ଜୋର ଧରିଲା ବିବାଦ: ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଏତଲା
ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ବିରୋଧ କରିଛି। ଗୁରୁବାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ଭାରତ ମୁକ୍ତି ମୋର୍ଚ୍ଚା…
ପାକ୍ ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ରହିଛି ଇମ୍ରାନ୍ଙ୍କ ନାଁ
ଇସଲାମାବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା କମିବାର ନେଉନାହାଁନ୍ତି। ମେ’୯ରେ ପାକିସ୍ତାନରେ ଘଟିଥିବା ହିଂସାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ ମୋଟ ୬ଟି ମାମଲାରେ ନାମାଙ୍କିତ କରାଯାଇଛି। ବିଶେଷ କଥା ହେଉଛି…
ମ୍ୟାଚ୍ ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଲା
ଓ୍ବିମ୍ବେଲଡନ୍,୬ା୭: ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମ୍ୟାଚ୍ ଚାଲିଥିବା ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଛି। ପରିବେଶ ସୁରକ୍ଷାକାରୀ ସଂସ୍ଥା ‘ଜଷ୍ଟ ଫର ଅଏଲ୍’ ପକ୍ଷରୁ ବିରୋଧ କରାଯାଇ ପ୍ରତିବାଦ କରାଯାଇଥିଲା। କୋର୍ଟ ନମ୍ବର ୧୮ରେ ମ୍ୟାଚ୍ ଖେଳାଯାଉଥିବା ସମୟରେ…
ଚିରାଗ ପାଶଓ୍ବାନ, ଚନ୍ଦ୍ରବାବୁ ନାଇଡୁ , ସୁଖବୀର ବାଦଲଙ୍କ ଦଳ ଏନଡିଏରେ ହେବେ ସାମିଲ? ୧୮ରେ ବୈଠକ କରିବ ଭାଜପା
ନୂଆଦିଲ୍ଲୀ,୬।୭: ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ମୁଖ୍ୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଭାଜପା ବିରୋଧରେ ଏକାଠି ନିର୍ବାଚନରେ…
ଟିମ ଇଣ୍ଡିଆକୁ ବଡ଼ ଝଟକା, ଟି -୨୦ ସିରିଜ ପୂର୍ବରୁ ଆହତ ହେଲେ ଏହି ଦ୍ରୁତ ବୋଲର
ନୂଆଦିଲ୍ଲୀ,୬।୭: ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜ ପାଇଁ ଭାରତ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ଆବେଶ ଖାନଙ୍କୁ ଟିମ ଇଣ୍ଡିଆ ସୁଯୋଗ ଦେଇଛି। ସେ ଭାରତ ପାଇଁ ୧୫ ଟି -୨୦ଏବଂ ୫ ଟି ଦିନିକିଆ ଖେଳିଛନ୍ତି।…
ଟିସିଏସ ପରେ ଟାଟା ଷ୍ଟିଲର ବଡ଼ କାର୍ଯ୍ୟାନୁଷ୍ଠାନ, କମ୍ପାନୀରୁ ବିଦା ହେଲେ ୩୮ କର୍ମଚାରୀ
ନୂଆଦିଲ୍ଲୀ,୬।୭: ଟିସିଏସ ପରେ ଟାଟା ଷ୍ଟିଲ ମଧ୍ୟ କମ୍ପାନୀର ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ୩୮ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଟାଟା ଷ୍ଟିଲ ଚେୟାରମ୍ୟାନ ଏନ୍. ଚନ୍ଦ୍ରଶେଖରନ କମ୍ପାନୀର ଏଜିଏମ୍ରେ ଏହି ସୂଚନା ଦେଇଛନ୍ତି। ପଦବୀର ଅପବ୍ୟବହାର, ବ୍ୟକ୍ତିଗତ ଲାଭ…
୧୦ ମିନିଟ୍ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି,୬ା୭(ଅରୁଣ କୁମାର ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷିଛି। ମାତ୍ର ୧୦ ମିନିଟ୍ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର। ଉକ୍ତ ବଜାରର ଲକ୍ଷ୍ମୀବଜାର ଛକ, ତିନି ଛକ, ଚାରିଛକ ଅଞ୍ଚଳରେ କୃତ୍ରିମ ବନ୍ୟା…
ସଲମାନଙ୍କ ବାର୍ଷିକ ରୋଜଗାର ଏତିକି ଟଙ୍କା…
ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ର ସହିତ ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏକ…
ସାଉଥ ମୁଭିରେ ଡେବ୍ୟୁ କରିବେ ଶନାୟା କପୁର
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ସାଉଥ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଲେଣି। ରିପୋର୍ଟ ଅନୁଯାୟୀ, ସେ ମୋହନଲାଲଙ୍କ ମୁଭି ବୃଷଭାରେ ତାଙ୍କର ସାଉଥ ହେବ୍ୟୁ କରିବେ। ଏକତା କପୁରଙ୍କ ଏହି ମୁଭିକୁ କନ୍ନଡ ଡିରେକ୍ଟର ନନ୍ଦା…
ମହମ୍ମଦ ଶାମିଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ୪ ବର୍ଷ ପୁରୁଣା ମାମଲାର ହେବ ଶୁଣାଣି
କୋଲକାତା,୬।୭: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କ ଆବେଦନ ଉପରେ ଏକ ମାସ ମଧ୍ୟରେ ଶୁଣାଣି ଏବଂ ସମାଧାନ କରିବାକୁ ପଶ୍ଚିମବଙ୍ଗ ସେସନ୍ସ ଜଜ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ…
ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର
ବାଲେଶ୍ୱର,୬ା୭(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ପଞ୍ଚାୟତର ନୂଆଁପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ ପରେ…
କଂଗ୍ରେସରେ କୌଣସି ଗୋଷ୍ଠୀ ନାହିଁ, ଆମେ ସମସ୍ତେ ଏକ: ସଚିନ ପାଇଲଟ
ନୂଆଦିଲ୍ଲୀ,୬।୨: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ କଂଗ୍ରେସ ନେତୃତ୍ୱ ଗୁରୁବାର ଏକ ବୈଠକ ବସିଛି। ଏହି ବୈଠକରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କେସି ଭେନୁଗୋପାଲ ଏବଂ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ସଚିନ ପାଇଲଟ…
Archives


