Home Left

ଚାଇନା ସାହାରାରେ ଚନ୍ଦ୍ରକୁ ଛୁଇଁବାକୁ ଇଚ୍ଛା କରୁଛି ପାକିସ୍ତାନ

ବେଜିଂ/ଇସଲାମାବାଦ,୩।୧୦: ଚାଇନାର ସ୍ପେସ ଏଜେନ୍ସି କହିଛି ଯେ ଆସନ୍ତା ବର୍ଷ ଦେଶର ପ୍ରସ୍ତାବିତ ଚନ୍ଦ୍ର ମିଶନରେ ପାକିସ୍ତାନ ମଧ୍ୟ ଏକ ଭାର ବହନ କରିବ। ଦୁଇ ବନ୍ଧୁ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଥିବା ଦେଖାଯାଉଛି। ଚାଇନା ଅଫିସିଆଲ…

ଆମେରିକା-ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନ୍‌ସର ରୋଗୀ

ନୂଆଦିଲ୍ଲୀ,୩।୧୦: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱର ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ୨୦୨୦ରେ ୧.୯୩ କୋଟି ନୂତନ କ୍ୟାନସର୍‌ ରୋଗୀ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ଭାରତୀୟ। କେବଳ ଏତିକି ନୁହେଁ, ଭାରତରେ ବାର୍ଷିକ…

୧୧୪ ବର୍ଷ ପରେ ଖୋଲିଲା ମେଡିକାଲ ଷ୍ଟୋର

ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା ପରେ ବନ୍ଦ ହୋଇଯାଇଥିଲା। ଏହାକୁ ବ୍ରିଟେନରେ ୱିଲିୟମ୍‌ ୱାଇଟ୍‌ ନାମକ ଜଣେ ବ୍ୟକ୍ତି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ଉପହାର ଇ-ନିଲାମ

ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ କିଛି ଦିନ ହେବ ମିଳିଥିବା ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ଏବଂ ଚିତ୍ତୌଗଡ଼ର ବିଜୟ ସ୍ତମ୍ଭ ଏବଂ ବାରାଣସୀର ଏକ ଘାଟର ପେଣ୍ଟିଂ ସମେତ ୯୧୨ରୁ ଅଧିକ ଉପହାର ଏବଂ ସ୍ମରଣିକା ଇ-ନିଲାମ…

୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର

ବୋଗୋଟା: ନିଜ ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ମାମଲା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ଯଦି ଏକ ପୁରୁଣା…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଟିଡିପି ନେତା ଗିରଫ

ହାଇଦ୍ରାବାଦ୍‌,୩।୧୦: ଆଜିକାଲି ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟିର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ସମୟରେ ଗୁଣ୍ଟୁର ପୋଲିସ ଟିଡିପି ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦାରୁ ସତ୍ୟନାରାୟଣ ମୁର୍ତ୍ତୀଙ୍କୁ ଗିରଫ କରିଛି। ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜଗନ…

ଏମ୍‌ଜିଏମ୍‌ ମିନେରାଲ୍‌ସକୁ ଜନହିତକାରୀ ଉଦ୍ୟୋଗ ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଏମଜିଏମ ମିନେରାଲ୍‌ସ ପ୍ରାଇଭେଟ ଲିମିଟେଡକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୨ତମ ବାର୍ଷିକ ଉତ୍ସବ ତଥା ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ…

ଧଉଳି ଛକରେ ପୁଷ୍ପକ ହୋଟେଲ ଆଣ୍ଡ୍‌ କନ୍‌ଭେନ୍‌ଶନ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଶ୍ୱେତପଦ୍ମା ୟୁନାଇଟେଡ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ହୋଟେଲ ବ୍ୟବସାୟ ୟୁନିଟ ‘ପୁଷ୍ପକ’ର/ ପୁଷ୍ପକ ଗ୍ରୁପର ନୂତନ ହୋଟେଲ ‘ପୁଷ୍ପକ ହୋଟେଲ ଆଣ୍ଡ କନ୍‌ଭେନଶନ’ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

ସିପେଟ୍‌ ପକ୍ଷରୁ ସ୍ବଚ୍ଛତା ଦିବସ

ଭୁବନେଶ୍ୱର,୩।୧୦: ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍‌)ର ଆଇପିଟି ଭୁବନେଶ୍ୱର ପକ୍ଷରୁ ‘ସ୍ବଚ୍ଛତା ଦିବସ’ ଶିଖରଚଣ୍ଡୀ ପାଦ ଦେଶ ସମ୍ମୁଖରେ ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ସ୍ଥାନରେ ସିପେଟ ପକ୍ଷରୁ ଏକ ଘଣ୍ଟିକିଆ ସ୍ବଚ୍ଛତା କାର୍ଯ୍ୟକ୍ରମ (ଶ୍ରମଦାନ)…

ଇସ୍ରୋର ୯ ବୈଜ୍ଞାନିକଙ୍କୁ ସମ୍ମାନୀତ କଲେ ଷ୍ଟାଲିନ୍‌: ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଚେନ୍ନାଇ,୩।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରେ କାର୍ଯ୍ୟ କରୁଥିବା ରାଜ୍ୟର ନଅ ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହି ବୈଜ୍ଞାନିକମାନଙ୍କ ସମ୍ମାନାର୍ଥେ…

କିନ୍ଦିରିଗୁଡ଼ା ନାଚୁରାଲ୍ସ କଫିକୁ ଶ୍ରେଷ୍ଠ ମାନ୍ୟତା

ଭୁବନେଶ୍ୱର,୩।୧୦: ଓଡ଼ିଶାର କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବେ ମାନତ୍ୟ ଲାଭ କରିଛି, ଏପରିକି ବେଙ୍ଗାଲୁରୁଠାରେ ଆୟୋଜିତ ୫ମ ବିଶ୍ୱ କଫି ସମ୍ମିଳନୀରେ କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ସମ୍ମାନିତ ହୋଇଛି। ଉଲ୍ଲେଖଯୋଗ୍ୟ, କିନ୍ଦିରିଗୁଡ଼ା ନାଚୁରାଲ୍ସ ହେଉଛି ଏକ…

ନକଲି ଜେଡ୍‌ ବ୍ଲାକ ସାମଗ୍ରୀ ବିକ୍ରେତାଙ୍କ ପର୍ଦ୍ଦାଫାଶ

ଭୁବନେଶ୍ୱର, ୩।୧୦: ମଧ୍ୟପ୍ରଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ତଥା ମହୀଶୂର ଦୀପ୍‌ ପର୍‌ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌)ର ଅଗ୍ରଣୀ ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ ନାମରେ ନକଲି ସାମଗ୍ରୀ କୋଲ୍‌କାତାଠାରେ ବିକ୍ରି କରାଯାଉଥିଲା। ଏପରିକି ଜେଡ୍‌ ବ୍ଲାକ ନାମରେ ବହୁ ଅଭିଯୋଗ ଆସିଲା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?