ଦିଲ୍ଲୀର ମଦ ଦୁର୍ନୀତି ମାମଲା: ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ସିସୋଡିଆ
ନୂଆଦିଲ୍ଲୀ,୬।୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ସିସୋଡିଆ ଉଭୟ ସିବିଆଇ ଏବଂ ଇଡି ମାମଲାରେ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଉଭୟ ମାମଲାରେ ଜାମିନ ପ୍ରଦାନ…
୧୨ ରାଜ୍ୟର ଭାଜପା ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ: ଲୋକ ସଭାର ୧୪୨ ସିଟ୍ ଉପରେ ନଜର
ଗୁଆହାଟୀ,୬।୭: ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ୧୨ଟି ରାଜ୍ୟର ବରିଷ୍ଠ ଭାଜପା ନେତାମାନେ ଆସାମରେ ଗୁରୁବାର ଏକ ବୈଠକ କରିଛନ୍ତି। ଆସନ୍ତା ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଭାଜପା ଜାତୀୟ ସାଧାରଣ…
‘କଂଗ୍ରେସର ଏଟିଏମ୍ ହେଉଛି ଛତିଶଗଡ ସରକାର’
ନୂଆଦିଲ୍ଲୀ,୬।୭: ଛତିଶଗଡର ୨ ହଜାର କୋଟି ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି ପ୍ରସଙ୍ଗରେ ଭାଜପା ଏମ୍ପି ରବି ଶଙ୍କର ପ୍ରସାଦ ଏକ ଖବରଦାତା ସମ୍ମିଳନୀ କରି ଭୁପେଶ ବାଘେଲ ସରକାରଙ୍କୁ ଟାର୍ଗେଟ…
ରାଜନୀତିରେ କେହି ଅବସର ନିଅନ୍ତି ନାହିଁ: ଲାଲୁ
ନୂଆଦିଲ୍ଲୀ,୬।୭: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମେଡିକାଲ ଚେକଅପ ଲାଗି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଖବରଦାତାଙ୍କ ସହ କଥା ହୋଇ ଭାଜପାକୁ ଟାର୍ଗେଟ କରିଛନ୍ତି।ଏହାସହ ବିରୋଧି ଏକତାକୁ ନେଇ ବି ସେ କଥା ହୋଇଛନ୍ତି। ପୁଣି ରାହୁଲ…
ଲାଜପତ ନଗର ବୋମା ବିସ୍ଫୋରଣ ମାମଲା: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୭: ୧୯୯୬ ଲାଜପତ ନଗର ବୋମା ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚାରିଜଣ ଦୋଷୀଙ୍କୁ କ୍ଷମା ନ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଘଟଣାରେ ଦୋଷୀ ନୌଶାଦଙ୍କ ଆଜୀବନ କାରାଦଣ୍ଡାଦେଶ ଜାରି କରାଯିବା ସହିତ…
ମହାରାଷ୍ଟ୍ର ରାଜନୀତି ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ଏନସିପିର ମତଭେଦକୁ କହିଲେ ପାରିବାରିକ ମାମଲା
ମୁମ୍ବାଇ,୬।୭: ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ରର ଶିନ୍ଦେ ସରକାରରେ ଯୋଗଦେବା ପରେ ଏହାକୁ ସବୁଆଡେ ସମାଲୋଚନା କରାଯାଉଛି। ଉଭୟ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାର ମୁମ୍ବାଇର ବିଭିନ୍ନ ସ୍ଥାନରେ ବୈଠକ ଡାକିଥିଲେ,…
ଗଞ୍ଜାମରେ ପୋଡ଼ିଲାଣି ତଳି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଚଳିତବର୍ଷ ବର୍ଷା ଅଭାବରୁ ଗଞ୍ଜାମ ଜିଲାର ଅଧିକାଂଶ ବ୍ଲକରେ ଧାନଫସଲର ଗଜା ମରୁଡ଼ି ଓ ତଳିପୋଡ଼ି ଗଲାଣି। କେତେକ ବ୍ଲକ୍ରେ ଧାନରୁଆ ହୋଇଥିବା ଜମି ମଧ୍ୟ ଫାଟି ଗଲାଣି। ଏପରି ପରିସ୍ଥିତିରେ ଧାନତଳିକୁ କିପରି ବଞ୍ଚାଇବେ। ସେଥିପାଇଁ ଚାଷୀ…
ପ୍ରଥମ ଟେଷ୍ଟରେ ବଡ ପରିବର୍ତ୍ତନ କରିବ ଟିମ ଇଣ୍ଡିଆ: ରୋହିତଙ୍କ ସହ ଏହି ବ୍ୟାଟ୍ସମ୍ୟାନଙ୍କୁ ମିଳିବ ଓପନିଙ୍ଗ୍ର ସୁଯୋଗ
ନୂଆଦିଲ୍ଲୀ,୬।୭: ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜରେ ଗସ୍ତରେ ଅଛନ୍ତି। ଜୁଲାଇ ୫ରୁ ଦୁଇ ଦଳ ଦିନିଆ ଅଭ୍ୟାସ ମ୍ୟାଚ ଖେଳୁଛି। ଯୁବ ବାମହାତୀ ଖେଳାଳି ଯଶସ୍ବୀ ଜୟସ୍ବାଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏହି ମ୍ୟାଚର ପ୍ରଥମ ଦିନରେ ଓପନିଙ୍ଗ୍ ଦାୟିତ୍ୱ ମିଳିବା…
ଦିଲ୍ଲୀ ମଦ ଦୁର୍ନୀତି ମାମଲା: କୋର୍ଟରେ ହାଜର ହେଲେ ସିସୋଡିଆ, କୋର୍ଟ ଦେଲେ ଏହି ନିର୍ଦ୍ଦେଶ
ନୂଆଦିଲ୍ଲୀ,୬।୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗୁରୁବାର ରୌଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାରେ କୋର୍ଟ ସିବିଆଇକୁ ପଚାରିଛନ୍ତି ଯେ ଚାର୍ଜଶିଟ ସହ ଜଡିତ ଦଲିଲ ସବୁ ଅଭିଯୁକ୍ତଙ୍କୁ…
ବୁଲା ପ୍ରାଣୀଙ୍କ ପେଟ ଭରୁଛନ୍ତି ୭୩ ବର୍ଷ ବୟସ୍କା ବୃଦ୍ଧା ଲୁରମା ଦେବୀ…
କୁଲ୍ଲୁ,୬।୭ : ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀଙ୍କ ପ୍ରାଣୀ ପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ପ୍ରାଣୀମାନେ ଭୋକରେ…
ହାତୀକୁ କଦଳୀ ଦେଉଥିଲେ ଯୁବତୀ, ଦେଲା ପାନେ, ଭିଡିଓ ଦେଖିଲେ…
ହାତୀମାନେ ଶାନ୍ତିପୂର୍ଣ୍ଣ ପ୍ରାଣୀ ହୋଇଥିଲେ ମଧ୍ୟ ଯେତେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିଥାଏ ସେମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଜଣେ ଯୁବତୀ ହାତୀ ପାଖକୁ ଯାଇ ତାକୁ ନିଜ ହାତରେ କଦଳୀ…
ହେମାଙ୍କ ପ୍ରଥମ ପ୍ରେଗ୍ନେସିକୁ ସିକ୍ରେଟ ରଖିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର, ପୁରା ହସ୍ପିଟାଲକୁ କରିଥିଲେ ବୁକ
ମୁମ୍ବାଇ: ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ର ଓ ଡ୍ରିମ ଗର୍ଲ ହେମା ମାଳିନିଙ୍କ ବୈବାହିକ ଜୀବନକୁ ପ୍ରାୟ ୪୦ ବର୍ଷ ହେଲାଣି। ଏମାନଙ୍କର ଦୁଇ ଝିଅ ଇଶା ଓ ଆହାନା ଏବେ ବିବାହ କରି ସାରିଲେଣି। ଫିଲ୍ମରେ କାମ କରିବା ସମୟରେ…
Archives


