Home Left

ବିଶ୍ୱକପ ଖେଳିବା ପାଇଁ ସରକାରଙ୍କଠାରୁ ଅନୁମତି ପାଇନାହିଁ ପାକିସ୍ତାନ ଟିମ

ନୂଆଦିଲ୍ଲୀ,୧।୭: ଦିନିକିଆ ବିଶ୍ୱକପ ୨୦୨୩ ଭାରତର ଆୟୋଜନରେ ଖେଳାଯିବ। ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱକପରେ ଭାରତ ଆସିବା ପାଇଁ ସେମାନଙ୍କ ସରକାର…

ଜବାବ ଦେଲେ ସାରା

ମୁମ୍ବାଇ: ଶୈଫ ଅଲି ଖାଁ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ମୁସଲମାନମାନଙ୍କ ସହିତ ହିନ୍ଦୁ ଧର୍ମ ଉପରେ ମଧ୍ୟ ବହୁତ ବିଶ୍ୱାସ କରନ୍ତି। ନିକଟରେ ତାଙ୍କୁ ଅଜମେର ସରିଫଙ୍କ ଦରଘାରେ ଦେଖିବାକୁ ମିଳିଥିଲା, ଏହା ପରେ ସେ…

ଲିପ ସର୍ଜରୀ କରିଛନ୍ତି ଭୁମି!

ମୁମ୍ବାଇ: ଅଭିନେତ୍ରୀ ଭୁମି ପେଡନେକର ନିଜ ଚେଷ୍ଟାରେ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। କାଷ୍ଟିଂ ଏଜେନ୍ସିରେ କାମ କରିବା ଠାରୁ ଆରମ୍ଭ କରି ମୁଭିରେ କାମ କରିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ରହିଛି ।…

ବର୍ହିବ୍ୟାପାର ମନ୍ତ୍ରୀଙ୍କୁ ଶାନ୍ତ ରହିବାକୁ ଦେଇଥିଲେ ଉପଦେଶ, ଏବେ ଓଲଟା ପଡିବାରୁ ଜୟଶଙ୍କରଙ୍କୁ ବନ୍ଧୁ ବୋଲି କହିଲେ ଥରୁର

ନୂଆଦିଲ୍ଲୀ,୧।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ କହିଥିଲେ କଂଗ୍ରେସ ନେତା ଶଶି ଥରୁର। ଶନିବାର ଏକ ସ୍ପଷ୍ଟୀକରଣ ଉପସ୍ଥାପନ କରିବାବେଳେ ସେ କହିଛନ୍ତି ଯେ ଲଣ୍ଡନରେ ଭାରତୀୟ ପତାକା ଖୋଲିଦେବା ଘଟଣାରେ ଖାଲିସ୍ତାନୀମାନେ ଦେଇଥିବା ପ୍ରତିକ୍ରିୟାକୁ ନେଇ ବର୍ହିବ୍ୟାପାର…

ଛିଡ଼ାହୋଇଥିବା ଟ୍ରକ୍‌ ପଛରେ ପିଟିହେଲା ବସ୍‌: ୨ ଚାଳକ ଗୁରୁତର

ଜମନକିରା,୧ା୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଜାତୀୟ ରାଜପଥ ୫୩ନଂ. ବାଇପାସ୍‌ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗ ପକ୍ଷରୁ କରାଯାଇଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ଠିକ୍‌ ନଥିବା ଯୋଗୁ ଏଭଳି ଅସୁବିଧା ହେଉଥିବା ନେଇ ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି। ଏଭଳି…

ଟିମ ଇଣ୍ଡିଆର ମୁଖ୍ୟ ପ୍ରଯୋଜକ ହେବ ଡ୍ରିମ ଇଲେଭେନ, ୱେଷ୍ଟଇଣ୍ଡିଜ ଗସ୍ତରୁ ଜର୍ସିରେ ଦେଖାଯିବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି ଯେ ଡ୍ରିମ ଇଲେଭେନ ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଯୋଜକ ହେବ। ୱେଷ୍ଟଇଣ୍ଡିଜ ଗସ୍ତରେ ଆୟୋଜିତ ହେବାକୁ ଥିବା ଟେଷ୍ଟ ସିରିଜରୁ ଡ୍ରିମ ଇଲେଭେନ ଭାରତୀୟ ଦଳର…

