ ଭାରତରେ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ଭାରତ ସୀମାରେ ଅଟକି ରହିଥିଲା। ବିମାନ ଭାରତରେ ପ୍ରବେଶ କରିବା…
୮ରେ ଲଘୁଚାପ କ୍ଷେତ୍ରର ରୂପ ନେବ ଘୂର୍ଣ୍ଣିଝଡ
ଭୁବନେଶ୍ୱର,୭।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ରୂପ ନେବ। ପରେ ଅଧିକ ଘନୀଭୂତ ହୋଇ ୯ ତାରିଖ ସୁଦ୍ଧା ଅବପାତ ଓ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏନେଇ ଭାରତୀୟ…
ସରକାରଙ୍କୁ ଘେରିଲେ ଚାଷୀ ନେତା
ନୂଆଦିଲ୍ଲୀ,୭।୫: ଡବ୍ଲ୍ୟୁଏଫ୍ଆଇ ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଭାରତର କେତେକ ବରିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀର ଯନ୍ତରମନ୍ତରଠାରେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ରବିବାର ୧୪ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ…
ଜନ୍ତର ମନ୍ତରେ ଟିକେଟ ବଣ୍ଟା ଯାଉନି ଯାହାକୁ ନେଇ ରାଜନୀତି ହେବ: ରାକେଶ ଟିକାଏତ
ନୂଆଦିଲ୍ଲୀ,୭।୫: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାର ଲୋକେ ଏକାଠି ହେଉଛନ୍ତି। ରବିବାର ଏଠାରେ କୃଷକ…
ବରିଷ୍ଠ ଖବରଦାତାଙ୍କ ହତ୍ୟାରେ ପାକିସ୍ତାନୀ ସେନାର ପ୍ରମୁଖ ଅଧିକାରୀ ସାମିଲ: ଇମ୍ରାନ ଖାନ
ଇସଲାମାବାଦ,୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ହଟାଯିବା ପରେ ନୂଆ ନୂଆ ଦାବି କରୁଛନ୍ତି। ବର୍ତ୍ତମାନ ସେ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବରିଷ୍ଠ ଖବରଦାତା ଅରଶଦ ଶରିଫଙ୍କ…
ପସନ୍ଦ କରନ୍ତି ନାହିଁ ଜନ୍
ଜନ୍ ଆବ୍ରାହମ କେତେକ ବିଷୟକୁ ନେଇ ବେଶ୍ ସଚେତନ। ସେ କଦାପି କୌଣସି ପାର୍ଟି କିମ୍ବା ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଆନ୍ତି ନାହିଁ। କାରଣ ସବୁବେଳେ ଏକ ସାଧାସିଧା ଜୀବନଯାପନ କରିବାକୁ ଚାହାନ୍ତି । ଅଭିନୟ ପୂର୍ବରୁ ସେ ଜଣେ ଆଥେଲେଟ୍ ଥିଲେ।…
Archives


