‘କେବେ ବି ଅମିତ ଶାହାଙ୍କୁ ସୁପାରିଶ କରିନାହିଁ’, ଲୋକ ସଭା ନିର୍ବାଚନ ଟିକେଟକୁ ନେଇ ଏମିତି କହିଲେ ବ୍ରିଜ ଭୂଷଣ
ନୁଆଦିଲ୍ଲୀ,୨୧।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂ କିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଛନ୍ତି। ଗୋଟିଏ ପଟେ ତାଙ୍କ ଗିରଫ ଦାବି କରି ୨୮ ଦିନ ହେବ…
ଶୁଟିଂ ସାରି ଫେରୁଥିଲେ, ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ଜୀବନ ଗଲା
କୋଲକାତା: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଙ୍ଗଳା ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା ଆଉ ଏ ଦୁନିଆରେ ନାହାନ୍ତି। ଶନିବାର ରାତିରେ ଏହି ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ଏକ ବାଇକ୍ ଦୁର୍ଘଟଣା ପରେ ସୁଚନ୍ଦ୍ରା ଆଖି…
ଯେଉଁମାନଙ୍କୁ କହୁଥିଲେ ଭ୍ରଷ୍ଟାଚାରୀ, ଆଜି ସେହିମାନଙ୍କ ସହ ଠିଆ ହୋଇଛନ୍ତି କେଜରିଓ୍ବାଲ: ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୨୧।୫: ଦିଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ମନୋଜ ତିଓ୍ବାରୀ ରବିବାର ଏକ ପ୍ରେସ କନଫରେନ୍ସ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଖୁବ ବର୍ଷଛନ୍ତି। ଏମପି ମନୋଜ ତିୱାରୀ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ପହଞ୍ଚିଛନ୍ତି ସେମାନଙ୍କର…
ଏପରି ଲୋକଙ୍କୁ ଜୀବନରେ କେବେ ବି ମିଳେ ନାହିଁ ସଫଳତା
ଆଜିର ସମୟରେ ଲୋକମାନେ ପରସ୍ପରକୁ ଟପି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏଥିପାଇଁ କଠିନ ପରିଶ୍ରମ ବି କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ହାସଲ କରିବାରେ ଅସମର୍ଥ। ଏହିପରି…
ଅତାବିରାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍
ସରଣ୍ଡା,୨୧ା୫(ଡି.ଏନ୍.ଏ.): ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଟିମ୍ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ…
ମି. ଡୁଡଲ୍ଙ୍କ ଡୁଡଲ୍ ଆର୍ଟ ଘର
ଇଂଲଣ୍ଡର ସାମ୍ କକ୍ସ କଳା ଧଳା ଡୁଡଲ୍ ଆର୍ଟ କରିବାରେ ବେଶ୍ ଧୁରିଣ। ସେ ଏକ ଡୁଡଲ ପପ୍ ଅପ୍ ଦୋକାନ ବି କରିଛନ୍ତି। ଡୁଡଲ୍ ଆର୍ଟ କରି ସେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରନ୍ତି। ତାଙ୍କର ୨.୭ ମିଲିୟନ ଫଲୋୟର୍ ଅଛନ୍ତି।…
ମହାକାଶରେ ରେଷ୍ଟୁରାଣ୍ଟ
ସବୁବେଳେ ଘରେ ଖାଇ ଖାଇ ଯେବେ ବୋର୍ ଲାଗେ ଆମେ କୌଣସି ଭଲ ରେଷ୍ଟୁରାଣ୍ଟକୁ ଯାଉ ଅବା ବଣଭୋଜି କରିବାକୁ ଯାଉ। ଅର୍ଥାତ୍ ମଣିଷ ଚାହେଁ କିଛି ଭିନ୍ନତା। ଏହାକୁ ନଜରରେ ରଖି ଫ୍ରାନ୍ସର ଜେଫାଲ୍ଟୋ ନାମକ ଏକ ଷ୍ଟାର୍ଟଅପ୍…
ଏମିତି ଗାଁ ଯେଉଁଠି ଝିଅ ହେଇଯାଏ ପୁଅ
ବେଳେବେଳେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଶୁଣୁ ଯାହାକୁ ବିଶ୍ୱାସ କରି ହୁଏନା। ସେମିତି ଏକ କଥା ସମ୍ପର୍କରେ ଆମେ ଏଠାରେ କହୁଛୁ। ସାଧାରଣତଃ ତରୁଣ ଅବସ୍ଥା ଉଭୟ ଝିଅ ଓ ପୁଅଙ୍କ ପାଇଁ ଏକ ଅଜବ ଓ କଠିନ…
ବଡ଼ ହଳ
ହଳକୁ କୃଷକର ବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଦ୍ୱାରା କ୍ଷେତକୁ ଖୋଳାଯାଇ ଚାଷ ପାଇଁ ଉପଯୋଗୀ କରାଯାଇଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ହଳ ଥିଲା ଯାହାର ଓଜନ ୩୦ ହଜାର କି.ଗ୍ରା. ଥିଲା। ପୃଥିବୀର ସବୁଠାରୁ…
ବୋତାମ
ବୋତାମ, ଛୋଟିଆ ଜିନିଷଟିଏ। କିନ୍ତୁ ବେଶ୍ ଜରୁରୀ। କେବେ ଭାବିଛନ୍ତି ଏହି ଛୋଟିଆ ଜିନିଷଟିକୁ ତିଆରି କରିବାର ଯୋଜନା ପ୍ରଥମେ କିଏ କରିଥିଲେ? ଆଉ ଯିଏ ବି କରିଥିଲେ ତାକୁ ଗୋଲାକାର କାହିଁକି କଲେ? ଜାଣନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର..…
ଅଷ୍ଟମୁଡ଼ି ହ୍ରଦ
କେରଳର କୋଲାମ୍ ଜିଲାରେ ଥିବା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଏହି ଅଷ୍ଟମୁଡ଼ି ହ୍ରଦ। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ବୋଟିଂ, ଫିଶିଂ ଆଦିର ସୁବିଧା ରହିଛି।…
ଡେନିମ୍ ଶଟର୍ସ ଫ୍ୟାଶନ
ଖରାଦିନେ ଡେନିମ୍ ଶଟର୍ସର ଚାହିଦା ଖୁବ୍ ବଢିଯାଏ। କାରଣ ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍ ଲାଗେ ସେମିତି ସ୍ମାର୍ଟ ଲୁକ୍ ବି ମିଳେ। ତା’ଛଡ଼ା ଏହା ସହିତ ଯେକୌଣସି ଟପ୍ସକୁ ମଧ୍ୟ ଆରାମରେ ପେୟାର୍ କରି ପିନ୍ଧି ହୁଏ। ତେବେ କେଉଁ…
Archives