ମହାରାଷ୍ଟ୍ରର ସୀମାବର୍ତ୍ତି ଗାଁ ବିଲୟର ପ୍ରସଙ୍ଗ ଉଠାଇଲେ କେସିଆର, କହିଲେ ଲୋକେ ଚାହୁଁଛନ୍ତି…

ହାଇଦ୍ରାବାଦ,୧।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ଭାରତ ରାଷ୍ଟ୍ର ସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ(କେସିଆର) ଦଳର ରାଷ୍ଟ୍ରୀୟ ସମ୍ପ୍ରସାରଣରେ ବ୍ୟସ୍ତ ଅଛନ୍ତି। କେସିଆରଙ୍କର ନଜର ପଡୋଶୀ ରାଜ୍ୟ ମହାରାଷ୍ଟ୍ର ଉପରେ ରହିଛି। ସେଥିପାଇଁ ସେଠାରେ ସେ ଲଗାତାର ପାର୍ଟିର ରାଲି କରୁଛନ୍ତି,…

ଭାରତୀୟ ଟି -୨୦ ଦଳରେ ରିଙ୍କୁ ସିଂଙ୍କ ଖେଳିବା ନିଶ୍ଚିତ

ନୂଆଦିଲ୍ଲୀ,୧।୭: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଥିବା ରିଙ୍କୁ ସିଂଙ୍କ ବିଷୟରେ ଅନେକ ଚର୍ଚ୍ଚା ହେଉଛି। କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ କ୍ରିକେଟ ଖେଳାଳିମାନେ କ୍ରମାଗତ ଭାବରେ କହିଛନ୍ତି ଯେ ୱେଷ୍ଟଇଣ୍ଡିଜ ଯାତ୍ରା ପାଇଁ ରିଙ୍କୁଙ୍କୁ ଭାରତୀୟ ଟି -୨୦…

ଭାବି ସ୍ବାମୀଙ୍କ ସହ ଅମୃତସରରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ଆମ ଆଦମୀ ନେତା ତଥା ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ଏବଂ ତାଙ୍କ ପ୍ରେମିକା ପରିଣୀତି ଚୋପ୍ରା ଶିଖମାନଙ୍କ ପବିତ୍ର ମନ୍ଦିର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କପଲ ଶ୍ରୀ ହରମିନ୍ଦର…

ମଙ୍ଗଳ ମିଶନରେ ପଠାଯାଇଥିବା ହେଲିକପ୍ଟର ସହିତ ୬୩ ପରେ ଯୋଗାଯୋଗ କଲା ନାସା

ଓ୍ବାଶିଂଟନ୍‌,୧।୭: ଆମେରିକାର ସ୍ପେସ ଏଜେନ୍ସି ନାସା ଦୁଇ ମାସ ପରେ ଏହାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟର ସହିତ ପୁନର୍ବାର ଯୋଗାଯୋଗ କରିଛି। ନାସା ଶୁକ୍ରବାର ଏହି ସୂଚନା ଦେଇଛି। ନାସା ଫେବୃୟାରୀ ୨୦୨୧ରେ ମଙ୍ଗଳ ଗ୍ରହକୁ ଏକ ମିଶନ ପଠାଇଥିଲା। ଏହି…

ଘର ଭିତରକୁ ପଶିଗଲା କାର

  ବାରିପଦା ଅଫିସ,୧।୭: ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ମଞ୍ଚାବନ୍ଧାଠାରେ ଦୁଇ କାର ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ କାର ଜଣଙ୍କ ଘର ଭିତରକୁ ପଶିଯାଇଛି। ଅନ୍ୟ କାରଟି ରାସ୍ତା ପାଶର୍‌ବରେ ଓଲଟି ପଡିଥିଲା । ଫଳରେ କାର ମଧ୍ୟରେ…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୨୪ ଘଣ୍ଟା ଭିତରେ ଫ୍ରାନ୍ସକୁ ପଠାଯାଉ: ୟୁରୋପୀୟ ଡାକ୍ତରଙ୍କ ଦାବି

ପ୍ୟାରିସ/ଲକ୍ଷ୍ନୌ,୧।୭: ଫ୍ରାନ୍ସରେ ଏକ ନାବାଳକକୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ସହରରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦଙ୍ଗାରେ ଏପର୍ଯ୍ୟନ୍ତ ୮୭୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୫୦୦ ଘର ନଷ୍ଟ ହୋଇଯାଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri