ଫ୍ୟାନ୍ସଙ୍କ ହୃଦୟ ଜିତିଲେ ପନ୍ତ, ଖାସ୍ ଅନ୍ଦାଜରେ ମନାଇଲେ ମାହିଙ୍କ ଜନ୍ମଦିନ
ନୂଆଦିଲ୍ଲୀ,୭।୭: ଷ୍ଟାର ଇଣ୍ଡିଆନ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ତମ ଜନ୍ମଦିନ ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି। ଧୋନିଙ୍କଠାରୁ ଦୂରରେ ରହି ପନ୍ତ ତାଙ୍କ ଜନ୍ମଦିନ ପାଳନ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।…
ତ୍ରିପୁରା ବିଧାନସଭାରେ ହଙ୍ଗାମା, କାର୍ଯ୍ୟରେ ବାଧା ଉପୁଜାଇବାରୁ ୫ ବିଧାୟକ ନିଲମ୍ବିତ
ଅଗରତାଲା,୭।୭: ତ୍ରିପୁରା ବିଧାନସଭାରେ ୫ ବିଧାୟକଙ୍କୁ କାର୍ଯ୍ୟରେ ବାଧା ଉପୁଜାଇବାରୁ ନିଲମ୍ବିତ କରାଯାଇଛି। ସ୍ପିକର ବିଶ୍ୱାବଂଧ ସେନ ସିପିଆଇ(ଏମ) ବିଧାୟକ ନୟନ ସରକାର, କଂଗ୍ରେସର ସୁଦିପ ରାୟ ବର୍ମନ ଓ ତିନ ଟିପରା ମୋଥା ବିଧାୟକଙ୍କୁ ବିଧାନସଭା କାର୍ଯ୍ୟରେ ବାଧା ଉପୁଜାଇବା…
ମାକଡୋନାଲ୍ଡର ବଡ଼ ନିଷ୍ପତ୍ତି: ମେନୁରେ ସାମିଲ ହେବନାହିଁ ଟମାଟୋ
ନୂଆଦିଲ୍ଲୀ, ୭।୭: ମାକଡୋନାଲ୍ଡସ ଇଣ୍ଡିଆ ଏକ ବଡ ଘୋଷଣା କରିଛି। ମାକଡୋନାଲ୍ଡ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ)ରେ ଏହାର ଫୁଡ୍ ପ୍ରଡକ୍ଟସ୍ ତାଲିକାରୁ ଟମାଟୋକୁ ହଟାଇବାକୁ ନିଷ୍ପତ୍ତି ନେଇଛି। କ୍ରୟ ଅସୁବିଧା ହେତୁ କମ୍ପାନୀ ମେନୁରୁ ଅସ୍ଥାୟୀ ଭାବରେ ଟମାଟୋ ହଟାଇବାକୁ…
କାରିବିୟାନ୍ ଟୁର୍
ଭାରତୀୟ କ୍ରିକେଟ ଦଳର କାରିବିୟାନ୍ ଟୁର୍ ଆରମ୍ଭ ହୋଇଯାଇଛି। ଏହି ଗସ୍ତରେ ଟିମ୍ ଇଣ୍ଡିଆ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ। ଏହି ଟୁର୍ ପାଇଁ ପୂର୍ବରୁ ଭାରତୀୟ ଟେଷ୍ଟ ଓ…
ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ
ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବାପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ ସୁଦ୍ଧା ରହିଥିବା ବେଳେ ଏବେ ଏହାର ବିକାଶ ପଥରେ ଆଗକୁ ବଢ଼ିବାକୁ ଉଦ୍ୟମ…
କିପରି ବୁକ୍ କରିବେ ବିଶ୍ୱକପ ଟିକେଟ୍, ଜାଣନ୍ତୁ ସବୁକିଛି…
ନୂଆଦିଲ୍ଲୀ,୭।୭: ଜୁନ ୨୭ରେ ଆଇସିସି ଦ୍ୱାରା ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ୧୦ଟି ଦଳ ସହିତ ଏହି ଟୁର୍ନାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ। ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ମ୍ୟାଚ ପୂର୍ବ ବର୍ଷ…
ପ୍ରସିଦ୍ଧ କ୍ରୀଡ଼ାବିତ୍ ଭାଇ ଓ ଭଉଣୀ
ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ାବିତ୍ ଭାଇ ଓ ଭଉଣୀଙ୍କୁ ନେଇ ଆଲେଖ୍ୟର ପ୍ରଥମ ଭାଗ ଗତ କ୍ରୀଡ଼ା ଜଗତ ପୃଷ୍ଠାରେ ପ୍ରକାଶ ପାଇ ସାରିଛି। ଏଥିରେ ହକି, ଆଥ୍ଲେଟିକ୍ସ, କ୍ରିକେଟ ଆଦି ଇଭେଣ୍ଟରେ ସୁନାମ ଅର୍ଜନ କରିଥିବା ଭାଇ ଓ ଭଉଣୀଙ୍କ ସମ୍ପର୍କରେ…
କ୍ଲଷ୍ଟର ବୋମା କ’ଣ ଜାଣନ୍ତି କି?
ଓ୍ବାଶିଂଟନ,୭ା୭: କ୍ଲଷ୍ଟର ବୋମା ହେଉଛି ଏକ ଅସ୍ତ୍ର ଯାହାକୁ ଯେତେବେଳେ ବାୟୁରେ ଛାଡ଼ି ଦିଆଯାଏ, ସେ ଅନେକ ଛୋଟ ବୋମା ଛାଡ଼ିଥାଏ। ଏହି ଛୋଟ ବୋମା ସାଧାରଣ ବୋମା ଅପେକ୍ଷା ଅଧିକ ଅଞ୍ଚଳକୁ ପ୍ରଭାବିତ କରିଥାନ୍ତି। ଏଗୁଡିକ ବିପଜ୍ଜନକ ଭାବରେ ବିବେଚନା…
ଚାନ୍ଦିକୁ ପଛରେ ପକାଇଲା କଶ୍ମୀର କେଶରର ଦାମ
ନୂଆଦିଲ୍ଲୀ,୭।୭: କଶ୍ମୀର କେଶରର ଦାମ ବୃଦ୍ଧି ହେବା ଫଳରେ ଏଠାକାର କୃଷକଙ୍କ ମୁହଁରେ ହସ ଖେଳି ଯାଇଛି। ଏବେ କଶ୍ମୀର କେଶରର ଦାମ ୨-୩ ଲକ୍ଷ ନୁହେଁ ଏହା ଉପରକୁ ଚାଲି ଯାଇଛି। ଏବେ ଏହାର ଦାମ ୩.୨୫ ଲକ୍ଷ ପ୍ରତି…
ରଦ୍ଦ ହେବନି ସିନ୍ଧିଆଙ୍କ ରାଜ୍ୟ ସଭା ସଦ୍ୟସତା ପଦ! ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୭।୭: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ସିଦ୍ଧିଆଙ୍କ ରାଜ୍ୟ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ରରେ ତଥ୍ୟ ଲୁଚାଇଥିବା…
ନାମ୍ବୁଥିରିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୭: ପ୍ରସିଦ୍ଧ ଚିତ୍ରଶିଳ୍ପୀ ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି ଲେଖିଛନ୍ତି, ଶ୍ରୀ କେଏମ ବାସୁଦେବନ ନାମ୍ବୁଥିରି ତାଙ୍କ ଆଇକନିକ ଆର୍ଟଓ୍ବାର୍କ ପାଇଁ ସବୁବେଳେ ମନେ ରହିବେ। ତାଙ୍କର…
ବିମାନବନ୍ଦରରେ ଫସିଗଲେ କ୍ୟାଟ୍ରିନା
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। ପ୍ରଶଂସକମାନେ ତାଙ୍କର ଗୋଟିଏ ଝଲକ ଦେଖିବାକୁ ସବୁବେଳେ ଉତ୍ସାହିତ ଥାନ୍ତି। ଯଦିଓ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନା କିଛି ସମୟ ପାଇଁ ମିଡିଆଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ…
Archives


