Home Left

ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ମାମଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ନାପସନ୍ଦ କରିବା ସହ ବିରୋଧ ହୋଇଛି। ଗୁରୁବାର ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ମୋର୍ଚ୍ଚା…

ମମତା ବାନାର୍ଜୀଙ୍କ ହେଲା ସର୍ଜରୀ

କୋଲକାତା,୬।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଆଣ୍ଠୁରେ ଲାଗିଥିବା ଆଘାତର ଗୁରୁବାର ସର୍ଜରୀ କରାଯାଇଛି। ଏଥିପାଇଁ ତ୍ରୁଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତାଙ୍କୁ କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ହେଲିକପ୍ଟରରୁ ଓହ୍ଲାଇବା ସମୟରେ ମମତା ଆହତ ହୋଇଥିଲେ।…

‘ଧରିତ୍ରୀ ଖବରକାଗଜ ଯୁବପିଢ଼ିଙ୍କ ପାଇଁ ଜ୍ଞାନର ଭଣ୍ଡାର’

ମାଲକାନଗିରି,୬ା୭(ଦୁର୍ଯ୍ୟୋଧନ ପାତ୍ର/ନୃସିଂହ ମହାନ୍ତି): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ଅବସରରେ ମାଲକାନଗିରି ଜିଲା ସଦରମହକୁମା ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଓ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ଦୁଇ ଶହ ଛାତ୍ରୀ ଓ ଅତିଥିମାନଙ୍କ ଉପସ୍ଥିତିରେ ୧୦ ଜଣ…

ଜମ୍ମୁ-କଶ୍ମୀର ନିର୍ବାଚନ ପ୍ରସଙ୍ଗ: ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୭: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଏଥିସହ ମଣିପୁରରେ ଇଣ୍ଟରନେଟ ବନ୍ଦ ପ୍ରସଙ୍ଗର ଆବେଦନକୁ ସୁପ୍ରିମକୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି। ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବା…

‘ଦେଶଦ୍ରୋହୀ’ଙ୍କୁ କେବେ କ୍ଷମା କରାଯିବ ନାହିଁ: ଶରଦ ପାଓ୍ବାରଙ୍କ ଘର ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୬।୭: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ଦଳକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଭେଟେରାନ ରାଜନେତା ଶରଦ ପାୱାର ଗୁରୁବାର ଦିଲ୍ଲୀରେ ଏନସିପିର ଜାତୀୟ କାର୍ଯ୍ୟନିର୍ବାହୀ…

କାନ୍ଥପଡ଼ି ନାବାଳକଙ୍କ ଜୀବନ ଗଲା

ମୋରଡ଼ା,୬ା୭(ସ୍ମାରକୀ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା ପଞ୍ଚାୟତରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଆଣୁଆ ଗ୍ରାମର ପ୍ରଗଣାସାହି ୧୨ ନଂ ଓ୍ବାର୍ଡର ଯମୁନା ମାର୍ଣ୍ଡିଙ୍କ ଘର କାର୍ଯ୍ୟ…

ଅଜିତଙ୍କ ଯୋଗଦେବା ପରେ ଶିବସେନାରେ କୌଣସି ଅଶାନ୍ତି ନାହିଁ : ଉଦୟ

ମୁମ୍ବାଇ,୬।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଇସ୍ତଫା ଦେବାର କୌଣସି ଯୋଜନା ନାହିଁ। ଏନ୍‌ସିପି ନେତା ଅଜିତ ପାୱାର ଏବଂ ତାଙ୍କ ସମର୍ଥକ ବିଧାୟକ ସରକାରରେ ଯୋଗଦେବା ନେଇ ଶିବସେନାରେ କୌଣସି ଅଶାନ୍ତି ନାହିଁ ବୋଲି ଗୁରୁବାର ଦଳ ପକ୍ଷରୁ କୁହାଯାଇଛି।…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରୀଙ୍କୁ ଜିବନ୍ତ ପୋତିଦେଲେ ପୂର୍ବତନ ପ୍ରେମିକ

ମେଲବର୍ନ,୬।୭: ଯଦି କେହି ବ୍ୟକ୍ତି ଭୁଲ କାମ କରିଥାଆନ୍ତି ତେବେ ଏଥିପାଇଁ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ। ଏମିତି ଏକ ମାମଲା ଅଷ୍ଟ୍ରେଲିଆରୁ ଆସିଛି ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାରେ ନର୍ସିଂ ପଢୁୁଥିବା ଜସ୍ମିନ କୌରଙ୍କୁ ତାଙ୍କ…

ଦିଲ୍ଲୀର ମଦ ଦୁର୍ନୀତି ମାମଲା: ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ସିସୋଡିଆ

ନୂଆଦିଲ୍ଲୀ,୬।୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ସିସୋଡିଆ ଉଭୟ ସିବିଆଇ ଏବଂ ଇଡି ମାମଲାରେ ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଉଭୟ ମାମଲାରେ ଜାମିନ ପ୍ରଦାନ…

୧୨ ରାଜ୍ୟର ଭାଜପା ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ: ଲୋକ ସଭାର ୧୪୨ ସିଟ୍‌ ଉପରେ ନଜର

ଗୁଆହାଟୀ,୬।୭: ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ୧୨ଟି ରାଜ୍ୟର ବରିଷ୍ଠ ଭାଜପା ନେତାମାନେ ଆସାମରେ ଗୁରୁବାର ଏକ ବୈଠକ କରିଛନ୍ତି। ଆସନ୍ତା ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଭାଜପା ଜାତୀୟ ସାଧାରଣ…

‘କଂଗ୍ରେସର ଏଟିଏମ୍‌ ହେଉଛି ଛତିଶଗଡ ସରକାର’

ନୂଆଦିଲ୍ଲୀ,୬।୭: ଛତିଶଗଡର ୨ ହଜାର କୋଟି ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି ପ୍ରସଙ୍ଗରେ ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ ଏକ ଖବରଦାତା ସମ୍ମିଳନୀ କରି ଭୁପେଶ ବାଘେଲ ସରକାରଙ୍କୁ ଟାର୍ଗେଟ…

ରାଜନୀତିରେ କେହି ଅବସର ନିଅନ୍ତି ନାହିଁ: ଲାଲୁ

ନୂଆଦିଲ୍ଲୀ,୬।୭: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମେଡିକାଲ ଚେକଅପ ଲାଗି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଖବରଦାତାଙ୍କ ସହ କଥା ହୋଇ ଭାଜପାକୁ ଟାର୍ଗେଟ କରିଛନ୍ତି।ଏହାସହ ବିରୋଧି ଏକତାକୁ ନେଇ ବି ସେ କଥା ହୋଇଛନ୍ତି। ପୁଣି ରାହୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri