Home Left

ଶ୍ୱଶୁର ଘର ପୋଖରୀରେ ବୁଡ଼ିଗଲେ ଜ୍ୱାଇଁ

ବାହାନଗା,୨୦ା୫(ଡି.ଏନ୍‌.ଏ.): ଶ୍ୱଶୁର ଘର ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ଜ୍ୱାଇଁ। ଏପରି ଦୁଃଖଦ ଘଟଣା ଦେଖିବାକୁ ମଳିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକରେ। ସେ ହେଲେ ନୂଆପୁର ଗାଁର ମୁକୁନ୍ଦ ମଳିକଙ୍କ ପୁଅ ଅମୂଲ୍ୟ(୪୫)। ସେ ତାଳପଦାସ୍ଥିତ ତାଙ୍କ…

ଡୋକରୀଚଞ୍ଚରାର ହେବ ସୌନ୍ଦର୍ଯ୍ୟକରଣ, ପ୍ରତିଶ୍ରୁତି ଦେଲେ ୫-ଟି ସଚିବ

କୋକସରା,୨୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗସ୍ତରେ ଆସି ଶନିବାର ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ କୋକସରା ବ୍ଲକ ଆମପାଣି ବୁଢ଼ାରଜା ମନ୍ଦିରରେ ମଧ୍ୟାହ୍ନରେ ପହଞ୍ଚି ପ୍ରଥମେ ଆରାଧ୍ୟ ଦେବ ବୁଢ଼ାରଜାଙ୍କ ଦର୍ଶନ ଲାଭ କରି ମଞ୍ଚକୁ ଯାଇଥିଲେ। ମିଶନ ଶକ୍ତି ଓ…

ପିତାଙ୍କ ଶେଷକୃତ୍ୟ ସମୟରେ ଟ୍ରୋଲ୍‌ ହେଲେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାଙ୍କ ପରିବାର ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। ଶୁକ୍ରବାର ଅଭିନେତା ତାଙ୍କୁ ପିତାଙ୍କୁ ହରାଇଛନ୍ତି। ଆୟୁଷ୍ମାନଙ୍କ ପିତା ଦେଶର ଜଣେ ଜଣାଶୁଣା ଜ୍ୟୋତିଷ ଥିଲେ। ଆୟୁଷ୍ମାନ ଏବଂ ତାଙ୍କ ଭାଇ…

ବଲିଉଡ୍‌ର ସଫଳ ନିର୍ଦ୍ଦେଶକଙ୍କୁ ଜାଣନ୍ତି, ଯିଏକି ଦର୍ଶକଙ୍କ ଭେଟି ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ଯେକୌଣସି ଫିଲ୍ମର ହୃଦୟ, ପ୍ରାଣ ଏବଂ ହୃଦ୍‌ସ୍ପନ୍ଦନ ହେଉଛନ୍ତି ନିର୍ଦ୍ଦେଶକ। ବଲିଉଡ୍‌ର କ୍ୟାରିୟରରେ ଅନେକ ନିର୍ଦ୍ଦେଶକ ଅନେକ ଫିଲ୍ମ କରିଛନ୍ତି। ମାତ୍ର ସେଥିରୁ କିଛି ନିର୍ଦ୍ଦେଶକ ଦର୍ଶକଙ୍କୁ ସୁପର ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇ ନିଜେ ସୁପର ପାଲଟିଛନ୍ତି। ଏହି…

କେନ୍ଦ୍ର ଜଳଶକ୍ତି ମିଶନ ସଚିବଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ଗଞ୍ଜାମ,୨୦ା୫(ଡି.ଏନ୍‌.ଏ.): କେନ୍ଦ୍ର ଜଳଶକ୍ତି ମିଶନ ସଚିବ ଭିନୀ ମହାଜନ ଗଞ୍ଜାମ ଜିଲା ଗସ୍ତରେ ଆସି ଗଞ୍ଜାମ ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକରେ ନିର୍ମାଣ ହେଉଥିବା କଂସାରୀଗଣ୍ଡ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସଚିବଙ୍କ ସହ ରାଜ୍ୟ…

ଓକିଲଙ୍କ ଦୀର୍ଘ ଦିନର ଦାବି ପୁରଣ ହେଲା: ପୁରୁଷୋତ୍ତମପୁରରେ ଉଦଘାଟନ ହେଲା ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ 

ପୁରୁଷୋତ୍ତମପୁର, ୨୦/୫(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଓକିଲ ସଂଘର ଦିନ ଦିନର ଦାବି ପୁରଣ ହୋଇଛି। ଶନିବାର ଏଠାରେ ସିନିୟର ଡିଭିଜନ ସିଭିଲ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟର ଉଦଘାଟନ ହୋଇଛି। ମାନ୍ୟବର  ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ…

‘ତାରକ ମେହେଟାକା ଉଲଟା ଚଷମା’ ଶୋ’ର ନିର୍ମାତାଙ୍କ ଉପରେ ପୁଣିଥରେ ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ, କହିଲେ ଦୟାବେନଙ୍କ ସହ ହୋଇଛି ର୍ଦୁବ୍ୟବହାର

ମୁମ୍ବାଇ: ଲୋକପ୍ରିୟ ସିରିୟଲ ‘ତାରକ ମେହେଟାକା ଉଲଟା ଚଷମା’ର ନିର୍ମାତାଙ୍କ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ତେବେ କିଛିଦିନ ପୂର୍ବରୁ ସୋଡି ଭୂମିକାରେ ଥିବା ଜେନିଫର ମିଷ୍ଟ୍ରି ନିର୍ମାତା ଅସିତ ମୋଦିଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ…

ଶ୍ବଶୁର ଘର ଗାଁରେ ଜ୍ବାଇଁର ମୃତ୍ୟୁ

କେସିଙ୍ଗା,୨୦।୫(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ପିଡବ୍ଲୁଡି ମୁଖ୍ୟ ରାସ୍ତା ପାଶ୍ୱରେ କୈଳାଶ ମାଝି(୩୫) ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ଗଳାରେ ଲୁଙ୍ଗି ବାନ୍ଧି ପଳାଶ ଗଛରେ ଆତ୍ମହତ୍ୟା କରିଛନ୍ତି। କୈଳାଶ ଜଣେ ଟ୍ରାକ୍ଟର…

ସିବିଆଇ ସମନ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା,୨୦।୫: ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ଏମ୍‌ପି ଅଭିଷେକ ବାନାର୍ଜୀ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।ସେଠାରେ ସେ  ଜେରାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ନିକଟରେ ଏହି ମାମଲାରେ କୋଲକାତା ହାଇକୋର୍ଟ ଇଡି ଏବଂ ସିବିଆଇ…

ଆଇପିଏଲର ୬୮ ମ୍ୟାଚ: କୋଲକାତା ବନାମ ଲକ୍ଷ୍ନୌ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୩ର ୬୮ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ଭେଟିବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି)। ଶନିବାର ସନ୍ଧ୍ୟା ୭.୩୦ରେ କୋଲକାତାର ଇଡେନଗାର୍ଡେନ୍ସଠାରେ ଖେଳାଯିବ। କୋଲକାତା ୧୦ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ସେହପରି ଲକ୍ଷ୍ନୌ ୧୫…

୨୮ ବର୍ଷ ହେବ ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶେରା

ମୁମ୍ବାଇ: ସଲମାନ ଖାଁ। ବଲିଉଡର ଏହି ଭାଇଜାନ ତାଙ୍କ ଆଖପାଖର ଲୋକଙ୍କୁ କେତେ ଭଲ ପାଆନ୍ତି ତାହା ହୁଏତ ଅନେକେ ଜାଣିଥିବେ। ତାଙ୍କର ଏହି ନିଃସ୍ବାର୍ଥପର ଭଲପାଇବାରେ ଅନେକ ସଲମାନଙ୍କୁ ନିଜର କରିପାରିଛନ୍ତି। ସଲମାନ ବଲିଉଡରେ ଯେତିକି ଫେମସ ସମାନ ଢଙ୍ଗରେ…

ଦିଲ୍ଲୀରେ ଟ୍ରାନ୍ସଫର-ପୋଷ୍ଟିଂ ମାମଲା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ର

ନୂଆଦିଲ୍ଲୀ,୨୦।୫: ଗତ ସପ୍ତାହରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ରାଜଧାନୀ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଟ୍ରାନ୍ସଫର-ପୋଷ୍ଟିଂ କରିବାର ଅଧିକାର ଦେଇଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ପୁଣିଥରେ ଏସ୍‌ସିଙ୍କ ନିକଟକୁ ଯାଇ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri