ଏହି କାରଣରୁ ଆଜି ପର୍ଯ୍ୟନ୍ତ କଶ୍ମୀର ଯାଇନାହାନ୍ତି କିଙ୍ଗ୍‌ ଖାନ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ଆଜିକାଲି ତାଙ୍କ ଚଳଚ୍ଚିତ୍ର ‘ଯବାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ୩୫ ବର୍ଷ ଧରି ବଲିଉଡର ଏକ ଅଂଶ ହୋଇ ରହିଆସିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ଟି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଅଭିନେତା ଭାରତର ଅନେକ ସହରରେ ଏବଂ ବିଦେଶରେ ଚଳଚ୍ଚିତ୍ର ପାଇଁ ଶୁଟିଂ କରିଛନ୍ତି ଏବଂ ଯାତ୍ରା କରିଛନ୍ତି। ସେ ଅନେକ ଚଳଚ୍ଚିତ୍ରରେ ତୁଷାର ଉପତ୍ୟକା ମଧ୍ୟରେ ଶୁଟିଂ ମଧ୍ୟ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଶାହାରୁଖ ଖାନ ଆଜି ପର୍ଯ୍ୟନ୍ତ କାହିଁକି କଶ୍ମୀର ଗସ୍ତ କରିନାହାଁନ୍ତି?

ଭାରତର ଜନ୍ନତ ବୋଲି କଶ୍ମୀରକୁ କୁହାଯାଏ। ଶହ ଶହ ହୃଦୟର ରାଜ୍‌ କରୁଥିବା ବଲିଉଡର କିଙ୍ଗ୍‌ ଖାନ ଆଜି ପର୍ଯ୍ୟନ୍ତ ଏହି କଶ୍ମୀର ଭୂମିରେ ପାଦ ରଖିନାହାଁନ୍ତି । କିଙ୍ଗ୍‌ ଖାନ ନିଜେ ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କରୋଡପତି’ ମଞ୍ଚରେ ଏହା ପ୍ରକାଶ କରିଛନ୍ତି ଏବଂ ଏହାର କାରଣ ପଛର କାରଣ ମଧ୍ୟ କହିଛନ୍ତି।

ଶାହାରୁଖ କହିଛନ୍ତି, ମୋ ବାପାଙ୍କ ମା’ କଶ୍ମୀରୀ ଥିଲେ। ସେ ମୋତେ କହିଥିଲେ, ଜୀବନରେ ତିନୋଟି ସ୍ଥାନକୁ ଜରୁରୀ ଦେଖିବୁ, ମୁଁ ରୁହେଁ କି ନ ରୁହେଁ। ସେ ଇସ୍ତାନବୁଲ, ଇଟାଲୀ ଏବଂ କଶ୍ମୀରକୁ ନିଶ୍ଚୟ ଦେଖିବାକୁ କହିଥିଲେ। ସେ କହିଥିଲେ, ବାକି ଆଉ ସବୁ ମୋ ବିନା ଦେଖି ଦେଖିଦେବୁ, ହେଲେ ମୋ ବିନା କଶ୍ମୀରକୁ ଦେଖିବୁ ନାହିଁ। ହେଲେ କଶ୍ମୀର ଯିବା ପୂର୍ବରୁ ତାଙ୍କର ନିଧନ ହୋଇଗଲା। ମୁଁ ସାରା ବିଶ୍ୱ ଭ୍ରମଣ କରିଛି, କିନ୍ତୁ ମୁଁ କଶ୍ମୀରକୁ କେବେ ଯାଇନାହିଁ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ଭାରତର ଗୁରୁତ୍ୱକୁ ଅନୁଭବ କରୁଛି ବାଂଲାଦେଶ, ଏବେ କରୁଛି ଏମିତି ଚିନ୍ତା

ଢାକା,୧୧।୫: ବାଂଲାଦେଶ ଏବେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତ୍ତି ପ୍ରକାଶ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ମୋଦିଙ୍କ ବଡ଼ ଉପଦେଶ, କହିଲେ ଘରୁ ରହି କାମ କରିବାକୁ…

ନୂଆଦିଲ୍ଲୀ,୧୧।୫:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri