ଆଲୋକୀକରଣ ଯୋଜନା ପ୍ରହସନ ପାଲଟିଛି
ନାଉଗାଁ,୨୧ା୫(ସ୍ବ.ପ୍ର.): ଗାଁ ଗହଳି ରାସ୍ତାକୁ ଆଲୋକୀକରଣ କରିବା ପାଇଁ ସରକାରଙ୍କ ତରଫରୁ ନାଉଗାଁ ବ୍ଲକରେ ଆଲୋକୀକରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମାଧ୍ୟରେ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ୱ, ଗାଁ ଦାଣ୍ଡ ଆଦିରେ ଉଜ୍ୱଳ ଆଲୋକ ଲଗାଯିବାର ନିୟମ ରହିଛି।…
ଜୀବନ ଯନ୍ତ୍ରଣା ଭିତରେ ବଞ୍ଚିବାର ରାହା ଖୋଜୁଥିବା ଦମ୍ପତି
ରାଜନଗର,୨୧ା୫(ଡି.ଏନ.ଏ.): ଜଳଧର ଦାସ, ବୟସ ୮୦। ସ୍ତ୍ରୀ ବାସନ୍ତୀ ଦାସ ବୟସ ୭୫। ବୟସର ଅପରାହ୍ନରେ ପାଦ ଥାପି ସାରିଲେଣି ଦୁହେଁ। ଜଳଧର ଜନ୍ମରୁ କୁଜ୍ଜା। କୁଜ୍ଜା ହେଲେ ବି ଜୀବନ ଯନ୍ତ୍ରଣାକୁ ଭ୍ରୁକ୍ଷେପ ନ କରି କାମ ଧନ୍ଦା କରି…
ଜମ୍ବୁର ସଫଳ ଚାଷୀ ଶ୍ରୀମନ୍ତ: ବାଡ଼ିରେ ଫଳୁଛି ଅଙ୍ଗୁର
ମହାକାଳପଡ଼ା,୨୧ା୫ (ଡି.ଏନ୍.ଏ.): ସାଧାରଣତଃ ଥଣ୍ଡା ଜଳବାୟୁରେ ସେଓ, ଅଙ୍ଗୁର, ନାସ୍ପାତି, କମଳା, ଲିଚୁ ସମେତ ବିଭିନ୍ନ ଜାତୀୟ ଫଳ ପ୍ରଚୁର ପରିମାଣରେ ଉତ୍ପାଦନ ହୋଇଥାଏ। ବିଶେଷକରି ଭାରତର ହିମାଳୟ ପର୍ବତମାଳାର ପାଦଦେଶ ଯଥା ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଆସାମ,…
ବିଦ୍ୟୁତ୍ ସେବା ଅପହଞ୍ଚ: ମୋବାଇଲ ଆଲୁଅରେ ରୋଗୀଙ୍କୁ ଇଞ୍ଜେକ୍ଶନ
ବରଗଡ଼ ଅଫିସ୍,୨୧ା୫: ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନେକ ସମୟରେ ବିଦ୍ୟୁତ ସେବା ଅପହଞ୍ଚ ହୋଇ ପଡୁଛି। ଫଳରେ ଅନ୍ଧାରରେ ମୋବାଇଲ ଟର୍ଚ୍ଚ ବ୍ୟବହାର କରି ରୋଗୀସେବା କରାଯିବା ଭଳି ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ବିଦ୍ୟୁତ କାଟ୍ ଯୋଗୁ…
ଅଷ୍ଟମ ଥର ବାପା ହେବେ ବୋରିସ୍
ଲଣ୍ଡନ,୨୧।୫: ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍(୫୮) ଅଷ୍ଟମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ବୋରିସ୍ଙ୍କ ସ୍ତ୍ରୀ କ୍ୟାରି ଜନ୍ସନ୍ ୮ ମାସ ଗର୍ଭବତୀ ଥିବା କଥା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି କହିଛନ୍ତି। କିଛି ସପ୍ତାହ ମଧ୍ୟରେ…
ଚୋର ସନ୍ଦେହରେ ପିଟି ହତ୍ୟା
ଢେଙ୍କାନାଳ ଅଫିସ,୨୧ା୫: ଚୋରି କରିଛନ୍ତି ବୋଲି ମାନିନେବାକୁ ଗ୍ରାମସଭାରେ ବାଧ୍ୟ କଲେ। ଏଥିରେ ଅମଙ୍ଗ ହେବାରୁ ଯୁବକଙ୍କୁ ଘରୁ ଉଠାଇ ନେଇ ପିଟି ପିଟି ମାରିଦେଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ସଦର ଥାନା…
୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର,୧୫ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ୟୁନିୟନ ବ୍ୟାଙ୍କରୁ ଋଣ ଠକେଇ ମାମଲାରେ ସହରର ୨ଟି ରିଅଲ ଇଷ୍ଟେଟ ସଂସ୍ଥାର ବିଭିନ୍ନ ବାଣିଜି୍ୟକ ଏବଂ ଆବାସିକ ସମ୍ପତ୍ତି ଉପରେ ଚଢ଼ାଉବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧.୯୭୮ କେଜି ସୁନା (ଯାହାର ମୂଲ୍ୟ ୧.୩ କୋଟି ଟଙ୍କା),୧୫ ଲକ୍ଷ ଟଙ୍କା…
ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍
ନୂଆଦିଲ୍ଲୀ,୨୧ା୫: ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ସହ ଜଡ଼ିତ ପୁଲ ବଙ୍ଗାଶ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ପରଦିନ…
କୃତ୍ରିମ ଗୋଡ଼ରେ ଏଭରେଷ୍ଟ ଆରୋହଣ କଲେ ପୂର୍ବତନ ସୈନ୍ୟ
କାଠମାଣ୍ଡ,୨୧ା୫: ଦୁଇ ଗୋଡ଼ ହରାଇଥିବା ପୂର୍ବତନ ବ୍ରିଟିଶ୍ ଗୁର୍ଖା ସୈନ୍ୟ ବିଶ୍ୱର ସବୁଠୁ ବଡ଼ ଗିରିଶୃଙ୍ଗ ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି। ୪୩ ବର୍ଷୀୟ ହରି ବୁଧମଗର କୃତ୍ରିମ ଗୋଡ଼ରେ ମାଉଣ୍ଟ ଏଭରେଷ୍ଟର ୮୮୪୮.୮୬ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ି ଇତିହାସ ସୃଷ୍ଟି…
ମୁକ୍ତ ଓ ସ୍ଥିର ଇଣ୍ଡୋ-ପାସିଫିକ୍କୁ ଗୁରୁତ୍ୱ
ହିରୋଶିମା,୨୧ା୫: ଜାପାନର ହିରୋଶିମାରେ ଶନିବାର କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ବୈଠକରେ ଚାଇନାକୁ ଦୃଢ଼ ବିରୋଧ କରାଯାଇଛି। ସେମାନେ ଚାଇନାର ନାଁ ନେଇ ନ ଥିଲେ ମଧ୍ୟ ମିଳିତ ବିବୃତିରେ କମ୍ୟୁନିଷ୍ଟ ମହାଶକ୍ତିକୁ ଟାର୍ଗେଟ କରିବା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି…
ଯୁକ୍ତ୨ ସିଟ ସଂଖ୍ୟା ବଢ଼ିବ
ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ସିଟ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଜିଲାର ଆବଶ୍ୟକତାକୁ ଦେଖି ସିଟ ବଢ଼ାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶନିବାର ସୂଚନା ଦେଇଛନ୍ତି। ବିଶେଷକରି ପ୍ରଥମ ବର୍ଷ ସିଟ…
ବସୁଧା ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ, ପିଇବା ପାଣି ପାଇଁ ଲୋକେ ହଇରାଣ
କର୍ଲାମୁଣ୍ଡା,୨୦ା୫(ଡି.ଏନ୍.ଏ.): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ନିମନ୍ତେ ବିଭନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଥିଲେ ହେଁ, ଯୋଜନାଗୁଡ଼ିକ ଠିକ୍ ସମୟରେ ସମ୍ପୂର୍ଣ୍ଣ ହେଇ ପାରୁ ନ ଥିବାର ସାଧାରଣ ଲୋକଙ୍କ…
Archives


