Home Left

ମିଷ୍ଟ୍ରି ଗର୍ଲଙ୍କ ଚେହେରା ରିଭିଲ କଲେ ସଲମାନ

ମୁମ୍ବାଇ: ଅକ୍ଟୋବର ୮, ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ବଲିଉଡ ଭାଇଜାନ ସଲମାନ ଖାଁ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଭାଇଜାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ଫଟୋ ଶେୟାର କରିଥିଲେ। ଏହି ଫଟୋରେ…

ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡିଛି।…

ବିଧାନସଭା ନିର୍ବାଚନ ତାରିଖକୁ ସ୍ବାଗତ କଲେ ରାଜନୈତିକ ଦଳ, ନିଜ ନିଜର ବିଜୟ ଦାବି କଲା ଭାଜପା-କଂଗ୍ରେସ

ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ରାଜନୈତିକ ଦଳର ନେତାମାନେ ମତଦାନ ତାରିଖକୁ ସ୍ବାଗତ କରିଛନ୍ତି। ସମସ୍ତେ ନିଜ ନିଜର ବିଜୟ ଦାବି କରି ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ ଭାରତ-ତାଞ୍ଜାନିଆ

ନୂଆଦିଲ୍ଲୀ,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଞ୍ଜାନିଆର…

ଇସ୍ରାଏଲ କାର୍ଯ୍ୟକୁ ମଧ୍ୟ ଦେଖିବା ଉଚିତ୍‌: ହମାସ- ଇସ୍ରାଏଲ ସଂଘର୍ଷ ମଧ୍ୟରେ କହିଲେ ପାଲେଷ୍ଟାଇନ ରାଷ୍ଟ୍ରଦୂତ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସର ଆକ୍ରମଣ ପରେ ଅନେକ ଦେଶ ହମାସର ଆକ୍ରମଣକୁ ବିରୋଧ କରୁଥିବାବେଳେ ବର୍ତ୍ତମାନ…

‘ଧକ ଧକ’ର ଟ୍ରେଲର ରିଲିଜ୍‌

ଡ୍ରାମା ଭିତ୍ତିକ ଫିଲ୍ମ ‘ଧକ ଧକ’ର ଟ୍ରେଲର ରିଲିଜ୍‌ ହୋଇଛି। ବଲିଉଡର ଦକ୍ଷ ଅଭିନେତ୍ରୀ ଫାତିମା ସାନା ଶେଖ, ଦିଆ ମିର୍ଜା, ରତ୍ନା ପାଠକ ଶାହା ଏବଂ ସଞ୍ଜନା ସାଙ୍ଗୀ ପ୍ରମୁଖ ଏଫିଲ୍ମରେ ଅଭିନୟ କରିଛନ୍ତି। ତିନି ମିନିଟର ଲମ୍ବା ଟ୍ରେଲରରେ…

ଟ୍ରେନ୍‌ ଭିତରେ ଏମିତି ଡ୍ୟାନ୍ସ କଲେ ଝିଅ, ରାତାରାତି ହେଲେ ଭାଇରାଲ, ଭିଡିଓ ଦେଖିଲେ..

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। ଆପଣ ଲୋକମାନଙ୍କୁ ରିଲ୍‌ରେ ଡ୍ୟାନ୍ସ ଏବଂ ଗୀତ ଗାଉଥିବାର ଦେଖିଥିବେ। ଯଦି ସେମାନେ ଘର ଭିତରେ ଏହା କରନ୍ତି,…

ସିଙ୍ଘମ-୩ରେ ଅଜୟ, କରିନାଙ୍କ ପରେ ଏବେ ଅକ୍ଷୟଙ୍କ ଏଣ୍ଟ୍ରି…

ମୁମ୍ବାଇ : ପ୍ରଶଂସକମାନେ ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସିଙ୍ଘମ-୩ କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ସବୁଥର ପରି ଏଥର ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ରୋହିତ ଶେଟ୍ଟି ନିର୍ଦ୍ଦେଶନା ଦେଉଛନ୍ତି। ଖବର ଅଛି କରୀନା କପୁର…

ବଦଳିଲେ ୩ ଅଧିକାରୀ

ଗଞ୍ଜାମ,୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମରୁ ଏନ୍‌ଏସି ଇଓ ଅବିନାଶ ମିଶ୍ର, ବିଡିଓ ଜସ୍ମିନ ପ୍ରଧାନ ଏବଂ ତହସିଲଦାର ଅରୁଣ କୁମାର ନାୟକ ତିନି ପ୍ରମୁଖ ଅଧିକାରୀଙ୍କ ବଦଳି ହୋଇଛି। ଇଓ ମିଶ୍ର ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ତହସିଲଦାର ନାୟକ…

ଚନ୍ଦ୍ରବାବୁଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

ଅମରାବତୀ,୯।୧୦: ଆନ୍ଧ୍ୟ ପ୍ରଦେଶ ହାଇକୋର୍ଟ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ ଆବେଦନକୁ ଇନର ରିଂଗ ରୋଡ, ଫାଇବର ନେଟ ଏବଂ ଅଂଗୁଲ୍ଲୁ ୩୦୭ ମାମଲାରେ ଖାରଜ କରି ଦେଇଛନ୍ତି।

ବିଧାନସଭା ତାରିଖ ଘୋଷଣା ପୂର୍ବରୁ ଶିବରାଜ କହିଲେ, ଯାହା କହିଥିଲୁ ତାହା କରିଛୁ

ଭୋପାଳ,୯୧୦: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାରତର ର୍ନିବାଚନ ଆୟୋଗ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ କରାଯାଇଛି। ମୁଁ ପ୍ରତିଶ୍ରୁତି ଦେଇଥିଲି…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୯ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିପ୍ର ରାଉଳ (୫୫)। ଆଜି ସକାଳେ ଘରର ପାଣି ମୋଟର ସଜାଡୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?