Home Left

ଏହିସବୁ କାରଣରୁ ଟିମ ଇଣ୍ଡିଆଠାରୁ ଦୂରରେ ସରଫରାଜ, ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ କରିବାକୁ ପଡ଼ିବ ଆହୁରି ଅପେକ୍ଷା

ନୂଆଦିଲ୍ଲୀ,୨୭।୬: ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରଥମ ଶ୍ରେଣୀ ସୁପରଷ୍ଟାର ସରଫରାଜଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇନାହିଁ। ଅନେକ କ୍ରିକେଟ ବିଶେଷଜ୍ଞ ତଥା…

ଉଦ୍‌ଘାଟନ ପୂର୍ବରୁ ଦବିଗଲା ବିଜୁ ସେତୁ

ଲୋଇସିଂହା,୨୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରାରୁ କେଉଁଟିପାଲିକୁ ସଂଯୋଗ କରୁଥିବା ଘେସରା ନାଳରେ ବିଜୁ ସେତୁ ନିର୍ମାଣ ହୋଇଛି। ଉଦ୍‌ଘାଟନ ପୂର୍ବରୁ ସେତୁର ଉଭୟ ପାର୍ଶ୍ୱରେ ରାସ୍ତା ଦବି ଯାଇଛି। ସେତୁ ଅସୁରକ୍ଷିତ ହୋଇପଡିଛି। ଯାତ୍ରୀମାନେ ଏହି…

ଲୋକାର୍ପଣ ହେଉନି ଜିଏମ୍‌ୟୁ ଅତ୍ୟାଧୁନିକ ଅଡିଟୋରିୟମ

ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ ନ ଥିବାରୁ ବ୍ୟବହାରରେ ଆସିପାରୁ ନାହିଁ। କାମ ସରିବା ପରେ ମଧ୍ୟ ଜିଏମ୍‌ୟୁକୁ ଅଡିଟୋରିୟମ…

ଭାଇର ହତ୍ୟାକାରୀ ସାଜିଲା ଭାଇ

ଭେଡ଼େନ,୨୬।୬(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାନପିପିଲିପାଲି ଗ୍ରାମରେ ନିଜ ବଡ଼ ଭାଇକୁ ହତ୍ୟା ଅଭିଯୋଗରେ ରବି ପଧାନ (୩୬)ଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ…

ବର୍ଷାରେ ସରକାରୀ ବସ୍‌ଷ୍ଟାଣ୍ଡ ବେହାଲ

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ମଧ୍ୟରେ ରହିଥିବା ସରକାରୀ ବସଷ୍ଟାଣ୍ଡ ସାମାନ୍ୟ ବର୍ଷାରେ ବେହାଲ ହୋଇପଡିଛି। ପ୍ରତିବର୍ଷ ବର୍ଷାଦିନେ ବସଷ୍ଟାଣ୍ଡରେ ଏଭଳି ସମସ୍ୟା ଲାଗି ରହିଥିବାବେଳେ ଏପର୍ଯ୍ୟନ୍ତ ତାର କିଛି ସମାଧାନ କରା ନ ଯିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇ…

ଇମୋଶନାଲ ହେଲେ ତମନ୍ନା

ମୁମ୍ବାଇ: ଗତ କିଛିଦିନ ହେବ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ। ବିଜୟ ବର୍ମାଙ୍କ ସହ ତାଙ୍କ ରିଲେସନଶିପକୁ ନେଇ ସେ ଯେବେଠାରୁ ଅଫିସିୟାଲି ଘୋଷଣା କରିଛନ୍ତି ସେବେଠାରୁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ସେ ବିଜୟ ବର୍ମାଙ୍କ ସହ…

ବର୍ଷାରେ ଗଛପଡ଼ି ଭାଙ୍ଗିଲା ଘର

କୋରାପୁଟ/ନନ୍ଦପୁର,୨୬ା୬(ଅମିତାଭ ବେହେରା/ଶଙ୍କର ପୂଜାରୀ): କୋରାପୁଟ ଜିଲାରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ରବିବାର ରାତିରେ ନନ୍ଦପୁର ବ୍ଲକ କୁଲାର ସିଂ ପଞ୍ଚାୟତ ଦଳେଇପୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରଭାଙ୍ଗିଛି। ଗ୍ରାମର କୌଶଲ୍ୟା ଗୁଣ୍ଠା ଓ ତାଙ୍କ ପୁଅ…

ଆମେରିକା ସହିତ ଭାରତର ଜେଟ୍‌ ଇଞ୍ଜିନ ଡିଲ୍‌କୁ ନେଇ ଚିନ୍ତାରେ ଚାଇନା

ଓ୍ବାଶିଂଟନ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏକ ବଡ଼ ଘୋଷଣା କରାଯାଇଥିଲା। ଯେଉଁଥିରେ ଆମେରିକୀୟ କମ୍ପାନୀ ଜିଓ ଏରୋସ୍ପେସ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ହଲ) ସହଯୋଗରେ ଭାରତରେ ଯୁଦ୍ଧ ବିମାନ ଇଞ୍ଜିନ ତିଆରି କରିବ। ଏହି ଚୁକ୍ତି ଅନୁଯାୟୀ…

ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ ହୋଇଛି। କମର୍ସିଆଲ ଓ ଟ୍ୟାକ୍ସି ପରିମିଟ ଥିବା ଗାଡ଼ି ହିଁ ସରକାରୀ କାର୍ଯ୍ୟାଳୟରେ…

ବାଡ଼ିରୁ ୧୮ ନାଗଛୁଆ ଉଦ୍ଧାର

ରାୟଗଡ଼ା,୨୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ପୁରୁଣା ଏଲ୍‌ଆଇସି କଲୋନୀର ଭରତ ବେନିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ବାଡ଼ିରୁ ୧୮ଟି ନାଗ ଛୁଆ ଉଦ୍ଧାର ହୋଇଛି । ପରିବାର ଲୋକେ ବାଡିକୁ ଯାଇଥିବାବେଳେ ନାଗ ଛୁଆଙ୍କୁ ଦେଖି ରାୟଗଡ଼ା…

ତିନି ପାର୍ଶ୍ୱରୁ ରହିବ ରାମ ମନ୍ଦିରର ସୁରକ୍ଷା: ଖର୍ଚ୍ଚ ହେବ ୩୮ କୋଟି

ଲକ୍ଷ୍ନୌ,୨୭।୬: ରାମଲଲା ମନ୍ଦିରର ସୁରକ୍ଷା ଯୋଜନାରେ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ପାଣ୍ଠି ଅନୁମୋଦନ ହୋଇଛି ଏବଂ ନିର୍ମାଣ ଦାୟିତ୍ୱ ଉତ୍ତରପ୍ରଦେଶ ୟୁପି ନିର୍ମାଣ ନିଗମଙ୍କୁ ହସ୍ତାନ୍ତର କରାଯାଇଛି। ଆଗାମୀ କିଛି ଦିନରେ ଏହାର ଡିପିଆର ଶାସନ ନିକଟକୁ…

ବଳାତ୍କାର ଅଭିଯୁକ୍ତଙ୍କୁ ଜେଲ

ଢେଙ୍କାନାଳ,୨୭ା୬(ରତନ ନାୟାର): ଜଣେ ଦଳିତ ସମ୍ପ୍ରଦାୟର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଢେଙ୍କାନାଳ ଫାଷ୍ଟଟ୍ରାକ୍‌ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୬ ଅକ୍ଟୋବର ୨୦୨୦ରେ ଅଭିଯୁକ୍ତ ନିରଞ୍ଜନ ମହାରଣା ସମ୍ପୃକ୍ତା ନାବାଳିକାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri