ଚିତା ଟ୍ରାକିଂ ଟିମ୍କୁ ଡକାୟତ ଭାବି ଆକ୍ରମଣ
ଶେଓପୁର, ୨୭ା୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ନିଖୋଜ ଥିବା ଏକ ମାଈ ଚିତାକୁ ଖୋଜିବା ପାଇଁ ଯାଇଥିବା ଟିମ୍କୁ ଶିବପୁରୀ ଜିଲାର କେତେଜଣ ସ୍ଥାନୀୟ ଲୋକ ଡକାୟତ ଭାବି ଆକ୍ରମଣ କରିଛନ୍ତି। ଏଥିରେ ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ଆହତ…
ବର୍ଷା ବିତ୍ପାତ: ୧୨ ମୃତ
ଜୟପୁର, ୨୭ା୫(ପି.ଟି.): ରାଜସ୍ଥାନର ଟୋଙ୍କ ଜିଲାରେ ବର୍ଷା ବିତ୍ପାତରେ ୧୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟୋଙ୍କ ଜିଲାପାଳ ଚିନ୍ମୟୀ ଗୋପାଳ କହିଛନ୍ତି। ଗୁରୁବାର ରାତିର ଜିଲାର ବିଭିନ୍ନ ସ୍ଥାନରେ…
୪ ଦିନ ପାଇଁ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୨୭ା୫: ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରମେଶ ଦେବକୀନନ୍ଦନ ଧନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଆସନ୍ତା ୩୦ରେ ୬୨ ବର୍ଷରେ ପଦାର୍ପଣ କରିବା ସହ ଅବସର ନେବେ। ଅର୍ଥାତ୍ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ତାଙ୍କ…
ଆଲ୍ଲାହାବାଦ ହାଇକୋର୍ଟକୁ ଗଲା କୃଷ୍ଣ ଜନ୍ମଭୂମି ମାମଲା
ଆଲ୍ଲାହାବାଦ, ୨୭ା୫: ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ସମ୍ପର୍କିତ ସମସ୍ତ ମାମଲାକୁ ଆଲ୍ଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ମଥୁରା ଜିଲା କୋର୍ଟରେ ଶୁଣାଣି ହେଉଥିବା ଉକ୍ତ ମାମଲାଗୁଡ଼ିକୁ ଏଣିକି ହାଇକୋର୍ଟ ଶୁଣାଣି କରିବେ। ଶାହି ମସ୍ଜିଦ ଇଦ୍ଗା ନିର୍ମାଣ ହୋଇଥିବା ଜମି ଉପରେ ହିନ୍ଦୁ…
ଉତ୍ତରାଖଣ୍ଡରେ ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି ଚାଇନା
ନୂଆଦିଲ୍ଲୀ, ୨୭ା୫: ସୀମା ବିବାଦକୁ ନେଇ ଭାରତ ସହ ଦୀର୍ଘଦିନ ମୁହାଁମୁହିଁ ସ୍ଥିତି ଲାଗିରହିବା ପରେ ଚାଇନା ଏବେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ଠାରୁ ୧୧ କିଲୋମିଟର ଭିତରକୁ ଅର୍ଥାତ୍ ଉତ୍ତରାଖଣ୍ଡ ନିକଟରେ ସୀମା ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି। ଏହି…
‘ନୋ ଫ୍ଲାଏ’ ଲିଷ୍ଟରେ ଇମ୍ରାନ୍
ଇସ୍ଲାମାବାଦ,୨୭ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍, ତାଙ୍କ ସ୍ତ୍ରୀ ବୁଶ୍ରା ବିବି ଓ ଦଳର ଅନେକ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଏନେଇ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍ ଶେହବାଜ୍ ଶରିଫ ସରକାରଙ୍କୁ ଧନ୍ୟବାଦ…
ଉଡ଼ନ୍ତା ବିମାନର ଡୋର ଖୋଲିଦେଲେ ଯାତ୍ରୀ
ସିଓଲ,୨୭ା୫: ଦକ୍ଷିଣ କୋରିଆର ଡାଏଗୁ ସହର ଅଭିମୁଖେ ଯାଉଥିବା ଏକ ଆସିଆନା ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ଏମର୍ଜେନ୍ସି ଡୋର୍ ଖୋଲି ଗିରଫ ହୋଇଛନ୍ତି। ଓଜେଡ୍୮୧୨୪ ଏୟାରବସ୍ ଶୁକ୍ରବାର ସ୍ଥାନୀୟ ସମୟ ୧୧ଟା ୪୫ରେ ଜେଜୁ ଆଇଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲା।…
ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍ ବିଜୟ ଟାର୍ଗେଟ ଦେଲା ଗୁଜୁରାଟ ଟାଇଟନ୍ସ
ଅହମ୍ମଦାବାଦ,୨୬।୫: ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍ ବିଜୟ ଟାର୍ଗେଟ ଦେଇଛି ଗୁଜୁରାଟ ଟାଇଟନ୍ସ। ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଗୁଜୁରାଟ ଟାଇଟନ୍ସ ୩ଟା ଉଇକେଟ୍ରେ ୨୩୩ ରନ୍ କରିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ…
ଝାରପଡ଼ା ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣା: ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଭୁବନେଶ୍ୱର କଟକ ରୋଡସ୍ଥିତ ଝାରପଡ଼ାରେ ଥିବା ଜ୍ୟୋତି ପେଟ୍ରୋଲ ପମ୍ପରେ ଆତଙ୍କରାଜ ଘଟଣାରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ନାବାଳକଙ୍କ ସମେତ ୪ ଅଭିଯୁକ୍ତଙ୍କ ବିରୋଧରେ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଝାରପଡ଼ା…
ଭିଏଟ୍ଜେଟ୍ ବିମାନ ବିଳମ୍ବ: ମୁମ୍ବାଇ ଏୟାରପୋର୍ଟରେ ୩୦୦ ଯାତ୍ରୀ ୧୦ ଘଣ୍ଟା ଅଟକିଲେ
ମୁମ୍ବାଇ, ୨୬ା୫: ପରିଚାଳନାଗତ କାରଣରୁ ଭିଏଟ୍ଜେଟ୍ ବିମାନ ବିଳମ୍ବ ଯୋଗୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିବାକୁ ପଡ଼ିଛି। ଭିଏଟ୍ନାମର ହୋ ଚି ମିନ୍ ସିଟି ଯିବାକୁ ଥିବା ଭିଏଟ୍ଜେଟ୍ ବିମାନର…
ଛାଡପତ୍ର ପରେ ସ୍ତ୍ରୀଙ୍କୁ ଦେବାକୁ ପଡିଲା ବଡ଼ ଆକାରରେ କ୍ଷତିପୂରଣ, ଭରିଲେ ଏତେ ଟଙ୍କା…
ନୂଆଦିଲ୍ଲୀ,୨୬।୫: ଛାଡପତ୍ର ପରେ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ କ୍ଷତିପୂରଣ ଦେବାକୁ ପଡିଥାଏ ବୋଲି ଆପଣ ଶୁଣିଥିବେ। କିନ୍ତୁ ଏହାର ବିପରୀତ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛିି। ସ୍ବାମୀଙ୍କୁ ଛାଡ଼ପତ୍ର ଦେବାପରେ ସ୍ତ୍ରୀଙ୍କୁ ଦେବାକୁ ପଡ଼ିଛି ମୋଟା ଅଙ୍କର କ୍ଷତିପୂରଣ। ଏପରି ଏକ…
ଜାରି ହେବ ୭୫ ଟଙ୍କିଆ ମୁଦ୍ରା
ନୂଆଦିଲ୍ଲୀ,୨୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ରେ ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଉଦ୍ଘାଟନ କରିବେ। ଏହି ଅବସରରେ କେନ୍ଦ୍ର ସରକାର ଏକ ୭୫ ଟଙ୍କିଆ ମୁଦ୍ରା ଜାରି କରିବାକୁ ଯାଉଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଗ୍ୟାଜେଟ୍ ବିଜ୍ଞପ୍ତି…
Archives


